• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବୋଲଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଚଳାବସ୍ଥା: ରୋଗୀ ସେବା ବିପର୍ଯ୍ୟସ୍ତ

Proprietor Abhimanyu Maharana by Proprietor Abhimanyu Maharana
June 28, 2024
in ଓଡ଼ିଶା, ଖୋର୍ଦ୍ଧା, ହୋମ୍
0
ବୋଲଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଚଳାବସ୍ଥା: ରୋଗୀ ସେବା ବିପର୍ଯ୍ୟସ୍ତ
Share on FacebookShare on TwitterWhatsapp

୨୭ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ଲୋକମାନଙ୍କ ନିକଟରେ ସ୍ୱାସ୍ଥ୍ୟସେବା ସୁବିଧାରେ ଯୋଗାଇ ଦେବା ପାଇଁ କେନ୍ଦ୍ର ରାଷ୍ଟ୍ରୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନଠାରୁ ଆରମ୍ଭ କରି ରାଜ୍ୟ ସରକାର ଭିତ୍ତିଭୂମୀର ବିକାଶପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ଜନସାଧାରଣ ସରକାରୀ ଡାକ୍ତରଖାନାରୁ ସେବା ପାଇବା କାଠିକର ପାଠ ହୋଇଯାଇଛି । ଭାତହାଣ୍ଡରୁ ଗୋଟିଏ ଭଳି ଏହାର ଏକ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ସଦର ମହକୁମାସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ । ଦୀର୍ଘ ଦିନ ଧରି ଡାକ୍ତର ଅଭାବରୁ ରୋଗୀସେବା ଏକ ପ୍ରକାର ଠପ୍ ହୋଇଯାଇଛି ।

ବୋଲଗଡ ବ୍ଳକର ସଦର ମହକୁମାରେ ଥିବା ୩୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାରେ ୪ଜଣ ସ୍ପେଶାଲିଷ୍ଟ, ଜଣେ ମେଡିକାଲ ଅଫିସର ଓ ଜଣେ ସର୍ଜନ ଭଳି ୬ ଡାକ୍ତରୀ ପଦବୀ ରହିଛି । କିନ୍ତୁ ୧୦ବର୍ଷ ଧରି ଏଠାରେ କୌଣସି ସ୍ପେଶାଲିଷ୍ଟ ଦେଖିବାକୁ ମିଳୁନାହିଁ । ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ କଡ଼ରେ ବୋଲଗଡ ଡାକ୍ତରଖାନା ଅବସ୍ଥିତ । ପ୍ରତିଦିନ ଛୋଟବଡ ବହୁ ଦୁର୍ଘଟଣାଗ୍ରସ୍ଥ ରୋଗୀମାନେ ଏଠାରେ ପ୍ରାଥମିକ ଚିକିତ୍ସା ହୋଇ ଅଧିକ ଚିକିତ୍ସାପାଇଁ ଭୁବନେଶ୍ୱରର ବିଭିନ୍ନ ଡାକ୍ତରଖାନାକୁ ରେଫର କରାଯାଇଥାଏ । ଏହା ସହ ପଶ୍ଚିମ ବୋଲଗଡ଼ ଅଞ୍ଚଳର ୭ଟି ପଞ୍ଚାୟତ ଓ ପଡୋଶୀ ଭାପୁର ବ୍ଲକ ଓ ରଣପୁର ବ୍ଲକର ଅନେକ ଗ୍ରାମର ଜନସାଧାରଣ ଏହା ଉପରେ ନିର୍ଭର କରନ୍ତି ।

ଦୀର୍ଘଦିନ ଧରି ସେଶାଲିଷ୍ଟଙ୍କ ବଦଳରେ ଏଠାକୁ ପାଳି କରି ନବ ନିଯୁକ୍ତ ଏମବିବିଏସ ଡିଗ୍ରୀଧାରୀ ଡାକ୍ତରଙ୍କୁ ସାମୟିକ ଭାବେ ଅନ୍ୟ ଡାକ୍ତରଖାନାରୁ ଖୋର୍ଦ୍ଧା ଜିଲ୍ଲା ସିଡିଏମଓ ପଠାଉଛନ୍ତି । ଫଳରେ କିଛିଦିନ କାର୍ଯ୍ୟକରି ଡାକ୍ତରମାନେ ଉଚ୍ଚଶିକ୍ଷା ନାମରେ ଛୁଟିରେ ରହୁଛନ୍ତି । ପୂର୍ବରୁ ଡାକ୍ତର ଅଭାବ ଯୋଗୁଁ ଏଠିକାର ଚିକିତ୍ସାରେ ଥିବା ଅବ୍ୟବସ୍ଥାପାଇଁ ରୋଗୀମାନେ ମୃତ୍ୟୁମୁଖରେ ପଡିବାରୁ ଆନ୍ଦୋଳନ ହୋଇଥିଲା । ଏପରିକି ବୋଲଗଡ଼ ବଣିକ ସଂଘ ଡାକରାରେ ହୋଇଥିବା ଆନ୍ଦୋଳନରେ ସାମିଲଥିବା ବଣିକମାନଙ୍କ ନାମରେ ମକଦ୍ଦମା ରୁଜୁ କରାଯାଇ ଦୀର୍ଘବର୍ଷ ହେବ କୋର୍ଟକୁ ଦୈାଡି ଦୈାଡି ନୟାନ୍ତ ହେବାକୁ ପଡିଥିଲା । ଗ୍ରୀଷ୍ମ ପ୍ରବାହ ସମୟରେ ରୋଗୀମାନଙ୍କ ପାଇଁ ବ୍ୟବସ୍ଥିତ ହୋଇଥିବା ଅଂଶୁଘାତ ଚିକିତ୍ସା କକ୍ଷଟି ତାଲାପଡିଥିବା ହେତୁ ଆସୁଥିବା ରୋଗୀମାନେ ବାରଣ୍ଡାରେ ଚିକିତ୍ସା ହେଉଥିବାର ନଜିର ରହିଛି ।

ସର୍ବଦା ଶୀତତାପ ନିୟନ୍ତ୍ରୀତ ଏହି କୋଠରୀରେ ସିକ୍ୟୁରିଟି ଗାର୍ଡ ଓ ଷ୍ଟାପ୍‌ମାନେ ବିଶ୍ରାମ କରୁଥିବା ଦେଖିବାକୁ ମିଳୁଛି । ଏପରିକି ମହିଳା ରୋଗୀମାନଙ୍କ ପାଇଁ ଉଦ୍ଦିଷ୍ଟ ପରିଶ୍ରାଗାରକୁ ସର୍ବଦା ତାଲା ପକାଇ ରଖି ମହିଳାମାନଙ୍କୁ ପୁରୁଷ ପରିଶ୍ରାଗାର ବ୍ୟବହାର କରିବାକୁ ବାଧ୍ୟ କରାଯାଉଛି । ଡାକ୍ତରଙ୍କ ପରାମର୍ଶରେ ଯଦି ରୋଗୀଙ୍କୁ ରକ୍ତ କିମ୍ବା ଅନ୍ୟ କୈାଣସି ପରୀକ୍ଷା କରାଯିବାପାଇଁ ପରାମର୍ଶ ଦିଆଯାଏ ରୋଗୀଜଣଙ୍କ ଚିତ୍କିସାଳୟ ବାହାର ଘରୋଇ ଲାଭୋଟୋରୀରେ ପରୀକ୍ଷା କରିବାକୁ ବାଧ୍ୟ ହେଉଛନ୍ତି । ଏହାବାଦ୍ ଅସ୍ଥିଶଲ୍ୟ ରୋଗୀମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ୍ସରେ ମେସିନଟି ଥିଲାବେଳେ ଚିକିତ୍ସାଳୟ ବାହାରେ ରୋଗୀମାନଙ୍କୁ ଚଢ଼ା ଦରରେ ଏକ୍ସରେ କରିବାକୁ ବାଧ୍ୟ ହେଉଥିବା ଏକ ପ୍ରକାର କର୍ମଚାରୀଙ୍କ ଆଭିମୁଖ୍ୟ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

କୈାଣସି ଛାତ୍ରଛାତ୍ରୀ ମେଡିକାଲ ଫିଟ୍‌ନେସ୍ ସାର୍ଟିଫିକେଟ ପାଇଁ ଡାକ୍ତରଙ୍କ ନିକଟକୁ ଗଲେ ତାଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଖୋର୍ଦ୍ଧାରେ ଫିଟନେସ୍ ପ୍ରମାଣପତ୍ର ଆଣିବାକୁ ପରାମର୍ଶ ଦେଉଥିବା ବେଳେ କୈାଣସି କର୍ମଚାରୀଙ୍କ ନିଜ ଲୋକ ହୋଇଥିଲେ ତୁରନ୍ତ ଫିଟନେସ୍ ସାର୍ଟିଫିକେଟ ଦେଉଥିବା ଅଭିଯୋଗ ହେଉଛି । ଚିକିତ୍ସାଳୟର କର୍ମଚାରୀମାନେ ବିନା ପରିଚୟ ପତ୍ର(ଆଇଡାର୍କ)ରେ ପରିସରରେ ଟହଲ ମାରୁଥିବାବେଳେ କେଉଁ ସମୟରେ କାହାର ଡ୍ୟୁଟି ରହୁଛି, କିଏ କେଉଁ ସିଫ୍ଟରେ କାର୍ଯ୍ୟ କରୁଛନ୍ତି ତାହା ସାଧାରଣ ଜନତାଙ୍କ ପାଇଁ ଅଦୃଶ୍ୟ ହୋଇଯାଇଛି । ଏ ଅଞ୍ଚଳର ରୋଗୀମାନେ ଚିକିତ୍ସା ପାଇଁ ବାଧ୍ୟହୋଇ ୨୦କି.ମି. ଦୂର ନୟାଗଡ଼ ଜିଲ୍ଲା ଚିକିତ୍ସାଳୟ କିମ୍ବା ୪୦ କି.ମି. ଦୂର ଖୋର୍ଦ୍ଧା ଜିଲ୍ଲା ଚିକିତ୍ସାଳୟକୁ ଯିବାକୁ ବାଧ୍ୟହୋଇ ଯାଉଛନ୍ତି ।

ସବୁଠାରୁ ଦୁଃଖର ବିଷୟ ରାଜ୍ୟ ସରକାର ମନଇଚ୍ଛା ଠିକାଦାର ଓ ଯନ୍ତ୍ରୀଙ୍କୁ ପୋଷିବାପାଇଁ ଉନ୍ନତିକରଣ ନାମରେ ନିର୍ବାଚନ ପୂର୍ବରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚିକିତ୍ସାଳୟରେ କେବଳ ରଙ୍ଗମାରି ସୈାନ୍ଦର୍ଯ୍ୟକରଣ କରାଯାଇଛି । ଏହି ନବକଳେବର ସ୍ୱାସ୍ଥ୍ୟକେନ୍ଦ୍ରର ଉଦ୍‌ଘାଟନକୁ ୩ମାସ ନପୁରୁଣୁ ମୁଖ୍ୟ ଫାଟକର ନାମଫଳକଟିର ଅଧା ଅକ୍ଷର ଗଳିପଡିଥିବା ବେଳେ ସମ୍ପୁର୍ଣ୍ଣ ଚିକିତ୍ସାଳୟର ହେଉଥିବା କନ୍‌ଷ୍ଟ୍ରକସନ୍‌ର ମାନ ଏବଂ ପୂର୍ତ୍ତ ବିଭାଗର ଜେଇଙ୍କ ଭୂମିକା ସନ୍ଦେହ ଘେରରେ ରହିଛି । ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ତୁରନ୍ତ ନୂତନ ବିଜେପି ସରକାର ପଦକ୍ଷେପ ନେଇ ବିଶେଷଜ୍ଞ ଡାକ୍ତର ନିଯୁକ୍ତ କରିବା ସହିତ ନିମ୍ନମାନର କାର୍ଯ୍ୟ ହୋଇଥିବାରୁ ଭିଜିଲାନ୍ସ ତଦନ୍ତ କରି ଆଖିଦୃଷ୍ଟିଆ ପଦକ୍ଷେପ ନେବାପାଇଁ ଜନସାଧାରଣ ଦାବୀ କରିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଘର ପୋଡ଼ି,ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ

ଘର ପୋଡ଼ି,ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ

July 1, 2026
ବରିଷ୍ଠ ସମାଜସେବୀ ତଥା ଠିକାଦାର ପଦ୍ମ ଚରଣ ପାଣିଗ୍ରାହୀଙ୍କ ପରଲୋକ : ବିଭିନ୍ନ ମହଲରୁ ଶୋକ ପ୍ରକାଶ

ବରିଷ୍ଠ ସମାଜସେବୀ ତଥା ଠିକାଦାର ପଦ୍ମ ଚରଣ ପାଣିଗ୍ରାହୀଙ୍କ ପରଲୋକ : ବିଭିନ୍ନ ମହଲରୁ ଶୋକ ପ୍ରକାଶ

July 1, 2026
Historic Milestone : Dhamra Port Sets Double National Record in Dry Bulk Cargo

ଧାମରା ପୋର୍ଟର ଐତିହାସିକ ସଫଳତା : ଡ୍ରାଏ ବଲ୍କ କାର୍ଗୋ ପରିଚାଳନାରେ ଜାତୀୟ ରେକର୍ଡ ଧାମରା

June 30, 2026
Historic Milestone : Dhamra Port Sets Double National Record in Dry Bulk Cargo

Historic Milestone : Dhamra Port Sets Double National Record in Dry Bulk Cargo

June 30, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଘର ପୋଡ଼ି,ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ

ଘର ପୋଡ଼ି,ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ

July 1, 2026
ବରିଷ୍ଠ ସମାଜସେବୀ ତଥା ଠିକାଦାର ପଦ୍ମ ଚରଣ ପାଣିଗ୍ରାହୀଙ୍କ ପରଲୋକ : ବିଭିନ୍ନ ମହଲରୁ ଶୋକ ପ୍ରକାଶ

ବରିଷ୍ଠ ସମାଜସେବୀ ତଥା ଠିକାଦାର ପଦ୍ମ ଚରଣ ପାଣିଗ୍ରାହୀଙ୍କ ପରଲୋକ : ବିଭିନ୍ନ ମହଲରୁ ଶୋକ ପ୍ରକାଶ

July 1, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version