No Result
View All Result

୦୬ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ଜଗତସିଂହପୁର ଜିଲ୍ଲାର ନିର୍ମାତା, ଦଳିତ ନେତା, ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସ ଥିଲେ ଅନନ୍ୟ କର୍ମ ଯୋଗୀ l ରାଜନୀତିକୁ ବୃତ୍ତି ଓ ପ୍ରବୃତି କରିଥିବା ଏହି ବ୍ୟକ୍ତି ତାଙ୍କ ଜୀବନ ସାରା ସେବା କୁ ଗୁରୁତ୍ୱ ଦେଇ ସବୁ ବର୍ଗର ଲୋକ ମାନଙ୍କ ପାଖରେ ପ୍ରିୟ ଭାଜନ ହୋଇଥିଲେ ବୋଲି ଶନିବାର ତାଙ୍କ ଚତୃର୍ଥ ଶ୍ରାଦ୍ଧ ବାର୍ଷିକ ଅବସରରେ ବକ୍ତା ମାନେ ମତ୍ତ ପ୍ରକାଶ କରିଛନ୍ତି l

ବିରିଡି ବିଜୁ ଭବନ ଠାରେ ଅନୁଷ୍ଠିତ ସଭାରେ ସଭା ପତିତ୍ୱ କରିଥିଲେ ଜିଲ୍ଲା ବିଜେଡି ସଭାପତି ରବିନାରାୟଣ ଜେନା, ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ପ୍ରଦୀପ୍ତ ଭୂୟାଁ ଙ୍କ ଆବାହକତ୍ବ ରେ ଆୟୋଜନ ସଭାରେ ଜିଲ୍ଲା ବିଜେଡି ଉପସଭାପତି ପବିତ୍ର ଭୂୟାଁ, ବ୍ଲକ ସଭାପତି ରବୀନ୍ଦ୍ର ରାଉଳ, ଉପାଧ୍ୟକ୍ଷା ମମତା ପତ୍ର ଜିଲ୍ଲାପରିଷଦ ସଭ୍ୟ ଚନ୍ଦ୍ର ଶେଖର ଦାଶ, ନେତ୍ରlନନ୍ଦ ପାତ୍ର, ନୃସିଂହ ଦାଶ,

ତୃପ୍ତି ରାୟ, ଶିବପ୍ରସାଦ ଜେନା ସରପଞ୍ଚ ଲଷ୍ମୀପ୍ରିୟା ଜେନା, ପ୍ରଶାନ୍ତ ଜେନା ସୁଶାନ୍ତ ସାହୁ, ଗୋରେଖ ଆଶ୍ରିତ ବେହେରା, କାଳନ୍ଦୀ ବସ୍ତିଆ, ଶୁଭେନ୍ଦୁ ମୁଦୁଲି, ମିର ଏକମାଲ ପ୍ରମୁଖ ଙ୍କ ସହ ବହୁ ବିଜେଡି କର୍ମୀ ଯୋଗ ଦେଇ ବକ୍ତବ୍ୟ ମାନ ଦେଇଥିଲେ l ପ୍ରାରମ୍ଭରେ ନେତୃ ମଣ୍ଡଳୀ ମାନେ ସ୍ବର୍ଗତ ଦାସ ଙ୍କ ପ୍ରତି ମୃତିରେ ମାଲ୍ୟା ର୍ପଣ ସହ ବିଜୁ ପଟ୍ଟନାୟକ ପ୍ରତି ମୃତିରେ ମାଲ୍ୟା ର୍ପଣ କରି ଥିଲେ ଶେଷରେ ମିଠା ବଣ୍ଟନ କରାଯାଇଥିଲା l 
No Result
View All Result