• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଅନୁକୂଳ ପୂଜା ପରେ ଆଜି ତିନି ରଥ ପାଞ୍ଚ ଦଣ୍ଡା ଗୁଡ଼ିକର ଚଉପଟ କାର୍ଯ୍ୟ ଆରମ୍ଭ ସହ ତିନି ରଥ ଆଗ ପଛ ମୁହାଁଟ ରେ ଦଣ୍ଡା ବିନ୍ଧ କାର୍ଯ୍ୟ ସମ୍ପନ୍ନ

Proprietor Abhimanyu Maharana by Proprietor Abhimanyu Maharana
June 7, 2024
in ଓଡ଼ିଶା, ପୁରୀ, ହୋମ୍
0
ଅନୁକୂଳ ପୂଜା ପରେ ଆଜି ତିନି ରଥ ପାଞ୍ଚ ଦଣ୍ଡା ଗୁଡ଼ିକର ଚଉପଟ କାର୍ଯ୍ୟ ଆରମ୍ଭ ସହ ତିନି ରଥ ଆଗ ପଛ ମୁହାଁଟ ରେ ଦଣ୍ଡା ବିନ୍ଧ କାର୍ଯ୍ୟ ସମ୍ପନ୍ନ
Share on FacebookShare on TwitterWhatsapp

୦୬ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :->  ସବୁଦିନ ପରି ଆଜି ସକାଳ ଘ.୮.୦୦ ଟିକା ରେ ତିନି ରଥର ନିର୍ମାଣ କାରୀ ସେବକ ମାନେ ରଥଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

ରଥ ନିର୍ମାଣ ଅଗ୍ରଗତି

(ଗତକାଲି ସୁଦ୍ଧା ତିନି ରଥର ୩୫ ଗୋଟି ଚକ ଏବଂ ୨୧ ଗୋଟି ଅଖ ନିର୍ମାଣ ଶେଷ ହେବା ସହ ରଥ ତ୍ରୟ ର ବିଭିନ୍ନ ଅଂଶ ନିର୍ମାଣ କାର୍ଯ୍ୟ ଜାରୀ ରହିଥିଲା)

ଅନୁକୂଳ ପୂଜା ପରେ ଆଜି ତିନି ରଥ ପାଞ୍ଚ ଦଣ୍ଡା ଗୁଡ଼ିକର ଚଉପଟ କାର୍ଯ୍ୟ ଆରମ୍ଭ ସହ ତିନି ରଥ ଆଗ ପଛ ମୁହାଁଟ ରେ ଦଣ୍ଡା ବିନ୍ଧ କାର୍ଯ୍ୟ ସମ୍ପନ୍ନ

ଆଜି ପୂର୍ବାହ୍ନରେ ତିନି ରଥର ମୁଖ୍ୟ ବିଶ୍ଵକର୍ମା ସେବକ ମାନେ ମୁହାଁଟ ରେ ଦଣ୍ଡା ବିନ୍ଧ ଏବଂ ପାଞ୍ଚ ଦଣ୍ଡା ଚଉପଟ ପାଇଁ ନଡ଼ିଆ ବାଡେଇ ଅନୁକୂଳ ପୂଜା ସମ୍ପନ୍ନ ପରେ ରଥ ଚାଳି ଠାରେ ଚଉପଟ ହୋଇ ରହିଥିବା ତିନି ରଥର ଦୁଇଟି ଲେଖାଏଁ ମୁହାଁଟ ରେ ଦଣ୍ଡା ବିନ୍ଧ ସମ୍ପନ୍ନ ହେବା ସହ ତିନି ରଥର ମହାରଣା ସେବକ ମାନେ ପାଞ୍ଚ ଦଣ୍ଡା ଗୁଡ଼ିକର ଚଉପଟ କାର୍ଯ୍ୟ ଜାରୀରଖିଛନ୍ତି।

ଏଥିସହ ଆଜି ଭୋଇ ସର୍ଦ୍ଦାର ରବି ଭୋଇ ଙ୍କ ନେତୃତ୍ବରେ ତିନି ରଥର ଶେଷ ତିନି ଚକ ନିର୍ମାଣ ପାଇଁ ଯନ୍ତାଗାଡ଼ ଠାରେ ପରମ୍ପରା ପ୍ରକାରେ ତିନି ରଥର ଶେଷ ତିନୋଟି ତୁମ୍ୱ ରେ ଅନୁକୂଳ ପୂଜା ସହ ସିଙ୍ଗଡ଼ା ବାଡିଆ ସମ୍ପନ୍ନ କରିଛନ୍ତି, ତିନି ରଥର ସମସ୍ତ ଚକ ତୁମ୍ବରେ ସିଙ୍ଗଡ଼ା ବାଡିଆ କାର୍ଯ୍ୟ ଶେଷ ହୋଇଥିବାରୁ ଆସନ୍ତା କାଲି ଯନ୍ତା ଗାଡ଼ ବନ୍ଦ ପାଇଁ ମାଟି ପଡ଼ି ପଡ଼ିବ।

ତାଳଧ୍ଵଜ ରଥ ଚାଳି

ଆଜି ତାଳଧ୍ଵଜ ରଥର ୧୨ ନମ୍ୱର ଏବଂ ୧୩ ନମ୍ୱର ଚକ ନିର୍ମାଣ ଶେଷ ହୋଇ ଶେଷ ୧୪ ନମ୍ୱର ତୁମ୍ବରେ ସିଙ୍ଗଡ଼ା ବାଡିଆ ଶେଷ ହୋଇଛି। ଏଥିସହ ଆଜି ତାଳଧ୍ଵଜ ରଥର ଆଗ,ପଛ ମୁହାଁଟ ରେ ଅନୁକୂଳ ପୂଜା ସହ ଦୁଇଟି ମୁହାଁଟ ରେ ପାଞ୍ଚଟି ଦଣ୍ଡା ବିନ୍ଧ ଶେଷ ହୋଇଛି, ତତ୍ ସହିତ ତାଳଧ୍ଵଜ ରଥର ଅନୁକୂଳ ପୂଜା ପରେ ପାଞ୍ଚ ଦଣ୍ଡାର ଚଉପଟ କାର୍ଯ୍ୟ ଆରମ୍ଭ ହୋଇଅଛି, ଏତଦ୍ ଭିନ୍ନ ତାଳଧ୍ଵଜ ରଥର ୧୨ ଗୋଟି ଭୂଇଁ ଚଉତା ରୁ ୮ ଗୋଟି ଭୂଇଁ ଚଉତା ର ଚଉପଟ କାର୍ଯ୍ୟ ଶେଷ ହୋଇଛି।

ଦର୍ପଦଳନ ଚାଳି

ଦର୍ପଦଳନ ରଥର ମୋଟ ୧୨ ଗୋଟି ଚକ ରୁ ଆଜି ସୁଦ୍ଧା ୧୧ ଗୋଟି ଚକ ର ନିର୍ମାଣ ଶେଷ ହୋଇ ଶେଷ ଚକ ତୁମ୍ବରେ ସିଙ୍ଗଡ଼ା ବାଡିଆ ଶେଷ ହୋଇଅଛି, ଏଥିସହ ଆଜି ଦର୍ପଦଳନ ରଥ ର ଦୁଇଟି ମୁହାଁଟ ରେ ଦଣ୍ଡା ବିନ୍ଧ ଅନୁକୂଳ ପୂଜା ପରେ ସମ୍ପନ୍ନ ପରେ ବିନ୍ଧ କାର୍ଯ୍ୟ ଶେଷ ହୋଇ ପାଞ୍ଚ ଦଣ୍ଡାର ଅନୁକୂଳ ପୂଜା ପରେ ପାଞ୍ଚ ଦଣ୍ଡାର ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି। ଏତତ ଭିନ୍ନ ଦର୍ପ ଦଳନ ରଥର ୧୨ ଗୋଟି ଭୂଇଁ ଚଉତା ରୁ ୮ ଗୋଟି ଭୂଇଁ ଚଉତା ର ଚଉପଟ କାର୍ଯ୍ୟ ଶେଷ ହୋଇ ବାକି ୪ଗୋଟି ଭୂଇଁ ଚଉତା ର ଚଉପଟ କାର୍ଯ୍ୟ ଆରମ୍ଭ ହୋଇଅଛି।

ନନ୍ଦିଘୋଷ ରଥ ଚାଳି

ନନ୍ଦିଘୋଷ ରଥର ଆଜି ୧୫ତମ ଚକର ନିର୍ମାଣ ଶେଷ ହୋଇ ଶେଷ ୧୬ ତମ ଚକ ତୁମ୍ବ ରେ ସିଙ୍ଗଡ଼ା ବାଡିଆ ଶେଷ ହୋଇଛି, ଏଥିସହ ଆଜି ନନ୍ଦିଘୋଷ ରଥର ଦୁଇଟି ମୁହାଁଟ ରେ ଦଣ୍ଡା ବିନ୍ଧ ଅନୁକୂଳ ଏବଂ ପାଞ୍ଚ ଦଣ୍ଡା ଚଉପଟ ଅନୁକୂଳ ପୂଜା ପରେ ଦୁଇଟି ମୁହାଁଟ ରେ ପାଞ୍ଚୋଟି ଲେଖାଏଁ ବିନ୍ଧ କାର୍ଯ୍ୟ ଶେଷ ହୋଇ ପାଞ୍ଚ ଦଣ୍ଡାର ଚଉପଟ କାର୍ଯ୍ୟ ଆରମ୍ଭ ହୋଇଅଛି।

ଏଥିସହ ନନ୍ଦିଘୋଷ ରଥର ୧୨ ଗୋଟି ଭୂଇଁ ଚଉତା ରୁ ୯ ଗୋଟି ଭୂଇଁ ଚଉତା ଚଉପଟ ଶେଷ ହୋଇ ବାକି ତିନିଗୋଟି ଭୂଇଁ ଚଉତା ର ଚଉପଟ କାର୍ଯ୍ୟ ଜାରୀ ରହିଛି, ନିର୍ମାଣ ଶେଷ ହୋଇଥିବା ୯ ଗୋଟି ଭୂଇଁ ଚଉତାରେ ବିନ୍ଧପାଇଁ ମାପ ଚିହ୍ନ ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ସମ୍ପନ୍ନ କରିଛନ୍ତି।

କରତୀ ଚାଳି

ତିନି ରଥର ମୁଖ୍ୟ କରତୀ ସେବକ ଶ୍ରୀ ରଞ୍ଜିତ ମହାରଣାଙ୍କ ନେତୃତ୍ବରେ ସହୋଯୋଗି କରତୀ ସେବକ ମାନେ ତାଳଧ୍ଵଜ ରଥର ପୋଲ ଗୟକ ଚିରଟ କାର୍ଯ୍ୟ ସମ୍ପନ୍ନ ପରେ ଆଜି ନନ୍ଦିଘୋଷ ରଥର ପୋଲ ଗୟଳ ଚିରଟ ପୂର୍ବରୁ ପୋଲ ଗୟଳ ର ଉଭୟ ପାର୍ଶ୍ଵ ବାରିଶିରେ ସମତଳ କାର୍ଯ୍ୟ ଜାରୀ ରଖିଛନ୍ତି।

ରୂପକାର ଚାଳି

ତିନିରଥ ରୂପକାର ସେବକ ମାନେ କୋଣ ଗୁଜରେ ସିଂହ ବିରଳ ରୂପ ଖୋଦେଇ ସହ ରୂପ ଗୁଡ଼ିକ ରେ ଅଳଙ୍କାର ପକା କାର୍ଯ୍ୟ ସହ ରୂପ ଖୋଦେଇ ଶେଷ ହୋଇଥିବା ରୂପ ଗୁଡ଼ିକର ପଲିସ କାର୍ଯ୍ୟ ଜାରୀ ରଖିଛନ୍ତି।

କମାର ଚାଳି

ଦୋଳବେଦୀ ସ୍ଥ୍ ଅସ୍ଥାୟୀ କମାର ଶାଳ ର ଓଝା ସେବକ ମାନେ ତିନି ରଥର ଦଣ୍ଡା କଣ୍ଟା,ଶେଷ କଲାପରେ ଯୋକା କଣ୍ଟା ଏବଂ ଗୟଳ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।

ତା୬.୬.୨୦୨୪,ଗୁରୁବାର ରଥଖଳା :- ରଥ ନିର୍ମାଣ କାର୍ଯ୍ୟ ୨୭ ତମ ଦିବସ ରଥ ନିର୍ମାଣକାରୀଙ୍କ ଉପସ୍ଥାନ

ତିନି ରଥ ମହାରଣା ସେବକ -୭୮ , ତିନି ରଥ ଭୋଇ ସେବକ -୭୭, ତିନି ରଥ କରତୀ ସେବକ – ୪ , ତିନି ରଥ କମାର ସେବକ -୧୭ , ତିନି ରଥ ରୂପକାର ସେବକ – ୨୧, ତୁମ୍ବ ବିନ୍ଧ କାରୀଗର – ୨, ପାହି ମହାରଣା – ୨, ରଥଖଳା ସହାୟକ(ପାଣିବାଲା) ୧ ମୋଟ – ୨୦୨ ଜଣ

ଦେବୀ ପ୍ରସନ୍ନ ଗାଙ୍ଗୁଲି, ଫଟୋ ସାମ୍ବାଦିକ, ପୁରୀ

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ହୋଟେଲ ପ୍ରାଚୀରେ ‘ସିଲ୍କ ଇଣ୍ଡିଆ’ ପ୍ରଦର୍ଶନୀ ଆରମ୍ଭ

Silk India’ exhibition begins at Hotel Prachi

August 14, 2026
ହୋଟେଲ ପ୍ରାଚୀରେ ‘ସିଲ୍କ ଇଣ୍ଡିଆ’ ପ୍ରଦର୍ଶନୀ ଆରମ୍ଭ

ହୋଟେଲ ପ୍ରାଚୀରେ ‘ସିଲ୍କ ଇଣ୍ଡିଆ’ ପ୍ରଦର୍ଶନୀ ଆରମ୍ଭ

August 14, 2026
ବିରିଡି ବ୍ଲକ ରେ “ହର ଘର ତ୍ରିରଙ୍ଗା” ଶୋଭାଯାତ୍ରା

ବିରିଡି ବ୍ଲକ ରେ “ହର ଘର ତ୍ରିରଙ୍ଗା” ଶୋଭାଯାତ୍ରା

August 14, 2026
ନୟାଗଡ଼ରେ ଏବିଭିପି ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

ନୟାଗଡ଼ରେ ଏବିଭିପି ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

August 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ହୋଟେଲ ପ୍ରାଚୀରେ ‘ସିଲ୍କ ଇଣ୍ଡିଆ’ ପ୍ରଦର୍ଶନୀ ଆରମ୍ଭ

Silk India’ exhibition begins at Hotel Prachi

August 14, 2026
ହୋଟେଲ ପ୍ରାଚୀରେ ‘ସିଲ୍କ ଇଣ୍ଡିଆ’ ପ୍ରଦର୍ଶନୀ ଆରମ୍ଭ

ହୋଟେଲ ପ୍ରାଚୀରେ ‘ସିଲ୍କ ଇଣ୍ଡିଆ’ ପ୍ରଦର୍ଶନୀ ଆରମ୍ଭ

August 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version