ଓଡିଶା ତାଜା ନ୍ୟୁଜ୍ (୭ ଅଗଷ୍ଟ ଶୁକ୍ରବାର) ପାରଳଖେମୁଣ୍ଡି :- ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୨,୫୫୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨୬,୮୮୮, ଚିକିତ୍ସିତ ସଂଖ୍ୟା ୧୫,୩୭୦, ମୃତ ସଂଖ୍ୟା ୨୪୭ ଓ ଅନ୍ଯ ମୃତ ସଂଖ୍ୟା ୪୫ ।
ଗଜପତି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୮୬୯, ସୁସ୍ଥ ସଂଖ୍ୟା ୧,୧୬୩,ଚିକିତ୍ସିତ ସଂଖ୍ୟା ୬୯୦ ଏବଂ ମୃତ ସଂଖ୍ୟା ୧୫ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୮୩୩ ହୋଇଥିବା ବେଳେ ଗଜପତି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୫ ବୋଲି ଜଣାପଡିଛି । (ପାରଳଖେମୁଣ୍ଡି /ଗରୁଡ ଧ୍ୱଜ ଚୈାଧୁରୀ)