୨୭ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ବର :-> ସମବାୟ, ଖଦି, ବୟନ ଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ ବଳସାମନ୍ତଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି , ଛତିଆ ପେଶାଦାର ସାମ୍ବାଦିକ ସଂଘର ସଦସ୍ୟମାନେ. ଭୁବନେଶ୍ବର ଶହିଦନଗର ସ୍ଥିତ ମନ୍ତ୍ରୀଙ୍କ ବାସଭବନରେ ସଂଘର ସଭାପତି କମଳାକାନ୍ତ ପାଲ ପୁଷ୍ପ ଗୁଛ ଦେଇ ଶୁଭେଛା ଜଣାଇବା ସହ ଦୀର୍ଘ ଦୁଇ ଦଶନ୍ଧି ପରେ ରାଜ୍ୟରେ ଗଢିଥିବା ନୂଆ ସରକାରରେ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ ବଳସାମନ୍ତଙ୍କ ଏହି ନୂଆ ଦାୟିତ୍ୱକୁ ସୁଚାରୁରୁପେ ସମ୍ପାଦନା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି. ସଘର ଉପସଭାପତି ହୃଷିକେଶ ପୃଷ୍ଟି, ଜୟକାନ୍ତ ରାଉତ,















