No Result
View All Result
୨୧ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚାନ୍ଦପୁର :-> ଆସନ୍ତା ୨୫ତାରିଖ ରେ ଖୋର୍ଦ୍ଧା ଜିଲାରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ. ସେଥିପାଇଁ ସବୁଆଡେ ଦେଖିବାକୁ ମିକିଛ ଜୋରଦାର ପ୍ରଚାର।ସୂର୍ଯ୍ୟ ର ପ୍ରଖର ତାତିକୁ ଖାତିର ନ କରି ନେତାଏ କରୁଛନ୍ତି ପ୍ରଚାର. ଏତିକି ବେଳେ ମଧ୍ୟ୍ୟ ପ୍ରବଳ ଗ୍ରୀଷ୍ମ କୁ ଖାତିର ନ କରି ପ୍ରଚାର ମୈଦାନ କୁ ଓହ୍ଲାଇଛନ୍ତି ମାଲ ରେଡି ସୁର ଭାଇ (ଜଟଣୀ ବିଧାୟକ ସୁର ରାଉୟତରାୟ )ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ର ହୃତ ପିଣ୍ଡ କୁହାଯାଉଥିବା ଟାଙ୍ଗୀ ବ୍ଲକରେ କରିଛନ୍ତି ଜୋରଦାର ପ୍ରଚାର ।
ଟାଙ୍ଗୀ ବ୍ଲକର ବଡପାରୀ କୁଞ୍ଜରୀ ପଞ୍ଚାୟତ ର ଦୀକ୍ଷିତ ପଡ଼ା ସହ ନର ମାନଵୀ ଗ୍ରାମରେ ପହଞ୍ଚି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଙ୍କ ସହ ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ସାହୁଙ୍କ ପାଇଁ କରିଛନ୍ତି ପ୍ରଚାର।ଘରକୁ ଘର ବୁଲି ଜନ ସାଧାରଣ ଉଭୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଯୋଡି ଶଙ୍ଖ ରେ ଭୋଟ ଦେବା ପାଇଁ କରିଛନ୍ତି ନିବେଦନ।ସ୍ଥାନୀୟ ଲୋକେ ମଧ୍ୟ୍ୟ ପାଖରେ ପାଇ ସୁର ଭାଇଙ୍କୁ ହୋଇଛନ୍ତି ଖୁସି ରେ ଗଦ ଗଦ।ଉଭୟ ପ୍ରାର୍ଥୀ ଙ୍କୁ ଯୋଡି ଶଙ୍ଖ ରେ ଭୋଟ ଦେଇ ନବୀନ ଙ୍କ ହାତ ମୁଠା ଟାଣ କରିବା ସହ ଉଭୟ ପ୍ରାର୍ଥୀଙ୍କୁ ଜିତାଇବାକୁ ମଧ୍ୟ୍ୟ କରିଛନ୍ତ ବଜ୍ର ଶପଥ।ସର ରାଉତରାୟ ଙ୍କ ପ୍ରଚାର ସମୟରେ ସ୍ଥାନୀୟ ଜନ ସାଧାରଣ ଙ୍କର ମିକିଥିଲା ପ୍ରବଳ ଜନ ସମର୍ଥନ।

No Result
View All Result