No Result
View All Result
୧୪ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଚଳିତ ନିର୍ବାଚନରେ ନିମାପଡାରେ ରାଜନୈତିକ ଦୃଶ୍ଯ ପଟ ବଦଳିଛି । ଅଧିକ ସଂଖ୍ୟକ ମହିଳା ପ୍ରାର୍ଥିନୀ ନିର୍ବାଚନ ରଣାଙ୍ଗନରେ ଅବତ୍ତୀର୍ଣ୍ଣ ହୋଇଛନ୍ତି । ସେଥିମଧ୍ୟରୁ ଶିକ୍ଷିତ ସାମାଜିକ କର୍ମୀ ତଥା ସାମ୍ବାଦିକତାରେ ଏମ.ଏ କରିଥିବା ପ୍ରାର୍ଥିନୀ ରୋଜାଲିନ ପ୍ରଧାନ ଅନ୍ୟତମ । ସୋମବାର ଦିନ ରୋଜାଲିନ ନିମାପଡା ରିଟର୍ଣ୍ଣିଂ ଅଧିକାରୀ ନୀଳମାଧବ ଭୋଇଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଥିଲେ ।

ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ମୁଁ କୌଣସି ସ୍ବେଚ୍ଛାସେବୀ ଅନୁଷ୍ଠାନ କରିନାହିଁ କି କଳାଟଙ୍କା ରଖିନାହିଁ । ସ୍ଥାନୀୟ ଜନତା କହିବାରୁ ସେ ପ୍ରାର୍ଥୀ ହୋଇଛନ୍ତି । ପ୍ରାର୍ଥୀ ହେବା ପରେ ନିମାପଡା ଓ ଗୋପରେ ତାଙ୍କ ପ୍ରତି ଅଧିକ ସମର୍ଥନ ରହିଥିବା ଆଲୋଚନା ହେଉଛି ।

No Result
View All Result