• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସୁଭଦ୍ରା’ ଯୋଜନା ଯୋଗାଇଦେବା ନାମରେ ଟାଉଟର ସକ୍ରିୟ

Proprietor Abhimanyu Maharana by Proprietor Abhimanyu Maharana
July 15, 2024
in ଓଡ଼ିଶା, ଗଜପତି, ହୋମ୍
0
ସୁଭଦ୍ରା’ ଯୋଜନା ଯୋଗାଇଦେବା ନାମରେ ଟାଉଟର ସକ୍ରିୟ
Share on FacebookShare on TwitterWhatsapp

୧୪ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ଆର,ଉଦୟଗିରି :-> ଗଜପତି ଜିଲ୍ଲାରେ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ସାମିଲ କରିବା ନାମରେ ସମଗ୍ର ଜିଲ୍ଲାରେ ଟାଉଟରମାନେ ସକ୍ରିୟ ହୋଇଉଠିଛନ୍ତି. ଏହି ଟାଉଟରମାନେ ସୁଭଦ୍ରା ଯୋଜନା ଦ୍ୱାରା ଟଙ୍କା କରେଇ ଦେବା ନାମରେ ୪ ରୁ ୫ ଶହ ଟଙ୍କା ଦାବି କରି ଠକି ନେଉଥିବା ଅଭିଯୋଗ ହେଉଛି. ଘଟଣାରୁ ପ୍ରକାଶ ଗଜପତି ଜିଲ୍ଲାର ବିଶେଷ କରି ମୋହନା, ଆର. ଉଦୟଗିରି, ନୂଆଗଡ, ରାୟଗଡ଼, ଗୋଷଣୀ, ଗୁମ୍ମା, କାଶୀନଗର ଆଦି ବ୍ଲକ ଅଞ୍ଚଳରେ ଥିବା ଗ୍ରାମାଞ୍ଚଳ ଗୁଡିକରେ ଏଭଳି ଅନେକ ଟାଉଟର ସକ୍ରିୟ ହୋଇଥିବା ସୂଚନା ମିଳିଛି. ୧୮ ରୁ ୬୦ ବର୍ଷ ମଧରେ ବିବାହିତା ମହିଳାଙ୍କ ପାଇଁ କେନ୍ଦ୍ର ସରକାର ସୁଭଦ୍ରା’ ଯୋଳନା ହାତକୁ ନେଇଛନ୍ତି। ତେବେ ଏହା କେବେ କାର୍ଯ୍ୟକାରୀ ହେବ ଏନେଇ କୌଣସି ବିଧିବଦ୍ଧ ଘୋଷଣା ହୋଇନି।

କିନ୍ତୁ ଏହା ପୂର୍ବରୁ ଗଜପତି ଜିଲ୍ଲାର ଗ୍ରାମାଞ୍ଚଳରେ ଦଲାଲ ଓ ଟାଉଟରମାନେ ଏହି ଯୋଜନା କରେଇ ଦେବା ନାମରେ ଯୋଜନାର ନକଲି ନିୟମାବଳୀ ପ୍ରସ୍ତୁତ କରି ମହିଳାଙ୍କଠୁ ଟଙ୍କା ଲୁଟିବା ଆରମ୍ଭ କରିଛନ୍ତି। ‘ମୁଭଦ୍ରା’ ଯୋଜନା ଆରମ୍ଭ ହୋଇସାରିଲାଣି, ଏଣୁ ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଥିଲେ ୪୦୦ ଟଙ୍କା ରୁ ୫୦୦ ଟଙ୍କା ଲେଖାଏଁ ଦିଅନ୍ତୁ ବୋଲି କହି ପ୍ରଲୋଭନ ଦେଖାଉଛନ୍ତି। ଆଉ ଟଙ୍କା ଲୁଟି ନେଇ ପରବର୍ତ୍ତୀ ସମୟରେ ଦେଖା ଦେଉନାହାନ୍ତି। କେବଳ ଏତିକି ନୁହେଁ, କିଛି ଦଲାଲ ବାୟୋଡାଟା ଫର୍ମ ଧରି ବୁଲୁଛନ୍ତି ଏହାକୁ ପୂରଣ କରିବାକୁ ମହିଳାମାନଙ୍କୁ ପ୍ରବର୍ତାଉଛନ୍ତି । ଆଉ ଟଙ୍କା ଲୁଟି ନେଇ ପରବର୍ତ୍ତୀ ସମୟରେ ଦେଖା ଦେଉନାହାନ୍ତି। କେବଳ ଏତିକି ନୁହେଁ, କିଛି ଦଲାଲ ବାୟୋଡାଟା ଫର୍ମ ଧରି ବୁଲୁଛନ୍ତି ଏହାକୁ ପୂରଣ କରିବାକୁ ମହିଳାମାନଙ୍କୁ ପ୍ରବର୍ତାଉଛନ୍ତି ।

ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍ଗା ଲେଖାଏଁ ଋଣ ମିଳିବ, ଯାହାକୁ ବିନା ସୁଧରେ ପରିଶୋଧ କରିବାକୁ ପଡ଼ିବ ବୋଲି କହୁଛନ୍ତି କିନ୍ତୁ କେତେମାସରେ ପରିଶୋଧ କରିବାକୁ ହେବ ? ଏହି ପ୍ରଶ୍ନର ଉତ୍ତର ଦଲାଲମାନେ ଦେଇପାରୁନାହାନ୍ତି। ତେବେ କିଛି ମହିଳା ହିତାଧିକାରୀ ଏହି ଯୋଜନାରେ ସାମିଲ ହେବାକୁ ଏଦେଠାରୁ ବିଭିନ୍ନ ସେବାକେନ୍ଦ୍ରରେ ଆବାସିକ ଓ ପ୍ରମାଣପତ୍ର ପାଇଁ ଆବେଦନ କରୁଥିବ ବେଳେ ଏହା ଜାଣି ଦରାଇ ସେମାନ ପାଖରେ ପହଞ୍ଚି ଯାଉଛନ୍ତି। ଗଜପତି ଜିଲ୍ଲାର ନୂଆଗଡ ବ୍ଲକ୍‌ର ଅନୁଗୁରୁ କିରାମା, ସମ୍ବଲ ଲପୁର, ଏନ.ଝାଲାରସିଂ, ପରିମଳ ଓ ଆର.ଉଦୟଗିରି ଗ୍ରାମାଞ୍ଚଳରେ ଏଭଳି ଦଲାଲ ଓ ଠକମାନେ ସକ୍ରିୟ ଅଛନ୍ତି। ଗଜପତି ଜିଲ୍ଲାର କେତେକ ବୁଦ୍ଧିଜୀବୀ ଆମ ପ୍ରତିନିଧି ଙ୍କୁ କହିଛନ୍ତି ଯେ, ଏନେଇ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବା ସହ ଏଭଳି ଠକ ଓ ଦଲାଲମାନଙ୍କ ବିରୋଧରେ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ. ଏଥିସହ ଗଜପତି ଜିଲ୍ଲାର ଗ୍ରାମାଞ୍ଚଳରେ ସୁଭଦ୍ରା ଯୋଜନା ନେଇ ମହିଳାମାନଙ୍କୁ ଆବଶକ୍ୟ ସଚେତନ କରାଯାଉ ।  

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତା ସମସ୍ତଙ୍କ ପାଇଁ ପ୍ରେରଣା

ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତା ସମସ୍ତଙ୍କ ପାଇଁ ପ୍ରେରଣା

October 4, 2026
ଛାତ୍ରଛାତ୍ରୀଙ୍କ ପାଇଁ ଶୁଦ୍ଧ ପାନୀୟଜଳର ସୁବିଧା: କ୍ରିଦାଶପୁର ହାଇସ୍କୁଲକୁ ରୋଟାରୀ କ୍ଲବ୍‌ର ଆକ୍ୱାଗାର୍ଡ ଉପହାର

ଛାତ୍ରଛାତ୍ରୀଙ୍କ ପାଇଁ ଶୁଦ୍ଧ ପାନୀୟଜଳର ସୁବିଧା: କ୍ରିଦାଶପୁର ହାଇସ୍କୁଲକୁ ରୋଟାରୀ କ୍ଲବ୍‌ର ଆକ୍ୱାଗାର୍ଡ ଉପହାର

October 4, 2026
ଇଟାମାଟିରେ ରକ୍ତଦାନ ଶିବିର

ଇଟାମାଟିରେ ରକ୍ତଦାନ ଶିବିର

October 4, 2026
ନୟାଗଡ଼ରେ ଗାନ୍ଧୀ ଜୟନ୍ତୀ, ଶାସ୍ତ୍ରୀ ଜୟନ୍ତୀ ଏବଂ ସ୍ୱଚ୍ଛ ଭାରତ ଦିବସ ପାଳିତ

ନୟାଗଡ଼ରେ ଗାନ୍ଧୀ ଜୟନ୍ତୀ, ଶାସ୍ତ୍ରୀ ଜୟନ୍ତୀ ଏବଂ ସ୍ୱଚ୍ଛ ଭାରତ ଦିବସ ପାଳିତ

October 4, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତା ସମସ୍ତଙ୍କ ପାଇଁ ପ୍ରେରଣା

ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତା ସମସ୍ତଙ୍କ ପାଇଁ ପ୍ରେରଣା

October 4, 2026
ଛାତ୍ରଛାତ୍ରୀଙ୍କ ପାଇଁ ଶୁଦ୍ଧ ପାନୀୟଜଳର ସୁବିଧା: କ୍ରିଦାଶପୁର ହାଇସ୍କୁଲକୁ ରୋଟାରୀ କ୍ଲବ୍‌ର ଆକ୍ୱାଗାର୍ଡ ଉପହାର

ଛାତ୍ରଛାତ୍ରୀଙ୍କ ପାଇଁ ଶୁଦ୍ଧ ପାନୀୟଜଳର ସୁବିଧା: କ୍ରିଦାଶପୁର ହାଇସ୍କୁଲକୁ ରୋଟାରୀ କ୍ଲବ୍‌ର ଆକ୍ୱାଗାର୍ଡ ଉପହାର

October 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version