• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପୁରୀ ବିଧାନ ସଭା ଅନ୍ତର୍ଗତ ଯୁବ ଓ ଛାତ୍ର କଂଗ୍ରେସ କର୍ମୀ ଙ୍କ କଂଗ୍ରେସ ପିସିସି ସଭାପତି ଓ ରାଜ୍ୟ କଂଗ୍ରେସ ପ୍ରଭାରୀ ଙ୍କ ବିରୋଧରେ କୁଶପୁତ୍ତଳିକା ପୋଡି ବିରୋଧ ଦର୍ଶାଇଛନ୍ତି

Proprietor Abhimanyu Maharana by Proprietor Abhimanyu Maharana
June 12, 2024
in ଓଡ଼ିଶା, ପୁରୀ, ରାଜନୀତି, ହୋମ୍
0
ପୁରୀ ବିଧାନ ସଭା ଅନ୍ତର୍ଗତ ଯୁବ ଓ ଛାତ୍ର କଂଗ୍ରେସ କର୍ମୀ ଙ୍କ କଂଗ୍ରେସ ପିସିସି ସଭାପତି ଓ ରାଜ୍ୟ କଂଗ୍ରେସ ପ୍ରଭାରୀ ଙ୍କ ବିରୋଧରେ କୁଶପୁତ୍ତଳିକା ପୋଡି ବିରୋଧ ଦର୍ଶାଇଛନ୍ତି
Share on FacebookShare on TwitterWhatsapp

୧୧ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପୁରୀ ବିଧାନ ସଭା ଅନ୍ତର୍ଗତ ଯୁବ ଓ ଛାତ୍ର କଂଗ୍ରେସ କର୍ମୀ ଙ୍କ କଂଗ୍ରେସ ପିସିସି ସଭାପତି ଓ ରାଜ୍ୟ କଂଗ୍ରେସ ପ୍ରଭାରୀ ଙ୍କ ବିରୋଧରେ କୁଶପୁତ୍ତଳିକା ପୋଡି ବିରୋଧ ଦର୍ଶାଇଛନ୍ତି | ଏହାର ଅନେକ କାରଣ ମଧ୍ୟ ରୁ ସେମାନେ ଯୁବ ଓ ଛାତ୍ର ଙ୍କ ଆଦର୍ଶ କଂଗ୍ରେସ ଦଳକୁ ମଜବୁତ କରିଥିବା ଜଣେ ସାଧାରଣ ସଂଗଠକ କଂଗ୍ରେସ ଦଳ ର କର୍ମୀ ଅନୁଯାଇ ମାନସ ଚୌଧୁରୀ ଙ୍କ ସାପେକ୍ଷ ରେ ଯାଇ ପିସିସି ସଭାପତି ଓ ରାଜ୍ୟ ପ୍ରଭାରୀ ଙ୍କୁ ସମାଲୋଚନା କରିଛନ୍ତି | କାହିଁକି ବିନା କାରଣ ଦର୍ଶାଅ ନୋଟିସ ନଦେଇ ମାନସ ଚୌଧୁରୀ ଙ୍କୁ ଶରତ ପଟ୍ଟନାୟକ ଦଳ ରୁ ୬ବର୍ଷ ପାଇଁ ବହିଷ୍କାର କରିଲେ | ଯିଏ ଦଳ ପାଇଁ ରାତିଦିନ ଏକ କରି ଯୁବ ଓ ଛାତ୍ର କଂଗ୍ରେସ କୁ ରାଜ୍ୟ ସ୍ତରରେ ମଜବୁତ କରିଛନ୍ତି |

ବିଭିନ୍ନ ସମୟ ରେ ବିଭିନ୍ନ ଅଭିନବ ଉପାୟରେ ବିଭିନ୍ନ ବିରୋଧ ଓ ଆନ୍ଦୋଳନ କରି କଂଗ୍ରେସ କୁ ଜନତା ଙ୍କ ଆସ୍ଥା ଭଜନ କରାଇପାରିଛନ୍ତି | ଓଡିଶା ରେ ଭାରତ ଜୋଡ ଯାତ୍ରା କୁ ସଫଳ କରିବା ସହ ଓଡିଶା ପ୍ରଦେଶ କଂଗ୍ରେସ ତରଫରୁ ଓଡିଶା ଜୋଡ ଯାତ୍ରା କୁ ଯିଏ ସଫଳ ମଧ୍ୟ କରିଥିଲେ | ଯିଏ ରାଷ୍ଟ୍ରୀୟ କଂଗ୍ରେସ ସଭାପତି ମଲିକାଅର୍ଜୁନ ଖଡ଼ଗେ ଙ୍କ ପ୍ରଚାର କୁ ସଫଳ କରିଥିଲେ | ଯିଏ ସାଲେପୁର ରେ ରାହୁଲ ଗାନ୍ଧୀ ଙ୍କ ନିର୍ବାଚନୀ ପ୍ରଚାର କୁ ସଫଳ କରିଥିଲେ | ଯୁବ ଓ ଛାତ୍ର କଂଗ୍ରେସ ର ବିଭିନ୍ନ ଆନ୍ଦୋଳନ ର ମଙ୍ଗ ଧରିବାକୁ ନୂତନ ଛାତ୍ର ଓ ଯୁବ ନେତା ଙ୍କୁ ଯିଏ ପ୍ରେରଣା ଦେଇ କଂଗ୍ରେସ କୁ ସୁସଙ୍ଗଠିତ କରିଛନ୍ତି | ଯାହା ପାଇଁ ଆଜି ଓଡିଶା ପ୍ରଦେଶ କଂଗ୍ରେସ ୯ ରୁ ୧୪ ଆସନ କୁ ଆସିପାରିଛି ସତ୍ୟ ହେଲା ସବୁ ସେଇ ମାନସ ଚୌଧୁରୀ ଙ୍କ ଅକ୍ଲାନ୍ତ ପରିଶ୍ରମ ର ସୁଫଳ |

ମାନସ ଚୌଧୁରୀ ଙ୍କ କାର୍ଯ୍ୟକଳାପ କଂଗ୍ରେସ କୁ ମଜବୁତ କରିବା ଦେଖି କଂଗ୍ରେସ କୁ ବୁଡ଼େଇବା ପାଇଁ ମଙ୍ଗ ଧରିଥିବା ପିସିସି ସଭାପତି ଶରତ ପଟ୍ଟନାୟକ ଓ ଓଡିଶା କଂଗ୍ରେସ ର ପ୍ରଭାରୀ ବା କଂଗ୍ରେସ ପାଣ୍ଡିଆନ ଅଜୟ କୁମାର ଦଳ ର ଟିକେଟ ବିଜେଡି ଓ ବିଜେପି ସହ ସାଲିସ କରି ଟିକେଟ ବାଣ୍ଟିବା ସହ ଦଳ ତରଫରୁ ଅଳ୍ପ ବହୁତ ଯୋଉ ଫଣ୍ଡ ଆସିଥିଲା ସେଇ ସବୁକୁ ନକଲି ଦସ୍ତଖତ କରି ସବୁ ଟଙ୍କା ଖାଇଗଲେ | ଜଣେ ଖଣି ମାଫିଆ ଠାରୁ କୋଟି କୋଟି ଟଙ୍କା ନେଇ ଦଳ ରୁ ଦୁର୍ବଳ ନେତା ଙ୍କୁ ଅନେକ ଜାଗାରେ ଟିକେଟ ଦେଇ ଦଳକୁ ନଷ୍ଟ କରିଛନ୍ତି | ରାଜ୍ୟ ଶତନ୍ତ୍ର ଇଣ୍ଟେଲିଜେନସି ରିପୋର୍ଟ କଂଗ୍ରେସ କୁ ୩୦ରୁ ଉର୍ଧ ସିଟ ବିଧାନ ସଭାରେ ମିଳିବ ସୂଚନା ଦେଉଥିବା ବେଳେ କଂଗ୍ରେସ ମାତ୍ର ୧୪ଟି ସିଟ ଜିତିପାରିଛି |

୪୩ରୁ ଉର୍ଧ ସିଟ ରେ କଂଗ୍ରେସ ଲଢେଇ କରି ୨ୟ ସ୍ଥାନ ଗ୍ରହଣ କରିଥିବା ବେଳେ ସେଇ ସ୍ଥାନ ଗୁଡିକରେ କଂଗ୍ରେସ ଜିତି ପାରିଥାନ୍ତା ହେଲେ କଂଗ୍ରେସ ପ୍ରଭାରୀ କାହାରିକୁ ସାହାଯ୍ୟ ସହଯୋଗ ନକରି କଂଗ୍ରେସ ଭବନ ରେ ସାହାଯ୍ୟ ମାଗିବାକୁ ଆସିଥିବା ଅନେକ ଦଳୀୟ ନେତୃତ୍ୱ ଙ୍କୁ ଗୁଣ୍ଡା ଭଳି ନିଜର ଉଦ୍ଧତ୍ୱ ଦେଖିଥିବା ହେତୁ ଅନେକ ନିରାଶ ଅନେକ ଏବେ ବିଜେଡି ଓ ବିଜେପି କୁ ଚାଲିଗଲେ – ଏହାର ଜ୍ୱଳନ୍ତ ଉଦାହରଣ ନିଆଳୀ ନିର୍ବାଚନ ମଣ୍ଡଳୀ ର ଯୁବ ନେତା ଆଲୋକ ଲେଙ୍କା – ପ୍ରଭାରୀ ଙ୍କ ଅତ୍ୟାଚାର ହେତୁ ଦଳ ଛାଡିଛନ୍ତି ଜଣେ ସୁସଂଗଠକ |

ଆଜି ଏହି ସବୁ ଉପରେ ମାନସ ଚୌଧୁରୀ ପ୍ରଶ୍ନ କରିବାରୁ ତାଙ୍କୁ ବିନା କୌଣସି ନୋଟିସ ରେ ଦଳରୁ ବହିଷ୍କାର କରିଛନ୍ତି ପିସିସି ସଭାପତି ଏହାର ଅର୍ଥ ନିଜ ଚୋରି କୁ ଲୁଚେଇବାକୁ ଯାଇ ଆଜି ସବୁ କରି ମଧ୍ୟ ଯିଏ ଦଳରୁ ଟିକେଟ ଆଶା କରିନି ଯିଏ ଦଳର ସ୍ୱାର୍ଥ ପାଇଁ ନିଜକୁ ଅନେକ ସମୟରେ ପ୍ରମାଣ କରେଇବା ପାଇଁ ଦଳକୁ ମଜବୁତ କରିଛନ୍ତି | ସେଇ ମାନସ ଚୌଧୁରୀ ଙ୍କ ଉପରେ ଅନାୟ ଓ ଅତ୍ୟାଚାର କୁ ଯୁବ ଓ ଛାତ୍ର କଂଗ୍ରେସ ସାହିବ ନାହିଁ ଆଗାମୀ ଦିନରେ ଯଦି ଆମର ଦାବି ଅନୁଯାଇ ମାନସ ଚୌଧୁରୀ ଙ୍କ ସଂମାନ ଦଳ ଫେରାଇ ନଦିଏ ତେବେ ଶରତ ପଟ୍ଟନାୟକ ଓ ପ୍ରଭାରୀ ଅଜୟ କୁମାର ଙ୍କୁ କାଳୀ ଅଣ୍ଡା ମାଡ଼ ରେ ଗାଧେଇଦେବୁ | ଶେଷରେ ଦଳର ଖରାପ ପଦର୍ଶନ କୁ ସ୍ୱୀକାର କରି ତୁରନ୍ତ ନୈତିକତା ଦୃଷ୍ଟି ରୁ ପିସିସି ସଭାପତି ଓ ଓଡିଶା ପ୍ରଭାରୀ ନିଜର ଇସ୍ତଫା ପ୍ରଦାନ କରନ୍ତୁ | 

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନିଶା ନିବାରଣ ସଚେତନତା ରଥ ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍ଘାଟିତ

ନିଶା ନିବାରଣ ସଚେତନତା ରଥ ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍ଘାଟିତ

June 25, 2026
ସୁଜାତାଙ୍କ ଯୋଗଦାନ ଦଳକୁ ଶକ୍ତିଶାଳୀ କରିବ : ବିଜେଡି

ସୁଜାତାଙ୍କ ଯୋଗଦାନ ଦଳକୁ ଶକ୍ତିଶାଳୀ କରିବ : ବିଜେଡି

June 25, 2026
ପଂଚାୟତରେ ସୁଶାସନ ଗ୍ରାମାଞ୍ଚଳରେ ପରିବର୍ତନ

ପଂଚାୟତରେ ସୁଶାସନ ଗ୍ରାମାଞ୍ଚଳରେ ପରିବର୍ତନ

June 25, 2026
ବିକଶିତ ଓଡ଼ିଶା ,ବିକଶିତ ଭାରତ ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳତା; ଓଡ଼ିଶା ଓ ଜିଲ୍ଲା ରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ପ୍ରଗତି ଉପରେ ବିଭିନ୍ନ ପ୍ରତିନିଧି ମାନଙ୍କ ସହିତ ଆଲୋଚନା

ବିକଶିତ ଓଡ଼ିଶା ,ବିକଶିତ ଭାରତ ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳତା; ଓଡ଼ିଶା ଓ ଜିଲ୍ଲା ରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ପ୍ରଗତି ଉପରେ ବିଭିନ୍ନ ପ୍ରତିନିଧି ମାନଙ୍କ ସହିତ ଆଲୋଚନା

June 25, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନିଶା ନିବାରଣ ସଚେତନତା ରଥ ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍ଘାଟିତ

ନିଶା ନିବାରଣ ସଚେତନତା ରଥ ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍ଘାଟିତ

June 25, 2026
ସୁଜାତାଙ୍କ ଯୋଗଦାନ ଦଳକୁ ଶକ୍ତିଶାଳୀ କରିବ : ବିଜେଡି

ସୁଜାତାଙ୍କ ଯୋଗଦାନ ଦଳକୁ ଶକ୍ତିଶାଳୀ କରିବ : ବିଜେଡି

June 25, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version