• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରଣପୁର ମହୋତ୍ସବ ଉପଲକ୍ଷେ ବିଭାଗୀୟ ଅଧିକାରୀ ଙ୍କ ସହ ସମନ୍ୱୟ ବୈଠକ

Proprietor Abhimanyu Maharana by Proprietor Abhimanyu Maharana
December 21, 2019
in ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
ରଣପୁର ମହୋତ୍ସବ ଉପଲକ୍ଷେ ବିଭାଗୀୟ ଅଧିକାରୀ ଙ୍କ ସହ ସମନ୍ୱୟ ବୈଠକ
Share on FacebookShare on TwitterWhatsapp

ନୟାଗଡ (ଓଡିଶା ତାଜା ନିଉଜ୍) ରଣପୁର,ସୋନୁ :–ପ୍ରତି ବର୍ଷ ଭଳି ଆସନ୍ତା ଜାନୁଆରୀ ମାସ ୫ ତାରିଖରେ ରଣପୁର ମହୋତ୍ସବ ଅର୍ଜ୍ଜୁନ ୨୦୨୦ ପାଳନ ନିମନ୍ତେ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟ ରେ ପହଁଚିଥିବାବେଳେ ବ୍ଲକ ରେ ଥିବା ବିଭିନ୍ନ ବିଭାଗ ର ଅଧିକାରୀ ଙ୍କୁ ନେଇ ଏକ ସମନ୍ୱୟ ବୈଠକ ରଣପୁର ବ୍ଲକ ସମ୍ମିଳନୀ କକ୍ଷ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଙ୍କ ସଭାପତିତ୍ୱ ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ନୟାଗଡ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ପ୍ରଶାସନିକ ମୁଖ୍ୟ ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ର ଚୁଡାନ୍ତ ରୁପ ରେଖ ସଂପର୍କ ରେ ଆଲୋଚନା କରିଥିଲେ ।ବିଶେଷ କରି ଆଇନ ଶୃଙ୍ଖଳା ରକ୍ଷା କରିବା ଉଦେଶ୍ୟ ରେ ମହୋତ୍ସବ ପରିସର ମଧ୍ୟ କୁ କୌଣସି ମଦ୍ୟପ ଙ୍କୁ ପ୍ରବେଶ ନିଷିଦ୍ଧ କରାଯାଇଛି । ଏପରିକି ସଂନ୍ଧ୍ୟା ୫ ଟା ପରେ ମଣୀନାଗ ପାହାଡ ଉପର କୁ ଯାଇ ମଦ୍ୟପାନ କରୁଥିବା ଅସାମାଜିକ ବ୍ୟକ୍ତିବିଶେଷ ଉପରେ କଡା ପଦକ୍ଷେପ ନେବା ନିମନ୍ତେ ବୈଠକ ରେ ନିଷ୍ପତି ନିଆଯାଇଛି । ମହୋତ୍ସବ ୫ ଦିନ ପର୍ଯ୍ୟନ୍ତ ଦୈନିକ ସଂନ୍ଧ୍ୟା ରେ ଯେଭଳି ବିଦ୍ୟୁତ ସରବରାହ ବନ୍ଦ ନରହିବ ସେଦିଗରେ ସେସୁ କତୃପକ୍ଷ ଯତ୍ନବାନ ହେବେ ବୋଲି ବିଭାଗୀୟ ବିଦ୍ୟୁତ ଯନ୍ତ୍ରୀ ପ୍ରତିଶୃତି ଦେଇଥିଲେ । ମହୋତ୍ସବ ପଡିଆ ରେ ତିନୋଟି ଅସ୍ଥାୟୀ ଶୌଚାଳୟ ନିର୍ମାଣ ନିମନ୍ତେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ତରଫରୁ ଉପସ୍ଥିତ ଯନ୍ତ୍ରୀ ପ୍ରତିଶୃତି ଦେଇଥିଲେ । ବନବିଭାଗ ତରଫରୁ ମଂଚ ସାଜସଜ୍ଜା ନିମନ୍ତେ ଆବଶ୍ୟକ ଫୁଲ ଓ ଜାଳେଣି କାଠ ଯୋଗାଇ ଦେବା ନିମନ୍ତେ ସଂପୃକ୍ତ ବିଭାଗ ର ଅଧିକାରୀ ସହମତି ପ୍ରକାଶ କରିଥିଲେ । ଦମକଳ ବାହିନୀ ଓ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅତ୍ୟାବଶ୍ୟକ ସେବା ଯୋଗାଇ ଦେବା କୁ ବିଭାଗୀୟ ଅଧିକାରୀ ବୈଠକ ରେ ପ୍ରକାଶ କରିଛନ୍ତି । ମହୋତ୍ସବ ପରଦିନ ପଡିଆ କୁ ପରିସ୍କାର ରଖିବା ନିମନ୍ତେ ଏନଏସି କତୃପକ୍ଷ ଙ୍କ ଦାୟିତ୍ୱ ପ୍ରଦାନ କରାଯାଇଛି ।ରଣପୁର ବ୍ଲକ ରେ ଥିବା ସମସ୍ତ ବିଦ୍ୟାଳୟ କୁ ନେଇ ଏକ କୁଇଜ ପ୍ରତିଯୋଗିତା କାର୍ଯ୍ୟକ୍ରମ ର ଦାୟିତ୍ୱ ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ନ୍ୟସ୍ତ କରାଯାଇଛି । ଦୈନିକ ଖବର ପ୍ରେରଣ ନିମନ୍ତେ ମହୋତ୍ସବ ମଂଚ ସମ୍ମୁଖ ରେ ଏକ ନିଉଜ ଡେସ୍କ ରସୁବିଧା କରାଯିବା ନିମନ୍ତେ ବୈଠକ ରେ ସ୍ଥିର କରାଯାଇଛି ।

ଏହି ଅବସରରେ ମହୋତ୍ସବ ନିମନ୍ତେ ଗଠନ କରାଯାଇଥିବା ବିଭିନ୍ନ କମିଟି ସଦସ୍ୟ ଙ୍କ ନାମ କୁ ମହୋତ୍ସବ କମିଟି ସଂପାଦକ ସୁରେଶ ମିଶ୍ର ଉପସ୍ଥିତ ଅଧିକାରୀ ଙ୍କୁ ପଢି ଶୁଣାଇଥିଲେ ।ଉକ୍ତ କାର୍ଯ୍ୟକ୍ରମ ରେ ତହସିଲଦାର ଶୁସାନ୍ତ ପତି , ଆଇଆଇସି ରଶ୍ମିରଞ୍ଜନ ଦାସ , ପୁର୍ବତନ ବ୍ଲକ ଅଧ୍ୟକ୍ଷ ଦେବାଶିଷ ପଟନାୟକ , ସ୍ୱର୍ଣ୍ଣ ରାଉତରାୟ , ପ୍ରଭାତ ଦଳବେହେରା ସମେତ ବିଭିନ୍ନ ବିଭାଗ ର ସମସ୍ତ ଅଧିକାରୀ , ଗଣମାଧ୍ୟମ ପ୍ରତିନିଧି , ସମାଜସେବୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଭାଗ ନେଇଥିଲେ । ପୁର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ମହୋତ୍ସବ କୁ କିଭଳି ଅଧିକ ଆକର୍ଷଣିୟ କରାଯାଇପାରିବ ସେ ନେଇ ବିଧାୟକ ମତ ଦେଇଥିଲେ । ପ୍ରତି ଦିନ ସଂଧ୍ୟାରେ ରଙ୍ଗାରଙ୍ଗ କାଯ୍ୟକ୍ରମ ହେବାସହ ରାଜ୍ୟର ପ୍ରତିଷ୍ଟିତ ସିନେକଳାକାର ମାନେ ଯୋଗଦେବେ ବୋଲି ସ୍ଥିରୀକୃତ ହୋଇଛି । ମହୋତ୍ସବର ପ୍ରଥମ ଦିନରେ ସକାଳୁ ପ୍ରଭାତଫେରୀ ହେବାସହ ପୂର୍ବହ୍ନ ୭ ଟାରେ ଏକ ଗଣ ଦୌଡ ଅନୁଷ୍ଟିତ ହେବ । ବିଭିନ୍ନ ପଚାଂୟତରୁ ୭ ଟି ସ୍ଥାନରୁ ମସାଲ ଶୋଭାଯାତ୍ରା ବାହାରିବ । ପରେ ଏକ ବିରାଟ ସଂକୀର୍ତନ ମଣ୍ଡଳି ସହର ପରିକ୍ରମା କରି ମହୋତ୍ସବ ପଡିଆରେ ଏକତିତ୍ର ହେବେ । ପ୍ରତି ସଂଧ୍ୟରେ ଲୋକ ମାନଙ୍କ ମନରଞନ ପାଇଁ ସଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ବିଭିନ୍ନ ପ୍ରକାର ଦୋଳି , ମିନାବଜାର ର ଯେଭଳି ମଜା ନେଇପାରିବେ ସେ ଦିଗରେ ବ୍ୟବସ୍ଥା କରାଯାଇଛି । ସୁଚନାଯୋଗ୍ୟ ଯେ , ୨୦୦୬ ମସିହାରେ ରଣପୁର ଅଚଂଳର କଳା ସାହିତ୍ୟ ସଂସ୍କୃତିକୁ ଚିର ଦିନ ପାଇଁ ବଜାୟ ରଖିବାପାଇଁ ପୁର୍ବତନ ମନ୍ତ୍ରୀ ସୁରମା ପାଢୀ ଙ୍କ ଦ୍ୱାରା ମହୋତ୍ସବ ର ପରିକଳ୍ପନା କରାଯାଇଥିଲା । ୧୯୩୯ ମସିହା ଜାନୁଆରୀ ୫ ତାରିଖ ରେ ବ୍ରିଟିସ ପଲିଟିକାଲ ଏଜେଟଂ ମେଜର ବେଜେଲଗେଟ ଗୁଳିରେ ଅଜ୍ଜୁନ ରାଉତ ସହିଦ୍ ହୋଇଯାଇଥିଲେ । ପରେ ଉତ୍ୟକ୍ତ ଜନତା ଏକ ବାଉଁଶ ଠେଙ୍ଗାରେ ବେଜେଲଗେଟ କୁ ପିଟିପିଟି ହତ୍ୟା କରିଥିଲେ । ଏହି ଜାନୁଆରୀ ୫ ତାରିଖକୁ ମନେରଖିବା ପାଇଁ ଦୀର୍ଘ ୧୩ ବର୍ଷ ଧରି ରଣପୁର ମହୋତ୍ସବ ଅନୁଷ୍ଟିତ ହୋଇଆସୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Vigilance Day against Child Marriage on the Occasion of Akshaya Tritiya

ଅକ୍ଷୟ ତୃତୀୟା ଅବସରରେ ବାଲ୍ୟ ବିବାହ ବିରୋଧରେ ସତର୍କତା ଦିବସ ପାଳିତ

April 23, 2026
Vigilance Day against Child Marriage on the Occasion of Akshaya Tritiya

Vigilance Day against Child Marriage on the Occasion of Akshaya Tritiya

April 23, 2026
ଶ୍ରମ କୋଡ ପ୍ରତ୍ଯାହାର ଦାବିରେ ସିଟୁର ବିକ୍ଷୋଭ

ଶ୍ରମ କୋଡ ପ୍ରତ୍ଯାହାର ଦାବିରେ ସିଟୁର ବିକ୍ଷୋଭ

April 23, 2026
କୋଷ୍ଟାଲ ମାରାଥନ ଓଡିଶା ପର୍ଯ୍ୟଟନ କୁ ଅଧିକ ଋଦ୍ଧିମନ୍ତ କରିବ

କୋଷ୍ଟାଲ ମାରାଥନ ଓଡିଶା ପର୍ଯ୍ୟଟନ କୁ ଅଧିକ ଋଦ୍ଧିମନ୍ତ କରିବ

April 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Vigilance Day against Child Marriage on the Occasion of Akshaya Tritiya

ଅକ୍ଷୟ ତୃତୀୟା ଅବସରରେ ବାଲ୍ୟ ବିବାହ ବିରୋଧରେ ସତର୍କତା ଦିବସ ପାଳିତ

April 23, 2026
Vigilance Day against Child Marriage on the Occasion of Akshaya Tritiya

Vigilance Day against Child Marriage on the Occasion of Akshaya Tritiya

April 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version