ଓଡିଶା ତାଜା ନ୍ୟୁଜ୍ (୭ ଅଗଷ୍ଟ ଶୁକ୍ରବାର) ନୟାଗଡ ଜିଲ୍ଲାର :- ଦୟାକରି ଦୟାକରି ଦୟାକରି….. ଆସନ୍ତୁ ମିଳିମିଶି ଏକ ସକାରାତ୍ମକ ଦୃଷ୍ଟି ଭଙ୍ଗୀ ନେଇ କରୋନା କୁ ହରେଇବା ଆଉ ଏଥି ପାଇଁ ସମସ୍ତଙ୍କୁ ସଚେତନ କରାଇବା, ସରକାରଙ୍କ ଦ୍ୱାରା ପ୍ରଣୀତ କୋଭିଡ ସମ୍ପର୍କିତ ସମସ୍ତ ଆଇନ କାନୁନକୁ ଯଥେଷ୍ଟ ସମ୍ମାନ ଦେବା ଆଉ ମାନିବ ।