No Result
View All Result
୧୨ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ବେଗୁନିଆ ବ୍ଲକ ଡିଙ୍ଗର ପଂଚାୟତ ଅନ୍ତର୍ଗତ ଭୁଆସୁଣୀ ପାଟଣା ଗ୍ରାମର ଭୁଆସୁଣୀ ଦେବୀଙ୍କ ପ୍ରଥମ ବାର୍ଷିକ ଅନୁଷ୍ଠିତ ହୋଇଛି । ଏଥିରେ ମନ୍ଦିର ପରିଚାଳନା କମିଟିର ସଭାପତି ବଂଶୀଧର ଦଳେଇଙ୍କ ଅଧ୍ୟକ୍ଷତା ଓ ଶିକ୍ଷକ ସୁଧାକର ସେଠୀଙ୍କ ସଂଯୋଜନାରେ ବିଧାୟକ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି, ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି,

ସମାଜସେବୀ ଶ୍ରୀ ନିବାସ ରାୟ,ନବ କିଶୋର ଖୁଣ୍ଟିଆ, ପୂର୍ବତନ ସରପଂଚ ଶିବ ପ୍ରସାଦ ଦାସ ଓ ସରପଂଚ ମାନସ ରଞ୍ଜନ ବିଶ୍ଵାଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଶେଷରେ ଦାଶରଥି ଜାଲି ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result