• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମୋଦିଙ୍କର ପ୍ରଗତିଶୀଳ ନୀତି ପ୍ରତି ଓଡ଼ିଶାବାସୀଙ୍କର ସମ୍ପୂର୍ଣ୍ଣ ସମର୍ଥନ : ପୁରନ୍ଦର ମିଶ୍ର

Proprietor Abhimanyu Maharana by Proprietor Abhimanyu Maharana
May 13, 2024
in ଓଡ଼ିଶା, ଖୋର୍ଦ୍ଧା, ନୂଆପଡ଼ା, ହୋମ୍
0
ମୋଦିଙ୍କର ପ୍ରଗତିଶୀଳ ନୀତି ପ୍ରତି ଓଡ଼ିଶାବାସୀଙ୍କର ସମ୍ପୂର୍ଣ୍ଣ ସମର୍ଥନ : ପୁରନ୍ଦର ମିଶ୍ର
Share on FacebookShare on TwitterWhatsapp

୧୩ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆପଡା/ଭୁବନେଶ୍ୱର  :->  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରଗତିଶୀଳ ନୀତି ଗୁଡ଼ିକ ପ୍ରତି ଓଡ଼ିଶାବାସୀଙ୍କର ସମ୍ପୂର୍ଣ୍ଣ ଆସ୍ଥା ଓ ସମର୍ଥନ ରହିଥିବା, ରାୟପୁର ନଗର ଉତ୍ତରର ବିଧାୟକ ଓ ଓଡିଶା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ସହ ପ୍ରଭାରୀ ପୁରନ୍ଦର ମିଶ୍ର ପ୍ରକାଶ କରିଛନ୍ତି। କଳାହାଣ୍ଡି ଲୋକସଭା ଅନ୍ତର୍ଗତ ନୂଆପଡା ଓ ଜୁନାଗଡ଼ ଠାରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଵ ସାୟଙ୍କ ସହିତ ଦୁଇଟି ବିଶାଳ ନିର୍ବାଚନୀ ଜନସଭାକୁ ସମ୍ବୋଧନ କରି ଶ୍ରୀ ମିଶ୍ର, ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ ବନାଇବାକୁ ଦେଶବାସୀଙ୍କ ସହିତ ଓଡ଼ିଶାର ଜନସାଧାରଣ ମଧ୍ୟ ଖୁବ ଉତ୍ସାହିତ ଥିବା ସୁଚାଇଛନ୍ତି।

ଓଡ଼ିଶାକୁ ଏବେ ଶାସନ କରୁଥିବା ବିଜୁ ଜନତା ଦଳର ମୂକ ଏବଂ ବଧିର ସରକାର ଗ୍ରାମବାସୀ,ଖଟିଖିଆ, ଶ୍ରମିକ ଓ ପଛୁଆ ବର୍ଗର ଲୋକମାନଙ୍କ ପ୍ରତି ସମ୍ପୁର୍ଣ୍ଣ ଭାବେ ଅବହେଳା ପ୍ରଦର୍ଶନ କରୁଥିବା ଶ୍ରୀ ମିଶ୍ର ଅଭିଯୋଗ କରିଥିଲେ। ଦୀର୍ଘ୨୪ ବର୍ଷ ହେଲା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଗାଦିରେ ବସିଥିଲେ ସୁଦ୍ଧI ଓଡ଼ିଆ ଭାଷା ଶିଖି ପାରି ନଥିବା ବେଳେ ଛତିଶଗଡ଼ ରେ ରହୁଥିଲେ ମଧ୍ୟ ମୁଁ ସ୍ପଷ୍ଟ ଭାବରେ ଓଡ଼ିଆ କହିପାରୁ ଥିବା ପୁରନ୍ଦର ମିଶ୍ର ଦର୍ଶାଇଥିଲେ।ଏଥିରୁ ନବୀନଙ୍କର ମାତୃଭାଷା ଓ ମାତୃପ୍ରଦେଶ ପ୍ରତି କିଭଳି ଆଦର ରହିଛି,

ତାର ପ୍ରମାଣ ମିଳୁଥିବା ଶ୍ରୀ ମିଶ୍ର କହିଥିଲେ।ଓଡ଼ିଶାର ଶିକ୍ଷିତ ଯୁବ ସମ୍ପ୍ରଦାୟ ରୋଜଗାର ଆଶାରେ ଘୁରି ବୁଲୁଥିବା ବେଳେ ରାଜ୍ୟ ସରକାର ଚୁପଚାପ ବସିଥିବା ଶ୍ରୀ ମିଶ୍ର ଉଲ୍ଲେଖ କରିଥିଲେ। ନବୀନଙ୍କର ବିଜେଡି ସରକାରକୁ ଗାଦିଚ୍ୟୁତ କରି ରାଜ୍ୟରେ ବଜେପି ସରକାର ସ୍ଥାପନ କଲେ ଓଡ଼ିଶାର ବ୍ୟାପକ ବିକାଶ ସମ୍ଭବପର ହୋଇପାରିବ ବୋଲି ସେ ଘୋଷଣା କରିଥିଲେ। ବିଜେପି ସରକାର ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପିଛା ୩୧୦୦/-ଟଙ୍କା ଓ ମହିଳା ମାନଙ୍କୁ ସୁଭଦ୍ରା ଯୋଜନାରେ ମାସିକ ୩୦୦୦/-ଟଙ୍କା ଦେବେ ବୋଲି ଶ୍ରୀ ମିଶ୍ର ପ୍ରତିଶ୍ରୁତି ପ୍ରଦାନ କରିଥିଲେ।

ଏହି ବିଜୟ ସଂକଲ୍ପ ସମାବେଶରେ ଉଦବୋଧନ ଦେଇ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଵ ସାୟ ଛତିଶଗଡ଼ ପରି ଓଡ଼ିଶାରେ ମଧ୍ୟ ଚଳିତଥର ପରିବର୍ତ୍ତନର ଲହରୀ ଅନୁଭୂତ ହେଉଥିବା ସୁଚାଇ ଥିଲେ।ଓଡ଼ିଶାବାସୀ ଏଠାରେ ଡବଲ ଇଞ୍ଜିନ ସରକାର ପ୍ରତିଷ୍ଠା କରିବାକୁ ଯାଉଥିବା ଶ୍ରୀ ସାୟ ଦମ୍ଭ ପ୍ରକାଶ କରିଥିଲେ। ଉଭୟ ସଭାରେ କଳାହାଣ୍ଡିର ଲୋକସଭା ପ୍ରାର୍ଥୀ ମାଳବୀକା କେଶରୀ ଦେଓ, ନୂଆପଡା ଠାରେ ସେଠାକାର ବିଧାୟକ ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ଏବଂ ଜୁନାଗଡ଼ ଠାରେ ସେଠାକାର ବିଧାୟକ ପ୍ରାର୍ଥୀ ମନୋଜ କୁମାର ମେହେର, ଭାଷଣ ଦେଇ ଭୋଟ ଭିକ୍ଷା କରିଥିଲେ। ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଆରଙ୍ଗର ବିଧାୟକ ଗୁରୁ ଖୁସୱନ୍ତ ସାହେବ,ବସ୍ତର ରାଜପରିବାରର କମଳଚନ୍ଦ୍ର ଭଞ୍ଜଦେଓ,ବିଜେପିର ପ୍ରଦେଶ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପାଣିଗ୍ରାହୀ ଓ ଅଳକା ଚନ୍ଦ୍ରକର ପ୍ରମୁଖ ସଭାରେ ଉପସ୍ଥିତ ଥିଲେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶ୍ରୀଜୀଉଙ୍କ ବନକଲାଗି : ମହାସ୍ନାନ ପରେଭକ୍ତ ଦର୍ଶନ

ଶ୍ରୀଜୀଉଙ୍କ ବନକଲାଗି : ମହାସ୍ନାନ ପରେଭକ୍ତ ଦର୍ଶନ

March 6, 2026
ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ପାଇଁ ୧୫୩ ଚାଳକଙ୍କ ବିରୋଧରେ ମାମଲା

ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ପାଇଁ ୧୫୩ ଚାଳକଙ୍କ ବିରୋଧରେ ମାମଲା

March 5, 2026
ପୁରୀରେ ସାଇବର ଠକେଇର ପର୍ଦାଫାଶ – ୩ ଅଭିଯୁକ୍ତ ଗିରଫ

ପୁରୀରେ ସାଇବର ଠକେଇର ପର୍ଦାଫାଶ – ୩ ଅଭିଯୁକ୍ତ ଗିରଫ

March 5, 2026
୫୪ତମ ଆଚାର୍ଯ୍ଯ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଊଦଘାଟିତ

୫୪ତମ ଆଚାର୍ଯ୍ଯ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଊଦଘାଟିତ

March 5, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶ୍ରୀଜୀଉଙ୍କ ବନକଲାଗି : ମହାସ୍ନାନ ପରେଭକ୍ତ ଦର୍ଶନ

ଶ୍ରୀଜୀଉଙ୍କ ବନକଲାଗି : ମହାସ୍ନାନ ପରେଭକ୍ତ ଦର୍ଶନ

March 6, 2026
ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ପାଇଁ ୧୫୩ ଚାଳକଙ୍କ ବିରୋଧରେ ମାମଲା

ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ପାଇଁ ୧୫୩ ଚାଳକଙ୍କ ବିରୋଧରେ ମାମଲା

March 5, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version