No Result
View All Result
୧୫ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲାର ପ୍ରଗତି ମହିଳା ସଙ୍ଗଠନର ସମ୍ପାଦିକା ତଥା ଗଜାପତିର ବେଶ୍ ଜଣାଶୁଣା ବ୍ୟକ୍ତିତ୍ବ ତନୁଜା ଶତପଥୀ କୋଣାର୍କ ଠାରେ ଅନୁଷ୍ଠିତ(୧୪.୦୭.୨୪) ବେଳାଭୁଇଁ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଅନୁଷ୍ଠିତ ସ୍ଵତନ୍ତ୍ର ସାହିତ୍ୟ ଆସର ଚନ୍ଦ୍ରଭାଗାର ଅଶ୍ରୁ କାର୍ଯ୍ୟକ୍ରମରେ ନୃତ୍ୟ,
ଗୀତ,ସାହିତ୍ୟ ସଙ୍ଗଠନ ଏଵଂ ସମାଜ ସେବା କ୍ଷେତ୍ରରେ ଯଥେଷ୍ଟ ଅବଦାନ ପାଇଁ ସମ୍ବର୍ଥିତା ହୋଇଛନ୍ତି। ତେଣୁ ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷ ମାନେ ଶ୍ରୀମତୀ ତନୁଜା ଶତପଥୀଙ୍କୁ ଶୁଭେଛା ଓ ସଦିଚ୍ଛା ଯଣାଇଛନ୍ତି ।

No Result
View All Result