• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଛେଳିଗଡ ବିସ୍ଥାପିତ କଲୋନୀ ଜିଲ୍ଲା ପ୍ରଶାସନ ସହ ପରିଦର୍ଶନ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

Proprietor Abhimanyu Maharana by Proprietor Abhimanyu Maharana
June 26, 2024
in ଓଡ଼ିଶା, ଗଜପତି, ହୋମ୍
0
ଛେଳିଗଡ ବିସ୍ଥାପିତ କଲୋନୀ ଜିଲ୍ଲା ପ୍ରଶାସନ ସହ ପରିଦର୍ଶନ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର
Share on FacebookShare on TwitterWhatsapp

୨୫ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ଅନ୍ତର୍ଗତ ଛେଳିଗଡ ଜଳସେଚନ ପ୍ରକଳ୍ପ ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ଦୀର୍ଘ ୧୦ ବର୍ଷ ହେଲା ବିସ୍ଥାପିତ କଲୋନୀ ରେ ସ୍କୁଲ, ଅଙ୍ଗନୱାଡ଼ି କେନ୍ଦ୍ର, ପାନୀୟଜଳ ସମସ୍ୟା ଭଳି ମୌଳିକ ସମସ୍ୟାର ସମାଧାନ ହୋଇପାରିନାହିଁ । ସେମାନଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇ ଏହି କଲୋନୀରେ ଥଇଥାନ କରାଯାଇଥିଲା ସେହି ପ୍ରତିଶ୍ରୁତି ପ୍ରଶାସନ କିମ୍ବା ସରକାର ପାଳନ କିଛି ମାତ୍ରାରେ ସମ୍ପୂର୍ଣ ହୋଇନାହିଁ ବର୍ତ୍ତମାନ ସୁଦ୍ଧା । ବିସ୍ଥାପିତ ପରିବାରଙ୍କୁ ଯେଉଁ ପ୍ୟାକେଜ ମିଳିବା କଥା ତାହା ଆଜି ପର୍ଯ୍ୟନ୍ତ ସେମାନଙ୍କୁ ପ୍ରଦାନ କରାଯାଇନଥିବା ପ୍ରକାଶ କରିଛନ୍ତି ବିସ୍ଥାପିତ କଲୋନୀ ରେ ଥିବା ପରିବାର । ଯେଉଁ ଜମିରେ ସେମାନଙ୍କ ପାଇଁ ଘର ନିର୍ମାଣ କରାଯାଇଛି ତାହାର ପଟ୍ଟା ମଧ୍ୟ ଦିଆଯାଇନାହିଁ । ରାସନ କାର୍ଡ ସାମଗ୍ରୀ ଓ ଭତ୍ତା ଟଙ୍କା ପାଇଁ ସେମାନେ ଗଜପତି ଆର.ଉଦୟଗିରି ବ୍ଲକକୁ ଦୀର୍ଘ ୪୦କିଲୋମିଟର ଯିବାକୁ ପଡୁଛି। ଏଭଳି ସ୍ଥିତିରେ ମଧ୍ୟ ସେମାନେ ପ୍ରଶାସନ ଉପରେ ଭରସା କରି ରହିଛନ୍ତି ।

ସୋମବାର ଦିଗପହଣ୍ଡି ନବ ନିର୍ବାଚିତ ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦିନିକିଆ ଛେଳିଗଡ ଜଳ ସେଚନ ପ୍ରକଳ୍ପ ଦ୍ବାରା କ୍ଷତିଗ୍ରସ୍ତ ବ୍ୟକ୍ତି ଙ୍କ ସହ ଆଲୋଚନା ସହ ବିସ୍ଥାପିତ କଲୋନୀ ଗସ୍ତ କରି ବିଭିନ୍ନ ଅଭିଯୋଗ ଶୁଣି ଥିଲେ । ସେମାନଙ୍କ ଅଭିଯୋଗ ଶୁଣି ଦୁଃଖ ପ୍ରକାଶ କରିଛନ୍ତି ବିଧାୟକ ସିଦ୍ଧାନ୍ତ ମହାପାତ୍ର । କେବଳ ୪୧୧ ଏକର ରୁ ଉର୍ଦ୍ଧ୍ବ ଜମି ବିସ୍ଥାପିତ ମାନଙ୍କୁ ପ୍ରଦାନ କରାଯାଇଛି । ସେହି ସ୍ଥାନକୁ ଅକ୍ତିଆର କରି ଦିଗପହଣ୍ଡି ତହସିଲ ଗଡ ସାମନ୍ତରାପପୁର ଗ୍ରାମ ବାସୀ ଚାଷ କାର୍ଯ୍ୟ କରୁଥିଲେ ଏବଂ ସରକାରଙ୍କୁ ଖଜଣା ମଧ୍ୟ ଦେଉଥିଲେ । ଛେଳିଗଡ ବିସ୍ଥାପିତଙ୍କ ପାଇଁ ସେହି ଜମିରେ କଲୋନୀ ନିର୍ମାଣ ପାଇଁ ଯେଉଁ କଥା ଉଠିଲା ସେତେବେଳେ ପ୍ରଶାସନ ଗଡ ସାମନ୍ତରାପୂରଗ୍ରାମବାସୀଙ୍କ ପକ୍ଷେ ଏକ ସର୍ତ୍ତ ରଖିଥିଲା । ସେହି ଜମି ଛାଡିଲେ ତାହା ବଦଳରେ ପ୍ରଶାସନ ପକ୍ଷରୁ ଅନ୍ୟାନ୍ୟ ସୁବିଧା ସୁଯୋଗ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ତାହା ପାଳନ କରାଯାଉନଥିବା ଯୋଗୁଁ ଗ୍ରାମବାସୀ ଅଭିଯୋଗ କରିଥିଲେ । ଏଭଳି ବିବାଦୀୟ ଅଭିଯୋଗ ଶୁଣିବା ପରେ ବିଧାୟକ ସିଦ୍ଧାନ୍ତ ମହାପାତ୍ର ସାତ ଦିନ ମଧ୍ୟରେ ବିସ୍ଥାପିତ ମାନଙ୍କୁ ଜମି ପଟ୍ଟା ଯୋଗାଇଦେବା ନିମନ୍ତେ ତହସିଲଦାର ଙ୍କୁ ନିର୍ଦ୍ଦେଶ ଦେବା ସହ ପ୍ରଯ୍ୟାୟ କ୍ରମେ ବିସ୍ଥାପିତ ମାନଙ୍କୁ ମୌଳିକ ସୁବିଧା ଓ ଗଡ ସାମନ୍ତରାପୁର ଗ୍ରାମ ବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ଉପରେ ଆପୋଷ ଆଲୋଚନା କରି ଏହାର ସମାଧାନ ଦିଗରେ ଉଦ୍ୟମ ଜାରି ରଖିବେ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଥିଲେ । ଦିଗପହଣ୍ଡି ବିଧାୟକ ଶ୍ରୀ ମହାପାତ୍ର ବ୍ଲକରେ ଅଞ୍ଚଳରେ ଥିବା ବାବୁଲି ବନ୍ଧ, ବାଲିପାଟ, ଚାକୁଣ୍ଡାପଲ୍ଲୀ ଓ ଗଡ ସାମନ୍ତରାପୁର ଏହି ଚାରି ଗୋଟି ବିସ୍ଥାପିତ କଲୋନୀ ବୁଲି ଦେଖିଥିଲେ ।

ବିଧାୟକଙ୍କ ଗସ୍ତ ସମୟରେ ଗଜପତି ଜିଲ୍ଲାପଳସ୍ମୃତି ରଞ୍ଜନ ପ୍ରଧାନ, ବଂଶଧାରା ନାଗାବଳୀ ଜଳ ସେଚନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଇଂ. ନଗେନ୍ଦ୍ର ନାଥ ମହାରଣା, ଦିଗପହଣ୍ଡି ତହସିଲଦାର ଅନିତା କୁମାରୀ ସାହୁ, ଛେଳିଗଡ ଜଳ ସେଚନ ପ୍ରକଳ୍ପ ଅଧିକ୍ଷଣ ଯନ୍ତ୍ରୀ ଈଂ. ଧୀରେନ୍ଦ୍ର କୁମାର ଜଗତ, ଛେଳିଗଡ ପ୍ରକଳ୍ପ ସହକାରୀ ଯନ୍ତ୍ରୀ ଦେବାଶିଷ ନାୟକ, ଘୋଡାହାଡ ଉପଖଣ୍ଡ ପ୍ରକଳ୍ପ ସହକାରୀ ନିର୍ବାହୀ ଯନ୍ତ୍ରୀ ଏ. ଗୋପାଳ ରାଓ ଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ରହି ଛେଳିଗଡ ଜଳ ସମ୍ପ୍ରସାରଣ ର ଅଗ୍ରଗତି ଉପରେ ସମୀକ୍ଷା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ବିପିନ ଚନ୍ଦ୍ର ପ୍ରଧାନ, କେ. ହରିବନ୍ଧୁ ରେଡ୍ଡୀ, ମନୋଜ କୁମାର ସାହୁ, ବାପି ପ୍ରଧାନ ଙ୍କ ସମେତ ବହୁ ଦଳୀୟ କର୍ମୀ ବିସ୍ଥାପିତ କଲୋନୀ ପରିଦର୍ଶନ ସମୟରେ ବିଧାୟକଙ୍କ ସହ ସାମିଲି ଥିଲେ । ସେମାନଙ୍କ ଅଭିଯୋଗ ଶୁଣି ଦୁଃଖ ପ୍ରକାଶ କରିଛନ୍ତି ବିଧାୟକ ସିଦ୍ଧାନ୍ତ ମହାପାତ୍ର ।

କେବଳ ୪୧୧ ଏକର ରୁ ଉର୍ଦ୍ଧ୍ବ ଜମି ବିସ୍ଥାପିତ ମାନଙ୍କୁ ପ୍ରଦାନ କରାଯାଇଛି । ସେହି ସ୍ଥାନକୁ ଅକ୍ତିଆର କରି ଦିଗପହଣ୍ଡି ତହସିଲ ଗଡ ସାମନ୍ତରାପପୁର ଗ୍ରାମ ବାସୀ ଚାଷ କାର୍ଯ୍ୟ କରୁଥିଲେ ଏବଂ ସରକାରଙ୍କୁ ଖଜଣା ମଧ୍ୟ ଦେଉଥିଲେ । ଛେଳିଗଡ ବିସ୍ଥାପିତଙ୍କ ପାଇଁ ସେହି ଜମିରେ କଲୋନୀ ନିର୍ମାଣ ପାଇଁ ଯେଉଁ କଥା ଉଠିଲା ସେତେବେଳେ ପ୍ରଶାସନ ଗଡ ସାମନ୍ତରାପୂରଗ୍ରାମବାସୀଙ୍କ ପକ୍ଷେ ଏକ ସର୍ତ୍ତ ରଖିଥିଲା । ସେହି ଜମି ଛାଡିଲେ ତାହା ବଦଳରେ ପ୍ରଶାସନ ପକ୍ଷରୁ ଅନ୍ୟାନ୍ୟ ସୁବିଧା ସୁଯୋଗ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ତାହା ପାଳନ କରାଯାଉନଥିବା ଯୋଗୁଁ ଗ୍ରାମବାସୀ ଅଭିଯୋଗ କରିଥିଲେ ।

ଏଭଳି ବିବାଦୀୟ ଅଭିଯୋଗ ଶୁଣିବା ପରେ ବିଧାୟକ ସିଦ୍ଧାନ୍ତ ମହାପାତ୍ର ସାତ ଦିନ ମଧ୍ୟରେ ବିସ୍ଥାପିତ ମାନଙ୍କୁ ଜମି ପଟ୍ଟା ଯୋଗାଇଦେବା ନିମନ୍ତେ ତହସିଲଦାର ଙ୍କୁ ନିର୍ଦ୍ଦେଶ ଦେବା ସହ ପ୍ରଯ୍ୟାୟ କ୍ରମେ ବିସ୍ଥାପିତ ମାନଙ୍କୁ ମୌଳିକ ସୁବିଧା ଓ ଗଡ ସାମନ୍ତରାପୁର ଗ୍ରାମ ବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ଉପରେ ଆପୋଷ ଆଲୋଚନା କରି ଏହାର ସମାଧାନ ଦିଗରେ ଉଦ୍ୟମ ଜାରି ରଖିବେ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଥିଲେ।ଦିଗପହଣ୍ଡି ବିଧାୟକ ଶ୍ରୀ ମହାପାତ୍ର ବ୍ଲକରେ ଅଞ୍ଚଳରେ ଥିବା ବାବୁଲି ବନ୍ଧ, ବାଲିପାଟ, ଚାକୁଣ୍ଡାପଲ୍ଲୀ ଓ ଗଡ ସାମନ୍ତରାପୁର ଏହି ଚାରି ଗୋଟି ବିସ୍ଥାପିତ କଲୋନୀ ବୁଲି ଦେଖିଥିଲେ ।

ବିଧାୟକଙ୍କ ଗସ୍ତ ସମୟରେ ଗଜପତି ଜିଲ୍ଲାପଳସ୍ମୃତି ରଞ୍ଜନ ପ୍ରଧାନ, ବଂଶଧାରା ନାଗାବଳୀ ଜଳ ସେଚନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଇଂ. ନଗେନ୍ଦ୍ର ନାଥ ମହାରଣା, ଦିଗପହଣ୍ଡି ତହସିଲଦାର ଅନିତା କୁମାରୀ ସାହୁ, ଛେଳିଗଡ ଜଳ ସେଚନ ପ୍ରକଳ୍ପ ଅଧିକ୍ଷଣ ଯନ୍ତ୍ରୀ ଈଂ. ଧୀରେନ୍ଦ୍ର କୁମାର ଜଗତ, ଛେଳିଗଡ ପ୍ରକଳ୍ପ ସହକାରୀ ଯନ୍ତ୍ରୀ ଦେବାଶିଷ ନାୟକ, ଘୋଡାହାଡ ଉପଖଣ୍ଡ ପ୍ରକଳ୍ପ ସହକାରୀ ନିର୍ବାହୀ ଯନ୍ତ୍ରୀ ଏ. ଗୋପାଳ ରାଓ ଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ରହି ଛେଳିଗଡ ଜଳ ସମ୍ପ୍ରସାରଣ ର ଅଗ୍ରଗତି ଉପରେ ସମୀକ୍ଷା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ବିପିନ ଚନ୍ଦ୍ର ପ୍ରଧାନ, କେ. ହରିବନ୍ଧୁ ରେଡ୍ଡୀ, ମନୋଜ କୁମାର ସାହୁ, ବାପି ପ୍ରଧାନ ଙ୍କ ସମେତ ବହୁ ଦଳୀୟ କର୍ମୀ ବିସ୍ଥାପିତ କଲୋନୀ ପରିଦର୍ଶନ ସମୟରେ ବିଧାୟକଙ୍କ ସହ ସାମିଲି ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ

ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ

October 4, 2026
ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ

ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ

October 4, 2026
Kandhamal Gram Sabhas Strengthen Community Commitment to End Child Marriage

କନ୍ଧମାଳ ଗ୍ରାମ ସଭାଗୁଡିକ ବାଲ୍ୟ ବିବାହରେ ପରିସମାପ୍ତି ଘଟାଇବାକୁ ଗୋଷ୍ଠୀ ପ୍ରତିବଦ୍ଧତା ସୁଦୃଢ କଲା

October 4, 2026
Kandhamal Gram Sabhas Strengthen Community Commitment to End Child Marriage

Kandhamal Gram Sabhas Strengthen Community Commitment to End Child Marriage

October 4, 2026

Recent News

ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ

ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ

October 4, 2026
ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ

ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ

October 4, 2026
Kandhamal Gram Sabhas Strengthen Community Commitment to End Child Marriage

କନ୍ଧମାଳ ଗ୍ରାମ ସଭାଗୁଡିକ ବାଲ୍ୟ ବିବାହରେ ପରିସମାପ୍ତି ଘଟାଇବାକୁ ଗୋଷ୍ଠୀ ପ୍ରତିବଦ୍ଧତା ସୁଦୃଢ କଲା

October 4, 2026
Kandhamal Gram Sabhas Strengthen Community Commitment to End Child Marriage

Kandhamal Gram Sabhas Strengthen Community Commitment to End Child Marriage

October 4, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ

ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ

October 4, 2026
ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ

ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ

October 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version