No Result
View All Result
୩୦ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ନରେନ୍ଦ୍ର ପୁଷ୍କରିଣୀ ଠାରେ ଚାପ ଉତ୍ସବରେ ଘଟିଥିବା ବାଣ ବିସ୍ଫୋରଣ ଜନିତ ଦୁର୍ଘଟଣାରେ ଇହଧାମ ତ୍ୟାଗ କରିଥିବା ପ୍ରତ୍ୟେକ ଆତ୍ମା ସଦଗତି ପ୍ରାପ୍ତ ହେଉ, ଶୋକ ସନ୍ତପ ପରିବାରକୁ ଈଶ୍ୱର ଅସୀମ ଧୌର୍ଯ୍ୟ ଦିଅନ୍ତୁ ଏବଂ ଆହତ ହୋଇଥିବା ପ୍ରତ୍ୟେକ ବ୍ୟକ୍ତି ଯଥାଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ। ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ଉର୍ଜାବାନ ଓଡ଼ିଶା ପରିବାରର ଆକୁଳ ପ୍ରାର୍ଥନା ।
ସଭାପତି ସନ୍ତୋଷ ସେନାପତି, ସମ୍ପାଦିକା ନିହାରିକା ତ୍ରିପାଠୀ, ସନ୍ତୋଷୀ ଭୋଇ, ମୁସ୍କାନ ମୁଷୁ, ରାଜକୁମାରୀ ସାହା, ତିଳତ୍ତମା ଧଳ, ଦିଲ୍ଲୀପ ଚି଼ନେରା, ରଶ୍ମି ରଞ୍ଜନ ନାୟକ,ଆଶିଷ ସାହୁ, ତ୍ରିଲୋଚନ ଦାଶ,ଜଗନ୍ନାଥ ପଣ୍ଡା,ସମ୍ବିତ ଅମିତାଂଶୁ ପ୍ରମୁଖ ଉପସ୍ଥିତ ଥିଲେ .


No Result
View All Result