ସେହିପରି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ହରିଶଙ୍କର ଠାରେ କୁଲତା ସମାଜ ଓ କୁମ୍ଭାର ସମାଜ ତରଫରୁ ଅନ୍ନ ଛତ୍ର ରେ ସମସ୍ତ ଙ୍କ ପାଇଁ ଅନ୍ନ ଭୋଗ ର ବ୍ୟବସ୍ଥା କରି ବେଶ ପ୍ରଶଂସା ସାଉଁଟି ଛନ୍ତି କୁଲତା ସମାଜ ଓ କୁମ୍ଭାର ସମାଜ ମେହେର ସମାଜ I
ଆଜି ଯାତ୍ରା ର ଦ୍ଵିତୀୟ ଦିନ ରେ ହଜାର ଶ୍ରଦ୍ଧାଲୁ ଙ୍କ ସମାଗମ କୁ ଦୃଷ୍ଟି ରେ ରଖି କୁଲତା ସମାଜ ତରଫରୁ ବ୍ୟାପଜ ପ୍ରସ୍ତୁତି କରିଥିବା ବେଳେ କୁଲତା ସମାଜ ର ପାରମ୍ପରିକ ସ୍ୱାଦିଷ୍ଟ ବ୍ୟଞ୍ଜନ ଲେଥା କୁ ବହୁଳ ଭାବରେ ଲୋକେ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି I ହରିଶଙ୍କର ମହୋତ୍ସବ ର ଆଜି ଦ୍ଵିତୀୟ ଦିନ ହୋଇଥିବା ବେଳେ କାଲି ପୂର୍ଣ୍ଣମୀ ରେ ସମାପିତ ହେବ ବୈଶାଖୀ ମେଳା
© 2023 Odisha Taza News.