୧୭ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ଭବାନୀପୁର, ହାଜିପୁର, ବେତମାଳିଆ, ଅଢଙ୍ଗ ମଜୁରାଇ, ତଳପାଟକ, ନୂଆଢନା, ବାଲିଆ ଠାରେ ଥିବା ମୁସଲମାନ ବସ୍ତି ମାନଙ୍କରେ ମରମ ପର୍ବ ପାଳିତ ହୋଇଯାଇଛି l ଇମାମ ହୁସେନ ଙ୍କ ଦେହାନ୍ତ ପରେ ମୁସଲମାନ ସଂପ୍ରଦାୟରେ ଶୋକର ଛାୟା ଖେଳି ଯାଇଥିଲା l

ଏହି ଦୁଃଖର ଦିନକୁ ମନେ ପକାଇବା ପାଇଁ ଆଜି ବୁଧବାର ତାଙ୍କର ଆତ୍ମାର ସଦଗତି ପାଇଁ ତଥା ଭାରତର ଅଖଣ୍ଡତା ଓ ଭାଇଚାରା ବଜାୟ ରଖିବା ପାଇଁ ମହରମ ପର୍ବ ପାଳିତ ହୋଇଥିଲା l














