• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବିଗ୍ ବଜାରରେ “ଏଣ୍ଡ୍ ଅଫ୍ ଡିକେଡ୍ ସେଲ୍’ ୨୦୧୯ ଡିସେମ୍ବର ୨୧ରୁ ୨୦୨୦ ଜାନୁଆରି ୧ ପର୍ଯ୍ୟନ୍ତ

Proprietor Abhimanyu Maharana by Proprietor Abhimanyu Maharana
December 21, 2019
in ଓଡ଼ିଶା, ବାଣିଜ୍ୟ, ହୋମ୍
0
ବିଗ୍ ବଜାରରେ “ଏଣ୍ଡ୍ ଅଫ୍ ଡିକେଡ୍ ସେଲ୍’ ୨୦୧୯ ଡିସେମ୍ବର ୨୧ରୁ ୨୦୨୦ ଜାନୁଆରି ୧ ପର୍ଯ୍ୟନ୍ତ
Share on FacebookShare on TwitterWhatsapp

ଭୁୁବନେଶ୍ୱର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର :- ଏହି ଦଶନ୍ଧୀ ଶେଷ ହେବାକୁ ଯାଉଥିବା ବେଳେ ଭାରତର ଅଗ୍ରଣୀ ହାଇପର୍ମାର୍କେଟ୍ ଶୃଙ୍ଖଳା ଫ୍ୟୁଚର୍ ଗ୍ରୁପ୍ର ଅଂଶ ବିଗ ବଜାର ଏହି ବର୍ଷକୁ ଉତ୍ସାହର ସହ ଶେଷ କରିବାକୁ ଯାଉଛି । ବିଗ୍ ବଜାର ପକ୍ଷରୁ “ଏଣ୍ଡ୍ ଅଫ୍ ଡିକେଡ୍ ସେଲ୍’ ଉପସ୍ଥାପନ କରାଯାଇଛି ଯାହା ୨୦୧୯ ଡିସେମ୍ବର ୨୧ରୁ ଆରମ୍ଭ ହୋଇ ୨୦୨୦ ଜାନୁଆରି ୧ ପର୍ଯ୍ୟନ୍ତ ଚାଲିବ । ବିଗ ବଜାରର ଏଣ୍ଡ୍ ଅଫ୍ ଡିକେଡ୍ ସେଲ୍ରେ ଗ୍ରାହକମାନେ ଦଶ ବର୍ଷ ପୂର୍ବର ମୂଲ୍ୟରେ ସମାନ ଉତ୍ପାଦ କିଣିବାର ସୁଯୋଗ ପାଇବେ । ଏହାର ଅର୍ଥ ହେଉଛି ଗ୍ରାହକମାନେ ବ୍ୟାପକ ପ୍ରକାରର ଉତ୍ପାଦ ଯଥା ୫୬୦ ଗ୍ରାମ୍ର ମ୍ୟାଗି ଯାହା ୨୦୦୯ରେ ୭୧ ଟଙ୍କାରେ ବିକ୍ରି ହେଉଥିଲା, ତାହାର ବଜାର ମୂଲ୍ୟ ଏବେ ୮୯ ଟଙ୍କା ରହିଛି ତାହାକୁ ୭୧ ଟଙ୍କାରେ କିଣିପାରିବେ । ବିଗ୍ ବଜାରର ଏଣ୍ଡ୍ ଅଫ୍ ସିଜନ୍ ସେଲ୍ରେ ସମସ୍ତ ବର୍ଗ ଯଥା ଖାଦ୍ୟ, ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ, ହୋମ୍ ଫର୍ଣ୍ଣିସିଂ, ଇଲେକ୍ଟ୍ରୋନିକ୍ସ, ହୋମ ଓୟାର, ଲଗେଜ୍, ଷ୍ଟେସନାରି, ଖେଳନା, ଫେସନ୍ ଓ ଆହୁରି ବହୁତ କିଛି ଉପରେ ସ୍ୱତନ୍ତ୍ର ୨୦୦୯ ମୂଲ୍ୟର ତାଲିକା ରହିଛି । ଗ୍ରାହକମାନେ ୭୨୯୫ ଟଙ୍କା ମୂଲ୍ୟର ନୂଆ ପ୍ରେଷ୍ଟିଜ ୩ ବର୍ଣ୍ଣର ଗ୍ୟାସ ଷ୍ଟୋଭ୍କୁ ୩୬୯୯ ଟଙ୍କାରେ, ୯୯୯ ଟଙ୍କା ମୂଲ୍ୟର ବମ୍ବେ ଡାଇଙ୍ଗ ବେଡସିଟ୍ ୪୯୯ ଟଙ୍କାରେ, ୨୦,୦୦୦ ଟଙ୍କା ମୂଲ୍ୟର ଆରିଷ୍ଟୋକ୍ରାଟ୍ ହାର୍ଡ ଟ୍ରଲି ୬୯୯୯ ଟଙ୍କାରେ ଇତ୍ୟାଦି ପାଇପାରିବେ । ଏଣ୍ଡ୍ ଅଫ୍ ଡିକେଡ୍ ସେଲ୍ ବିଷୟରେ ଶ୍ରୀଯୁକ୍ତ ସଦାଶିବ ନାୟକ, ସିଇଓ, ବିଗ୍ ବଜାର କହିଛନ୍ତି ଯେ, “ଗତ ଦଶନ୍ଧୀକୁ ମନେ ପକାଇବା ବେଳେ ଆମେ ପରିବର୍ତନ, ବିକାଶ, ନୂଆ ଷ୍ଟୋର୍ ଉନ୍ମୋଚନ, ଆକର୍ଷଣୀୟ ଅଫର, ବ୍ୟାପକ ଉତ୍ପାଦ ପୋର୍ଟଫୋଲିଓ ଓ ଆହୁରି ବହୁତ କିଛି ଏବଂ ଏହି ବର୍ଷଗୁଡ଼ିକରେ ବିଗ୍ ବଜାର ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକ ବିଷୟରେ ଜାଣିପାରିଛୁ । ଆମେ ଏହି ଦଶନ୍ଧୀ ଶେଷ କରିବାକୁ ଯାଉଥିବା ବେଳେ ଏଣ୍ଡ୍ ଅଫ୍ ଡିକେଡ୍ ସେଲ୍ ସହିତ ୨୦୦୯ର ମୂଲ୍ୟରେ ଆମେ ଆମର ଗ୍ରାହକଙ୍କୁ ଏକ ସ୍ମତିଚାରଣ ଯାତ୍ରାରେ ନେବାକୁ ଚାହୁଁଛୁ । ନିଜର ଲୋକପ୍ରିୟ ବ୍ରାଣ୍ଡ୍ ବିଗ୍ ବଜାର ସହିତ ଏହି ସପିଙ୍ଗ୍ର ମୂଲ୍ୟ ଅନୁଭୂତି ନେବା ଲାଗି ଆମେ ଆମର ଗ୍ରାହକଙ୍କୁ ଆମନ୍ତ୍ରଣ କରୁଛୁ ।’’ ଶ୍ରେଷ୍ଠ ମୂଲ୍ୟ ବ୍ୟତୀତ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ଗ୍ରାହକମାନେ ସର୍ବନିମ୍ନ ୩୦୦୦ ଟଙ୍କାରେ ଅତିରିକ୍ତ ୧୦% ରିହାତି ସହିତ ସେଲ୍ ସର୍ବାଧିକ ୪୦୦ ଟଙ୍କା ପର୍ଯ୍ୟନ୍ତ ପାଇପାରିବେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଦେବୋତ୍ତର ମ୍ୟାନେଜର୍ କ୍ୱାର୍ଟର୍ ଜବରଦଖଲ ଘଟଣା ୩ ବର୍ଷ ତଳୁ ସରିଛି ଚୁକ୍ତି, ଆଦାୟ ହୋଇନି ଭଡ଼ା

ଦେବୋତ୍ତର ମ୍ୟାନେଜର୍ କ୍ୱାର୍ଟର୍ ଜବରଦଖଲ ଘଟଣା ୩ ବର୍ଷ ତଳୁ ସରିଛି ଚୁକ୍ତି, ଆଦାୟ ହୋଇନି ଭଡ଼ା

July 23, 2026
ଗରିବ ସନାତନଙ୍କ ପାଇଁ ବସୁନ୍ଧରା ଓ ଆବାସ ଯୋଜନା ପାଲଟିଛି ସାତ ସପନ

ଗରିବ ସନାତନଙ୍କ ପାଇଁ ବସୁନ୍ଧରା ଓ ଆବାସ ଯୋଜନା ପାଲଟିଛି ସାତ ସପନ

July 23, 2026
ଜରିପଡା,ପୋଡ଼lପଟଣା ବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ କାଦୁଅ ପାଣି , ହନ୍ତସନ୍ତ ଛାତ୍ରଛାତ୍ରୀ

ଜରିପଡା,ପୋଡ଼lପଟଣା ବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ କାଦୁଅ ପାଣି , ହନ୍ତସନ୍ତ ଛାତ୍ରଛାତ୍ରୀ

July 23, 2026
ନିଟ୍ ପ୍ରଶ୍ନପତ୍ର ଚୋରି ଓ ରାହୁଲ ଗାନ୍ଧୀଙ୍କ ବିରୋଧ ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ନିଟ୍ ପ୍ରଶ୍ନପତ୍ର ଚୋରି ଓ ରାହୁଲ ଗାନ୍ଧୀଙ୍କ ବିରୋଧ ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

July 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଦେବୋତ୍ତର ମ୍ୟାନେଜର୍ କ୍ୱାର୍ଟର୍ ଜବରଦଖଲ ଘଟଣା ୩ ବର୍ଷ ତଳୁ ସରିଛି ଚୁକ୍ତି, ଆଦାୟ ହୋଇନି ଭଡ଼ା

ଦେବୋତ୍ତର ମ୍ୟାନେଜର୍ କ୍ୱାର୍ଟର୍ ଜବରଦଖଲ ଘଟଣା ୩ ବର୍ଷ ତଳୁ ସରିଛି ଚୁକ୍ତି, ଆଦାୟ ହୋଇନି ଭଡ଼ା

July 23, 2026
ଗରିବ ସନାତନଙ୍କ ପାଇଁ ବସୁନ୍ଧରା ଓ ଆବାସ ଯୋଜନା ପାଲଟିଛି ସାତ ସପନ

ଗରିବ ସନାତନଙ୍କ ପାଇଁ ବସୁନ୍ଧରା ଓ ଆବାସ ଯୋଜନା ପାଲଟିଛି ସାତ ସପନ

July 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version