୦୯ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଦିଲ୍ଲୀ :-> ଦେଶରେ ଆରମ୍ଭ ହୋଇଛି ମୋଦି ୩.୦ ସରକାର। ଆଜି ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ମୋଦି ଶପଥ ନେବା ପରେ ତାଙ୍କ ମନ୍ତ୍ରିମଣ୍ଡଳ ମଧ୍ୟ ଗଠନ କରିଛନ୍ତି ।
୨୦୧୪ରେ ମୋଦିଙ୍କ ୧୮ ଜଣ ଓ ୨୦୧୯ରେ ମୋଦିଙ୍କ ସହ ୨୫ ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । କିନ୍ତୁ ଏଥର ରେକର୍ଡ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ୩୦ ଜଣଙ୍କ ମଧ୍ୟରେ ଓଡ଼ିଶାର ୩ ଜଣ ରହିଛନ୍ତି । ଓଡ଼ିଶାର ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ୱିନୀ ବୈଷ୍ଣବ ପୁଣିଥରେ କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ କରିବେ ।
କ୍ୟାବିନେଟ ମନ୍ତ୍ରୀ
୧- ରାଜନାଥ ସିଂହ(ବିଜେପି) ୨- ଅମିତ ଶାହ(ବିଜେପି) ୩- ନୀତୀନ ଗଡ଼କରୀ(ବିଜେପି) ୪- ଜେପି ନଡ୍ଡା (ବିଜେପି) ୫- ଶିବରାଜ ସିଂହ ଚୌହାନ(ବିଜେପି) ୬- ନିର୍ମଳା ସୀତାରମଣ(ବିଜେପି) ୭- ଏସ ଜୟଶଙ୍କର(ବିଜେପି) ୮- ଧର୍ମେନ୍ଦ୍ର ପ୍ରଧାନ(ବିଜେପି) ୯- ମନୋହର ଲାଲ ଖଟ୍ଟର (ବିଜେପି) ୧୦- ଏଚଡି କୁମାରସ୍ୱାମୀ(ଜେଡିଏସ୍) ୧୧- ପୀୟୂଷ ଗୋଏଲ(ବିଜେପି) ୧୨- ଜିତନ ରାମ ମଞ୍ଝୀ (ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚା) ୧୩- ଲଲନ ସିଂହ (ଜେଡିୟୁ) ୧୪- ସର୍ବାନନ୍ଦ ସୋନେୱାଲ (ବିଜେପି) ୧୫- ବୀରେନ୍ଦ୍ର କୁମାର(ବିଜେପି) ୧୬- ରାମ ମୋହନ ନାଇଡୁ କିଞ୍ଜରାପ୍ପୁ (ଟିଡିପି) ୧୭- ପ୍ରହ୍ଲାଦ ଯୋଶୀ(ବିଜେପି) ୧୮- ଜୁଏଲ ଓରାମ(ବିଜେପି) ୧୯- ଗିରିରାଜ ସିଂହ(ବିଜେପି) ୨୦- ଅଶ୍ୱିନୀ ବୈଷ୍ଣବ(ବିଜେପି) ୨୧- ଜ୍ୟୋତିରାଦିତ୍ୟ ସିନ୍ଦିଆ(ବିଜେପି) ୨୨- ଭୂପେନ୍ଦ୍ର ଯାଦବ(ବିଜେପି) ୨୩- ଗଜେନ୍ଦ୍ର ସିଂହ ଶିଖାୱତ(ବିଜେପି) ୨୪- ଅନପୂର୍ଣ୍ଣା ଦେବୀ(ବିଜେପି) ୨୫- କିରଣ ରିଜିଜୁ(ବିଜେପି) ୨୬- ହରଦୀପ ସିଂହ ପୁରୀ(ବିଜେପି) ୨୭- ମନସୁଖ ମାଣ୍ଡଭୀୟ(ବିଜେପି) ୨୮- ଜି କିଶନ ରେଡ୍ଡୀ(ବିଜେପି) ୨୯- ଚିରାର ପାଶୱାନ(ରାମ ବିଲାଶ) ୩୦- ସିଆର ପାଟିଲ(ବିଜେପି) ଭାବେ ଶପଥ ନେଇଛନ୍ତି
୫ ଜଣ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ)
୧- ରାଓ ଇନ୍ଦରଜିତ(ବିଜେପି) ୨-ଜିତେନ୍ଦ୍ର ସିଂହ (ବିଜେପି) ୩- ଅର୍ଜୁନ ରାମ ମେଘୱାଲ(ବିଜେପି) ୪- ପ୍ରତାପ ରାଓ ଗଣପତି ରାଓ ଯାଦବ(ଶିବସେନା) ୫- ଜୟନ୍ତ ଚୌଧୁରୀ(ଆରଏଲଡି)
ରାଷ୍ଟ୍ରମନ୍ତ୍ରୀଙ୍କ ତାଲିକା
୧- ଜିତିନ ପ୍ରସାଦ(ବିଜେପି) ୨- ଶ୍ରୀପଦ ନାଏକ(ବିଜେପି) ୩- ପଙ୍କଜ ଚୌଧୁରୀ(ବିଜେପି) ୪- କ୍ରିଷ୍ଣ ପଲ ଗୁରଜାର (ବିଜେପି) ୫- ରାମଦାସ ଅଠାୱାଲେ(ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ) ୬- ନିତ୍ୟାନନ୍ଦ ରାଏ(ବିଜେପି) ୭- ଅନୁପ୍ରିୟା ପଟେଲ(ଆପନା ଦଳ) ୮- ଭି ସୋମନ୍ନା(ବିଜେପି) ୯- ଚନ୍ଦ୍ର ଶେଖର ପେମ୍ମାସାନି(ଟିଡିପି) ୧୦- ଏସ୍ପି ସିଂହ ବଘେଲ(ବିଜେପି) ୧୧- ଶୋଭା କରନ୍ଦାଲାଜେ(ବିଜେପି) ୧୨- ବିଏଲ ବର୍ମା(ବିଜେପି) ୧୩- ଶାନ୍ତନୁ ଠାକୁର(ବିଜେପି) ୧୪-ସୁରେଶ ଗୋପି(ବିଜେପି) ୧୫- ଏଲ ମୁରଗାନ(ବିଜେପି) ୧୬- ଅଜୟ ଟାମଟା(ବିଜେପି)
୧୭- ବନ୍ଦି ସଞ୍ଜୟ କୁମାର(ବିଜେପି) ୧୮-କମଲେଶ ପାଶ୍ୱାନ(ବିଜେପି) ୧୯- ଭାଗୀରଥ ଚୌଧୁରୀ (ବିଜେପି) ୨୦- ସତୀଶ ଦୁବେ (ବିଜେପି) ୨୧- ସଞ୍ଜୟ ସେଠ(ବିଜେପି) ୨୨-ରବନୀତ ସିଂହ ବିଟ୍ଟୁ(ବିଜେପି) ୨୩- ଦୁର୍ଗାଦାସ ଉଇକି(ବିଜେପି) ୨୪- ରକ୍ଷା ଖଡସେ(ବିଜେପି) ୨୫- ଶୁକାନ୍ତ ମଜମୁଦର(ବିଜେପି) ୨୬- ସାବିତ୍ରୀ ଠାକୁର(ବିଜେପି) ୨୭- ତୋଖନ ସାହୁ(ବିଜେପି) ୨୮- ରାଜଭୂଷଣ ଚୌଧୁରୀ (ବିଜେପି) ୨୯- ଭୂପତି ରାଜୁ ଶ୍ରୀନିବାସ ବର୍ମା(ବିଜେପି) ୩୦- ହର୍ଷ ମାଲହୋତ୍ରା(ବିଜେପି) ୩୧- ନିମୁବେନ ବାମଭାଣିୟା (ବିଜେପି) ୩୨- ମରୁଲୀଧର ମୋହର(ବିଜେପି) ୩୩- ଜର୍ଜ କୁରିୟନ(ବିଜେପି) ୩୪- ପବିତ୍ର ମାର୍ଗେରିଟା