• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆମୱେ ଇଣ୍ଡିଆ ପାଳନ କଲା ଆନ୍ତର୍ଜାତିକ ଯୋଗ ଦିବସ : ଏକ ଉତ୍ତମ ଭବିଷ୍ୟତ ପାଇଁ ସୁସ୍ଥ ଅଭ୍ୟାସକୁ ପ୍ରୋତ୍ସାହିତ କରୁଛି

Proprietor Abhimanyu Maharana by Proprietor Abhimanyu Maharana
June 22, 2024
in ଓଡ଼ିଶା, ଖୋର୍ଦ୍ଧା, ଦେଶ, ମହାନଗର, ହୋମ୍
0
ଆମୱେ ଇଣ୍ଡିଆ ପାଳନ କଲା ଆନ୍ତର୍ଜାତିକ ଯୋଗ ଦିବସ : ଏକ ଉତ୍ତମ ଭବିଷ୍ୟତ ପାଇଁ ସୁସ୍ଥ ଅଭ୍ୟାସକୁ ପ୍ରୋତ୍ସାହିତ କରୁଛି
Share on FacebookShare on TwitterWhatsapp

୨୨ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦିଲ୍ଲୀ :-> ଅନ୍ୟତମ ଅଗ୍ରଣୀ ସ୍ୱାସ୍ଥ୍ୟ ଓ କଲ୍ୟାଣକାରୀ କମ୍ପାନୀ ଆମୱେ ଇଣ୍ଡିଆ ସୁସ୍ଥ ଜୀବନକୁ ପ୍ରୋତ୍ସାହିତ କରିବା ଦିଗରେ ନିଜର ଏକନିଷ୍ଠ ପ୍ରତିବଦ୍ଧତା ସହିତ ଯୋଗ ଓ ପୁଷ୍ଟିସାଧନର ଅବାଧ ସମନ୍ୱୟ ଜରିଆରେ ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟର ସର୍ବାଧିକ ଗୁରୁତ୍ୱ ଉପରେ ପ୍ରାଧାନ୍ୟ ଦେଇ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରିଛି । ପ୍ରାତଃକାଳୀନ ନିୟମିତ କାର୍ଯ୍ୟରେ ଯୋଗ ଓ ଧ୍ୟାନପୂର୍ବକ ଖାଇବାକୁ ସାମିଲ କରିବା ଏହି ପ୍ରୟାସର ଲକ୍ଷ୍ୟ, ଯାହା ଦିନର ଅବଶିଷ୍ଟ ସମୟ ପାଇଁ ଏକ ସକାରାତ୍ମକ ଭାବନା ଜାଗ୍ରତ କରିବା ଏବଂ ଉଭୟ ଶାରୀରିକ ଏବଂ ମାନସିକ କଲ୍ୟାଣରେ ସହାୟକ ହୋଇପାରିବ । ଏହି ପ୍ରୟାସର ଅଂଶସ୍ୱରୂପ, ଆମୱେ ଇଣ୍ଡିଆ ଏକାଧିକ ଶାରୀରିକ ଏବଂ ଆଧ୍ୟାତ୍ମିକ ଭର୍ଚୁଆଲ ଯୋଗ କାର୍ଯ୍ୟକ୍ରମ ଓ ତାହାସହିତ ବିଶାରଦ ବକ୍ତାଙ୍କ କାର୍ଯ୍ୟକ୍ରମ ଆୟୋଜନ କରିବା ସହିତ ସମଗ୍ର ଦେଶରେ ପ୍ରାୟ ୪୦୦୦ ଫିଟ୍‌ନେସ୍‌ ଆଗ୍ରହୀଙ୍କ ନିକଟରେ ପହଞ୍ଚିଥିଲା ।

ଏହି ଅବସରରେ ପ୍ରକାଶ କରି ଚନ୍ଦ୍ର ଚକ୍ରବର୍ତ୍ତୀ, ସିନିୟର ଭାଇସ୍‌ ପ୍ରେସିଡେଣ୍ଟ, ଇଷ୍ଟ ଆଣ୍ଡ ୱେଷ୍ଟ, ଆମୱେ କହିଥିଲେ, “ସାମଗ୍ରିକ ସ୍ୱାସ୍ଥ୍ୟ ଏବଂ କଲ୍ୟାଣର ସପକ୍ଷବାଦୀ ଭାବରେ ଆମେ ଯୋଗକୁ ସାମଗ୍ରିକ କଲ୍ୟାଣ ଉପରେ ପ୍ରାଧାନ୍ୟ ଦେଇ ବିଶ୍ୱସ୍ତରରେ ପ୍ରସାରିତ କରିବା ପ୍ରୟାସ ନିମନ୍ତେ ଭାରତ ସରକାରଙ୍କ ପ୍ରୟାସକୁ ପ୍ରଶଂସା କରୁଛୁ । ଯୋଗ ଓ ଖାଦ୍ୟ ମଧ୍ୟରେ ରହିଥିବା ଆନ୍ତଃସମ୍ପର୍କ, ବିଶେଷକରି ଦିନର ପ୍ରଥମ ଖାଦ୍ୟ, ଭାରତରେ ଯୋଗାଭ୍ୟାସକାରୀଙ୍କ ଉପରେ ଅଧ୍ୟୟନରୁ ସ୍ପଷ୍ଟ ପ୍ରତିପାଦିତ ହେଉଛି । ଏହି ଅଧ୍ୟୟନରୁ ଜଣାଯାଇଛି ଯେ ୬୫% ଯୋଗାଭ୍ୟାସକାରୀ ସେମାନଙ୍କ ଯୋଗାଭ୍ୟାସ ଆରମ୍ଭ କରିବା ପରେ ନିଜ ଖାଦ୍ୟରେ କିଛି ନିର୍ଦ୍ଦିଷ୍ଟ ଖାଦ୍ୟ ଅଥବା ପାନୀୟ ସାମିଲ କରିଥିଲେ । ସର୍ବୋପରି ୭୨.୪% ଉଲ୍ଲେଖ କରିଥିଲେଯେ ଯୋଗ ସେମାନଙ୍କର ପ୍ରଥମ ଭୋଜନର ସମୟ ଉପରେ ପ୍ରଭାବ ପକାଇଥିଲା, ୬୩% ଶୀଘ୍ର ଖାଇବା ଆରମ୍ଭ କରିଥିଲେ । ସେଥିପାଇଁ ଆମର ବିଶ୍ୱାସ ଯେ ଆମ ଶରୀରର ଜୈବିକ ଘଡି ସହିତ ଯୋଗାଭ୍ୟାସ ଏବଂ ପୁଷ୍ଟିକର ଖାଦ୍ୟକୁ ସାମିଲ କଲେ ଆମେ ଆମର ସ୍ୱାସ୍ଥ୍ୟ ଏବଂ ଜୀବନୀ ଶକ୍ତିକୁ ଶୀର୍ଷସ୍ତରକୁ ନେଇପାରିବା ।

ଆମୱେରେ ଆମେ ଆମର ବ୍ୟାୟାମର ବିଚାରଧାରା, ସକାରାତ୍ମକ ମନୋଭାବ, ବିଶ୍ରାମ ଏବଂ ପୁଷ୍ଟିସାଧନ ଜରିଆରେ ଏହି ଆଭିମୁଖ୍ୟରେ ଚମ୍ପିଆନ୍‌ ରହିଛି ଏବଂ ପୁଷ୍ଟିସାଧନ କ୍ଷେତ୍ରରେ ରହୁଥିବା ତାରତମ୍ୟ ଦୂର କରିବା ତଥା ସାମଗ୍ରିକ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ପ୍ରୋତ୍ସାହିତ କରିବା ବିଷୟ ପ୍ରତି ଦୃଷ୍ଟିଦେବାକୁ ପ୍ରଥମ ଭୋଜନ ପ୍ରତି ଏକ ଶୃଙ୍ଖଳିତ ଆଭିମୁଖ୍ୟ ପୋଷଣ କରିବା ଏବଂ ଯୋଗ ଭଳି ବ୍ୟାୟାମ କରିବା, ତତ୍‌ସହିତ ଆବଶ୍ୟକତା ଭିତ୍ତିକ ଅନୁପୂରଣ ସଂଯୁକ୍ତ କରିବା ସପକ୍ଷରେ କହିଆସୁଛୁ । ସୁସ୍ଥ ଜୀବନ ଅଭ୍ୟାସକୁ ଆପଣେଇ ଜୀବନଗୁଡିକରେ ରୂପାନ୍ତରଣ ଆଣିବା, ସ୍ୱାସ୍ଥ୍ୟ ଅବଧିକୁ ସମ୍ପ୍ରସାରିତ କରିବାରେ ସହାୟତା କରିବା ଏବଂ ଏକ ସୁସ୍ଥ ଭବିଷ୍ୟତ ଗଢିତୋଳିବା ଆଦି ଆମର ଲକ୍ଷ୍ୟ ସହିତ ସଂଯୁକ୍ତ ହୋଇଛି ।” ପୂର୍ବାଞ୍ଚଳରେ ଏକାଧିକ ଫଳପ୍ରଦ ଶାରୀରିକ ଏବଂ ଭର୍ଚୁଆଲ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମଗୁଡିକରେ ବ୍ୟାପକ ଯୋଗାଭ୍ୟାସ ଏବଂ ଅନ୍ତର୍ଦୃଷ୍ଟି ପ୍ରଦାନକାରୀ କାର୍ଯ୍ୟକ୍ରମ ରହିଥିଲା ଯାହା ଜନସାଧାରଣଙ୍କ ସହିତ ନିବିଡ ସମ୍ପର୍କକୁ ବିକଶିତ କରିବା ଲକ୍ଷ୍ୟ ରଖିଥିଲା । ସେଗୁଡିକ ମଧ୍ୟ ଯୋଗ ଫାଇଦାକୁ ପ୍ରୋତ୍ସାହିତ କରିବା ଏବଂ ଏକ ପୁଷ୍ଟିକର ଭୋଜନ ସହିତ ଦିନ ଆରମ୍ଭର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲା । ପ୍ର

ତ୍ୟେକ ଅଧିବେଶନ ପରେ ଅଂଶଗ୍ରହଣକାରୀମାନେ ପୁଷ୍ଟିକର ନୁ୍ୟଟି୍ରଲାଇଟ୍‌ ପ୍ରୋଟିନ ଶେକ୍‌ବା ସ୍ମୁଥି ପାନରେ ସାମିଲ ହୋଇଥିଲେ, ଯାହା ଯୋଗର ଫାଇଦା ସହିତ ପରିପୂରକ କରିବାକୁ ଦିନର ଏକ ପୂର୍ଣ୍ଣାଙ୍ଗ ପ୍ରଥମ ଭୋଜନର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଜୋର୍‌ ଦେଇଥିଲା । ଡ.ସୁଚିତ୍ରା ମୁଖାର୍ଜୀ ମାନସିକ ସ୍ୱାସ୍ଥ୍ୟ ପାଇଁ ଯୋଗର ଉପକାରିତା ଉପରେ ଏକ ସ୍ୱତନ୍ତ୍ର ଅଧବବେଶନ ପରିଚାଳନା କରିଥିଲେ ଯାହା ମାନସିକ କଲ୍ୟାଣ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ରଖିଥିଲା । ଏଥିସହିତ ଡିଜିଟାଲ ସପ୍ତଯୋଗ ଏବଂ ଫିଟ୍‌ନେସ୍‌ ଚାଲେଞ୍ଜ ମଧ୍ୟ ଅଂଶଗ୍ରହଣକାରୀଙ୍କୁ ନିୟୋଜିତ ରଖିବା ଏବଂ ସେମାନଙ୍କୁ ପ୍ରେରଣା ଦେବାକୁ ଆୟୋଜନ କରାଯାଇଥିଲା ।

ପ୍ରତିଷେଧମୂକଳ ସ୍ୱାସ୍ଥ୍ୟ ଉପରେ ବର୍ଦ୍ଧିତ ଗୁରୁତ୍ୱ ଦିଆଯାଉଥିବା ପରିପ୍ରେକ୍ଷୀରେ ଆମୱେ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କ ନିଜ ସ୍ୱାସ୍ଥ୍ୟ ଓ କଲ୍ୟାଣ ଦାୟିତ୍ୱ ନିଜେ ନେବାକୁ ସଶକ୍ତ କରିବା ଦିଗରେ ଉତ୍ସର୍ଗୀକୃତ ରହିଛି । ପ୍ରାୟ ୯୦ ବର୍ଷର ସମୃଦ୍ଧ ପରମ୍ପରାକୁ ନେଇ ଆମୱେର ନୁ୍ୟଟ୍ରିଲାଇଟ ବିଶ୍ୱର ୰୧ ନମ୍ବର ବିିକ୍ରୟକାରୀ ଭିଟାମିନ୍‌ ଏବଂ ଖାଦ୍ୟ ସପ୍ଲିମେଣ୍ଟ ବ୍ରାଣ୍ଡ୍‌ ହୋଇଛି । ଏହା ପରିପୂରକ ପୋଷଣ ନିମନ୍ତେ ଏକ ଉଦ୍ଭିଦ ଭିତ୍ତିକ ଆଭିମୁଖ୍ୟରେ ଚମ୍ପିଆନ୍‌ ହୋଇଛି । ନୁ୍ୟଟ୍ରିଲାଇଟ ବାଇ ଆମୱେ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କର ସ୍ୱାସ୍ଥ୍ୟ ଓ କଲ୍ୟାଣ ଲକ୍ଷ୍ୟ ହାସଲ ଦିଗରେ ସମର୍ଥନ ଯୋଗାଇବା ପ୍ରୟାସ କରୁଛି । ଏହାର ନବୋନ୍ମେଷୀ ଆଭିମୁଖ୍ୟ ଏବଂ ସାମଗ୍ରିକ କଲ୍ୟାଣ ନିମନ୍ତେ ଦୃଢ ପ୍ରତିବଦ୍ଧତା ଜରିଆରେ ଆମୱେ ପ୍ରତ୍ୟେକ ବ୍ୟକ୍ତିବଶେଷଙ୍କୁ ପ୍ରତିଟି ଦିନକୁ ଏକ ସୁସ୍ଥ ଭାବରେ ଆରମ୍ଭ କରିବା ଦିଗରେ ଉତ୍ସାହିତ କରୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

May 2, 2026
ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

May 2, 2026
କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

May 2, 2026
ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

May 2, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

May 2, 2026
ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

May 2, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version