• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଦାଉ ସାଜିଛି ଦଇବ…ରୋଗ ,ଦୁଃଖ – ଯନ୍ତ୍ରଣାରେ ଛଟପଟ ରଶ୍ମିତା

Proprietor Abhimanyu Maharana by Proprietor Abhimanyu Maharana
June 25, 2024
in ଓଡ଼ିଶା, କଟକ, ଖୋର୍ଦ୍ଧା, ମହାନଗର, ହୋମ୍
0
ଦାଉ ସାଜିଛି ଦଇବ…ରୋଗ ,ଦୁଃଖ – ଯନ୍ତ୍ରଣାରେ ଛଟପଟ ରଶ୍ମିତା
Share on FacebookShare on TwitterWhatsapp

୨୪ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଦଶପଲ୍ଲା :->  ରୋଗ, ଦୁଃଖ ଯନ୍ତ୍ରଣା ରେ ଛଟପଟ ରଶ୍ମିତା । ଆହା, ରାହା, ସାହା ସବୁ ହରେଇ ବସିଛି । କଥାରେ ଅଛି, ମାଆ ଆଖିର ଲୁହ, ବଢ଼ିଲା ନଈର ସୁଅ । ଝିଅକୁ ସୁସ୍ଥ କରିବା ପାଇଁ ବାପା, ମାଆ ଚଳାଇଛନ୍ତି ସଂଗ୍ରାମ ନିରବଚ୍ଛିନ୍ନ ସଂଘର୍ଷ । ଅଭାବ ଅନାଟନ ମଧ୍ୟରେ ପେଟର ଭୋକ ଅଥୟ କରିଦେଉଛି ତଥାପି ଦୁଃଖ ଭୁଲି କରିଚାଲିଛନ୍ତି ଅକ୍ଲାନ୍ତ ପରିଶ୍ରମ । ବଢ଼ିଲା ଲୁହ ନଈର ସୁଅ , କମିବାର ନାଁ ଧରୁନି । ସତରେ ଏ ଲୁହ କେତେ ଅମାନିଆ । ଏଭଳି ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଟାକରା ପଞ୍ଚାୟତର ଗୋପାଳପୁର ଗାଁରେ .. । ବୋଲ ମାନୁନି ଅମାନିଆ ଲୁହ ବୋହି ଚାଲିଛି । ମନରେ ଅନେକ କଷ୍ଟ ରଖି ମୁହଁରୁ ହସ ଦେଖାଇ ଦୁଃଖ ଭୁଲିବାକୁ ଚେଷ୍ଟା କରୁଛନ୍ତି ଗୋପାଳପୁର ଗ୍ରାମର ସନାତନ ପ୍ରଧାନ ଓ ତାଙ୍କ ସ୍ତ୍ରୀ କାମାଖି ପ୍ରଧାନ ।

ସୂଚନା ଅନୁସାରେ ସନାତନ ଙ୍କ ପରିବାର କହିଲେ ସ୍ତ୍ରୀ କାମାଖି ପ୍ରଧାନ,ଝିଅ ରଶ୍ମିତା ପ୍ରଧାନ, ଆଶା ପ୍ରଧାନ,ପୁଅ ସନ୍ତୋଷ ପ୍ରଧାନ ଓ ଗୋପବନ୍ଧୁ ପ୍ରଧାନ । ଏହି ୪ ଜଣକୁ ନେଇ ସନାତନ ଙ୍କ ପରିବାର । ପୂର୍ବରୁ ଅଭାବଅନାଟନ ଲାଗି ରହିଥିଲେ ସୁଧା ଖୁବ୍ ଭଲରେ ଚାଲିଥିଲା ସନାତନ ଙ୍କ ପରିବାର । ଦିନ ମଜୁରିଆ ଭାବରେ କାର୍ଯ୍ୟକରି ନିଜ ପରିବାର ପ୍ରତିପୋଷଣ କରୁଥିଲେ ସନାତନ । ହେଲେ ଦିନେ ଘୋଟି ଆସିଲା ସନାତନ ଙ୍କ ପରିବାର ଉପରେ କଳାବାଦଲ । ହଠାତ୍ ଅସୁସ୍ଥ ହୋଇ ପଡ଼ିଲେ ସନାତନ ଙ୍କ ୧୯ ବର୍ଷୀୟ ଝିଅ ରଶ୍ମିତା ପ୍ରଧାନ କିଛି ଭାବିବା ଆଗରୁ କରିବା ଆଗରୁ ରଶ୍ମିତା ଙ୍କ ଗୋଡ଼ ପଚିଯିବାରେ ଲାଗିଲା । ଫଳରେ ଶେଷରେ ରଶ୍ମିତାଙ୍କ ବାମଗୋଡ଼ ଟିକୁ କାଟିବାକୁ ପଡ଼ିଲା ।

ଗୋଟେଗୋଡ଼ ଚାଲିଗଲା ପରେ ଗୋଟେ ହାତ ଓ ଥିବା ଡାହାଣ ଗୋଡ଼ ମଧ୍ୟ ଅଚଳ ହେବାରେ ଲାଗିଲା । ସେହି ଦିନଠାରୁ ନିରୁପାୟ ହୋଇ ପଡ଼ି ରହିଛନ୍ତି ସନାତନଙ୍କ ପରିବାର । ଜନ୍ମରୁ ଏମିତି ଅଙ୍ଗହିନ ନଥିଲେ ରଶ୍ମିତା । ପିଲାଟି ଦିନରୁ ଅନ୍ୟ ପିଲାଙ୍କ ଭଳି ସ୍କୁଲ ଯାଉଥିଲେ, ଖେଳୁଥିଲେ,ବୁଲୁଥିଲେ । କିନ୍ତୁ ଦୁନିଆ ବିଷୟରେ କିଛି ଜାଣିବା ବୁଝିବା ପୂର୍ବରୁ ଭଗବାନ ବୋଧେ ଦାଉ ସାଧିଲେ ରଶ୍ମିତାଙ୍କ ଉପରେ । ଦିବ୍ୟାଂଙ୍ଗ ହୋଇଗଲା ରଶ୍ମିତା । ବୋଝ ଉପରେ ନଳିତା ବିଡ଼ା ସଦୃଶ ପାଲଟିଗଲା ନିଜ ପରିବାର ଉପରେ । ତା ‘ ଆଖିରେ ମଧ୍ୟ ଥିଲା ଅସରନ୍ତି ସ୍ବପ୍ନ ।କିନ୍ତୁ ସବୁ ସ୍ବପ୍ନ ,ସ୍ୱପ୍ନରେ ରହିଯିବବୋଲି ବା କିଏ ଜାଣିଥିଲା ।

ସରକାରୀ ଯୋଜନା କହିଲେ ସରକାରଙ୍କ ଦ୍ଵାରା ପ୍ରଦତ୍ତ BSKY କାର୍ଡ,ରାସନ୍ କାର୍ଡ ସାହାଯ୍ୟରେ ପାଉଥିବା ମାସିକ ୫ କିଲୋ ଚାଉଳ ସାଙ୍ଗକୁ ସରକାର ଙ୍କ ତରଫରୁ ମିଳୁଥିବା ୧୦୦୦ ଟଙ୍କା ଭରତ୍ତା । ରଶ୍ମିତା ଙ୍କୁ ମେଡିକାଲ୍ ପର୍ଯ୍ୟନ୍ତ ନେବାରେ ଅସମର୍ଥ ହୋଇପଡ଼ିଛନ୍ତି ବାପା ସନାତନ ଓ ମାଆ କାମାଖି । ତେବେ କଣ ପୂର୍ବବସ୍ଥା ଫେରି ଆସିବ ରଶ୍ମିତା ?  ମେଡିକାଲ୍ ଯାଇ ଚିକିତ୍ସା ହେଇପାରିବ ! ରଶ୍ମିତା ଙ୍କୁ ସରକାରୀ ଓ ବେସରକାରୀ କ୍ଷେତ୍ରରୁ ସହାୟତା ଯୋଗାଇଦେବା ପାଇଁ ଅନୁରୋଧ କରିଛନ୍ତି ରଶ୍ମିତା ଙ୍କ ପରିବାର । ଯଦି କେହି ସ – ହୃଦୟ ବ୍ୟକ୍ତି ରଶ୍ମିତା ଙ୍କୁ ସହାୟତା କରିବା ପାଇଁ ଚାହୁଁଛନ୍ତି ତେବେ ତାଙ୍କ ଆକାଉଣ୍ଟ ନମ୍ବର ।

Account No – 42730100019244
IFSC CODE – BARB0KUNJAB
BANK OF BARODA ,KUNJABANAGARH ,DASPALLA

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସିନେ ପ୍ରଯୋଜକ ପ୍ରଦୀପ ଆଚାର୍ଯ୍ୟ ଙ୍କ ଦ୍ୱାରା ନୟାଗଡ଼ ରେ ଧୁମଧାମ ରେ ରାଜମଉଜ ଉତ୍ସବ ପାଳିତ

ସିନେ ପ୍ରଯୋଜକ ପ୍ରଦୀପ ଆଚାର୍ଯ୍ୟ ଙ୍କ ଦ୍ୱାରା ନୟାଗଡ଼ ରେ ଧୁମଧାମ ରେ ରାଜମଉଜ ଉତ୍ସବ ପାଳିତ

June 19, 2026
ଶ୍ରୀମନ୍ଦିର ରେ ହଜିଯାଇଥିବା ଶିଶୁପୁତ୍ର କୁ ପୋଲିସ ପିତାମାତା ଙ୍କୁ ହସ୍ତାନ୍ତର କଲା

ଶ୍ରୀମନ୍ଦିର ରେ ହଜିଯାଇଥିବା ଶିଶୁପୁତ୍ର କୁ ପୋଲିସ ପିତାମାତା ଙ୍କୁ ହସ୍ତାନ୍ତର କଲା

June 19, 2026
ସୋଲାର ପ୍ୟାନେଲ ସ୍ଥାପନା କ୍ଷେତ୍ରରେ ଅଗ୍ରଣୀ ବାଲେଶ୍ଵର ଜିଲ୍ଲାରେ ସ୍ଥାପନ ହୋଇଛି ୧୦ହଜାରରୁ ଅଧିକ ରୁଫଟପ୍ ସୋଲାର୍

Baleshwar Leads Odisha’s Energy Transition with Over 10,000 Rooftop Solar Installations

June 19, 2026
ମା’ ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା ଅନୁଷ୍ଠିତ

ମା’ ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା ଅନୁଷ୍ଠିତ

June 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସିନେ ପ୍ରଯୋଜକ ପ୍ରଦୀପ ଆଚାର୍ଯ୍ୟ ଙ୍କ ଦ୍ୱାରା ନୟାଗଡ଼ ରେ ଧୁମଧାମ ରେ ରାଜମଉଜ ଉତ୍ସବ ପାଳିତ

ସିନେ ପ୍ରଯୋଜକ ପ୍ରଦୀପ ଆଚାର୍ଯ୍ୟ ଙ୍କ ଦ୍ୱାରା ନୟାଗଡ଼ ରେ ଧୁମଧାମ ରେ ରାଜମଉଜ ଉତ୍ସବ ପାଳିତ

June 19, 2026
ଶ୍ରୀମନ୍ଦିର ରେ ହଜିଯାଇଥିବା ଶିଶୁପୁତ୍ର କୁ ପୋଲିସ ପିତାମାତା ଙ୍କୁ ହସ୍ତାନ୍ତର କଲା

ଶ୍ରୀମନ୍ଦିର ରେ ହଜିଯାଇଥିବା ଶିଶୁପୁତ୍ର କୁ ପୋଲିସ ପିତାମାତା ଙ୍କୁ ହସ୍ତାନ୍ତର କଲା

June 19, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version