• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ପଦାରେ ପଡ଼ିଲା ଯନ୍ତ୍ରୀ – ଠିକାଦାର ମଧୁଚନ୍ଦ୍ରିକା ନିର୍ମାଣରୁ ୨ ମାସ ନପୁରୁଣୁ ଗାର୍ଡୱାର୍ଲ ଭୁଷୁଡ଼ିଲା

Proprietor Abhimanyu Maharana by Proprietor Abhimanyu Maharana
August 8, 2020
in Uncategorized, ଅପରାଧ, ଓଡ଼ିଶା, ହୋମ୍
0
ପଦାରେ ପଡ଼ିଲା ଯନ୍ତ୍ରୀ – ଠିକାଦାର ମଧୁଚନ୍ଦ୍ରିକା ନିର୍ମାଣରୁ ୨ ମାସ ନପୁରୁଣୁ ଗାର୍ଡୱାର୍ଲ ଭୁଷୁଡ଼ିଲା
Share on FacebookShare on TwitterWhatsapp

ଓଡିଶା ତାଜା ନ୍ୟୁଜ୍ (୦୮ ଅଗଷ୍ଟ ଶନିବାର) ହିଞ୍ଜିଳିକାଟୁ :– ନିର୍ମାଣ କାର୍ଯ୍ୟର ୨ ମାସ ନୁପୁରୁଣୁ ନିର୍ମିତ ଗାର୍ଡ଼ ୱାଲ ଭୁଷୁଡ଼ିପଡ଼ିଛି । ଯ୍‌ତ୍ରୀ- ଠିକାଦାର ମଧୁଚନ୍ଦ୍ରିକା ଯୋଗୁଁ ନିମ୍ନମାନର କାର୍ଯ୍ୟ କରାଯାଉଛି । ରାଜ୍ୟ ମୁଖିଆଙ୍କ ଗଡ଼ରେ ପ୍ରଶାସନର ଏକତରଫା କାର୍ଯ୍ୟ କରାଯାଉଥିବା ଯୋଗୁଁ ବହୁ ଉନ୍ନୟନ ମୂଳକ କାର୍ଯ୍ୟ ନିମ୍ନମାନର କରାଯାଉଥିବା ନେଇ ବହୁ ସମୟରେ ଅଭିଯୋଗ ହେଉଛି । ଏଭଳି ଏକ ଘଟଣା ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ ଶାସନ ଆମ୍ବଗାଁରେ ଦେଖିବାକୁ ମିଳିଛି । ପ୍ରକାଶ ଯେ, ହିଞ୍ଜିଳିକାଟୁ ବ୍ଳକ ଶାସନଆମ୍ବଗାଁ ଖାତା ନଂ- ୭୬୨ଓ ପ୍ଳଟ ନଂ -୧୦୯୭ ସରକାରୀ ଜମିରେ ଜନସାଧାରଣଙ୍କ ଜବରଦଖଲମୁକ୍ତ କରିବା ପାଇଁ ହୋଇଥିବା କାମ ନିମ୍ନ ମାନର ଅଭିଯୋଗ ହୋଇଛି । ଉକ୍ତ ଜମିକୁ ସୁରକ୍ଷିତ ରଖିବା ପାଇଁ ଗତ ୨ ମାସ ପୂର୍ବେ ପ୍ରାୟ ୪ଲକ୍ଷ ଟଙ୍କା ବ୍ୟୟରେ କରାଯାଉଥିବା ଘେରୀ ପାଚେରି ନିର୍ମାଣ କାର୍ଯ୍ୟ ଶେଷ ହେବାର ପାତ୍ର ୨ ମାସ ପରେ ଭୁଷୁଡ଼ି ପଡ଼ିଛି ।

ସଂପୃକ୍ତ ସରକାରୀ ଜମିକୁ ଜବରଦଖଲ ମୁକ୍ତ ପାଇଁ ପଂଚାୟତ ପକ୍ଷରୁ ଅନୁରୋଧ ପରେ ସେଠାରେ ଜବରଧଖଲକାରୀଙ୍କୁ ହଟାଯାଇ ତୁରନ୍ତ କାମ ଆରମ୍ଭ ହୋଇଥିଲା । ବ୍ଳକ ପ୍ରଶାସନ ପକ୍ଷରୁ ଏହି କାମ କରାଯାଇଥିଲା । ତେବେ ନିର୍ମାଣରେ ଦୁର୍ନୀତି ଓ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଏହାର ଭିଡ଼ିଓ ଓ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଗଂଜାମ ଜିଲ୍ଲା ହିଂଜିଳିକାଟୁ ବ୍ଳକ ଶାସନଆମ୍ବଗାଁ ଖଳା ସାହି ରେ ରାଜସ୍ୱ ବିଭାଗ ସରକାରୀ ପ୍ଲଟ ନଂ ୧୦୯୭ ରେ ପ୍ରାୟ ଦୁଇମାସ ତଳେ ୪ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପାଚେରୀ ଚାରିପାଶ୍ୱର୍ରୁୂ ଗୋଟିଏ ପାର୍ଶ୍ୟ ଭାଙ୍ଗି ଯାଇଥିବା ବେଳେ ଅନ୍ୟ ତିନିପାଖ ଫାଟିଯାଇଥିବା ଭିଡ଼ିଓ ଭାଇରଲ ମଧ୍ୟ ହୋଇଛି । ସରକାରୀ ଜମିରେ ଅନାଧିକାର ପ୍ରବେଶକୁ ରୋକିବା ନିମନ୍ତେ ସରକାରୀ ତହବିଲରୁ ୪ ଲକ୍ଷ ଟଙ୍କା ବ୍ୟୟରେ ଏହି କାମରେ କଂକ୍ରିଟ ଲେଏର ନ ଦେଇ ଇଟା ଯୋଡାଇ ଯାଇଥିବା ଏବଂ ଯନ୍ତ୍ରୀ- ଠିକାଦାରଙ୍କ ମଧୁଚନ୍ଦ୍ରିକା ଚାଲିଥିବାରୁ ନିମ୍ନମାନର କାର୍ଯ୍ୟ କରାଯାଇଥିବା ନେଇ ଅଭିଯୋଗ ହୋଇ ଆସୁଥିଲା ।

ବିନା ଟେଣ୍ଡରରେ ବ୍ଲକରେ ଲକ୍ଷାଧିକ ଟଙ୍କାର କାମ ଯନ୍ତ୍ରୀ ଠିକାଦାର ପ୍ରିୟାପ୍ରୀତିରେ ଚାଲିଥିବା ଅଭିଯୋଗ ହୋଇଛି । ଉକ୍ତ ଜମିକୁ କିଛି ଗ୍ରାମବାସୀ ନିଜ ଅକ୍ତିଆର କରି ଗାଇ ଗୁହାଳ କରିଥିଲେ । ରାଜନୈତିକ ଅକ୍ରୋଶ କାରଣରୁ ଆମ୍ବଗ୍ରାମର ପଚାଂୟତର ଅଭିଯୋଗ ପରେ ରାଜସ୍ୱ ବିଭାଗ ଉକ୍ତ ସ୍ଥାନରୁ ଜବରଦଖଲକାରୀ ଙ୍କୁ ହଟାଇ ବ୍ଳକ ଦ୍ୱାରା ଉକ୍ତ ପ୍ରାଚେରୀ ଜବରଦଖଲଙ୍କ ଠାରୁ ସୁରକ୍ଷା ପାଇଁ ହୋଇଥିଲା । ତେବେ ଉକ୍ତ ଗାର୍ଡ଼ୱାଲ ଗୁରୁବାର ଭୁଷୁଡ଼ିପଡ଼ିଥିଲା । ଘଟଣା ନେଇ ବିଡ଼ିଓ ପ୍ରସନ କୁମାର ପାତ୍ରଙ୍କୁ ପଚାରିବାରୁ ସେ କହିଲେ ସଂପୃକ୍ତ ସ୍ଥାନ ନିକଟରେ ରହିଥିବା କିଛି ଘର ମାଲିକ ଗୁହାଳ କାର୍ଯ୍ୟରେ ଅସୁବିଧା ଯୋଗୁଁ ଗାର୍ଡ଼ୱାଲକୁ ଜାଣିଶୁଣି ଭାଙ୍ଗି ଦେଇଥିବା ଜଣାପଡ଼ିଛି । ତେବେ ସଂପୃକ୍ତ ଗାର୍ଡ଼ୱାଲଟି ପ୍ରକୃତରେ ଭୁଷୁଡ଼ି ପଡ଼ିଛି ନା କେହି ଜାଣିଶୁଣି ଭାଙ୍ଗିଦେଇଛି ତାହାର ତଦନ୍ତ କରାଯିବ । ସଂପୃକ୍ତ କାର୍ଯ୍ୟରେ ବିଲ୍ କରାଯାଇନାହିଁ, ଠିକାଦାରଙ୍କୁ କହି ପୁର୍ନବାର ନିର୍ମାଣ କାର୍ଯ୍ୟ କରାଯିବ ।

ଏ ନେଇ ଠିକାଦାର ମନୋଜ କୁମାର ପୋଲାଇଙ୍କୁ ପଚାରିବାରୁ ସେ କହିଲେ ସଂପୃକ୍ତ ଗାର୍ଡ଼ୱାଲ ନିକଟଦେଇ ସଦାସର୍ବଦା ଜଳ ନିଷ୍କାସନ ହେଉଥିବାରୁ ଗାର୍ଡ଼ୱାଲଟି ଦୁର୍ବଳ ହୋଇପଡ଼ିବା ସହ ଭୁଷୁଡ଼ି ପଡ଼ିଛି । ତେବେ ନିର୍ମାଣ କାର୍ଯ୍ୟର ମାତ୍ର ୨ମାସ ମଧ୍ୟରେ ଗାର୍ଡ଼ୱାଲ ନିକଟ ଦେଇ ଜଳ ନିଷ୍କାସିତ ହେଉଥିବାରୁ ଭୁଷୁଡ଼ି ପଡ଼ିବା ଘଟଣାରୁ ସ୍ପଷ୍ଟ ଅନୁମାନ କରାଯାଉଛି କାର୍ଯ୍ୟର ସ୍ଥାୟିତ୍ୱ । ସ୍ଥାନୀୟ ବ୍ଳକର ବହୁ ଉନ୍ନୟନ ମୂଳକ କାର୍ଯ୍ୟରେ ପ୍ରିୟାପ୍ରୀତି ପୋଷଣ କରାଯିବା ସହ ଯନ୍ତ୍ରୀ-ଠିକାଦାର ମଧୁଚନ୍ଦ୍ରିକା ଚାଲିଥିବା ଜଣାପଡ଼ୁଛି । ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଦୃଷ୍ଟି ଦେଇ ଘଟଣାର ତଦନ୍ତ କରିବାକୁ ଅଂଚଳର ବୁଦ୍ଧିଜୀବି ମହଲରେ ଦାବି ହେଉଛି । ( ରିପୋର୍ଟ -ଶେଷଦେବ ସାହୁ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

May 15, 2026
‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

May 15, 2026
ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

May 15, 2026
ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

May 15, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

May 15, 2026
‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

May 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version