No Result
View All Result
୨୮ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରର ସାନ ବ୍ରାହ୍ମଣ ସାହି ବାସିନ୍ଦା ବରିଷ୍ଠ ଆଇନଜୀବୀ ଲକ୍ଷ୍ମୀକାନ୍ତ ଅଧିକାରୀଙ୍କ ମୃତ୍ୟୁ ଘଟିଛି l ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା ମୃତ୍ୟୁ ସମୟରେ ତାଙ୍କର ଦୁଇ ପୁଅ, ଝିଅ ଓ ଜ୍ବାଇଁ ସମେତ ପରିବାର ଉପସ୍ଥିତ ଥିଲେ ତାଙ୍କର ମୃତ୍ୟୁରେ ଏ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି l
ସେ ଜଣେ ମିଷ୍ଠ ଭାଷୀ ଓ ମେଳାପି ଥିଲେ l ଓକିଲାତି କ୍ଷେତ୍ରରେ ଗଜପତି ଜିଲ୍ଲାରେ ତାଙ୍କର ଦବ ଦବା ରହିଥିଲା l ତାଙ୍କର ମୃତ୍ୟୁରେ ଆଇନଜୀବୀ, ବୁଦ୍ଧିଜୀବୀ ମହଲରେ ଏକ ପ୍ରକାର ଶୋକର ଛାୟା ଖେଳାଇ ଦେଇଛି

No Result
View All Result