No Result
View All Result

୧୭ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ୧୬ ନଂ ଜାତୀୟ ରାଜପଥର ବଙ୍କୁ ଢାବା ଠାରେ ବୁଧବାର ରାତି 8ଘଟିକା ସମୟରେ ଏକ ଦୁର୍ଘଟଣା ଘଟି ଜଣେ ମୃତ ଜଣ ଆହତ ହୋଇଥିବା ଜଣାଯାଇଛି । ସୂଚନା ଯୋଗ୍ଯ କେନ୍ଦ୍ରାପଡା ଅଞ୍ଚଳ ସ୍ବାମୀ ଓ ସ୍ତ୍ରୀ ଜଣେ ଏକ ସ୍କୁଟି ଯୋଗେ କଟକରୁ କେନ୍ଦ୍ରାପଡା ଅଭିମୁଖେ ଯାଉଥିବା ବେଳେ ।

ଉକ୍ତ ସ୍ଥାନରେ ରଙ୍ଗ ରୁଟୁରେ ଏକ କାର ଆସି ଖୁବ୍ ଜୋରରେ ଧକ୍କା ଦେଇଥିଲା ଫଳରେ ଘଟଣା ସ୍ଥଳରେ ଯୁବକ ସ୍କୁଟି ଚାଳକଙ୍କ ମୃତ୍ୟୁ ବରଣ କରିଥିଲେ। ସ୍ତ୍ରୀ କୁ ଗୁରୁତର ଅବସ୍ଥାରେ ଜାତୀୟ ରାଜପଥର ପୋଲିସ ପେଟ୍ରୋଲିଂ ଗଡି ପହଞ୍ଚି ଆହାତଙ୍କୁ ବଡଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇବା ସହ ଅଧିକ ତଦନ୍ତ ଚଳାଇଥିବା ସୂଚନା ମିଳିଛି ।

No Result
View All Result