No Result
View All Result
୧୩ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୟାଳିଶମୌଜା :-> ୪୨ ମୌଜା ଥାନା ଅନ୍ତର୍ଗତ ବ୍ରହ୍ମପୁର ମୌଜାସ୍ଥିତ ଉଫ ସେବାଶ୍ରମଠାରେ ବିଶ୍ୱ ମାତୃତ୍ଵ ଦିଵସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆଶ୍ରମରେ ଥିବା ମାଆ ମାନଙ୍କୁ ପୂଜାର୍ଚ୍ଚନା କରାଯିଵା ସହ ମିଷ୍ଠାନ ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ଆନନ୍ଦ ମହାରଣା,

ଚିନ୍ମୟୀ ପଟ୍ଟନାୟକ, ରାଧାରାଣୀ ସେବା ଟ୍ରଷ୍ଟର ବିଦ୍ୟାଶ୍ରୀ ଶିଶୁ ଏବଂ ତାଙ୍କର ମାଆ ନିରୂପମା ଶିଶୁ, ସବିତା ଦେଵୀ, ଚିତ୍ତରଞ୍ଜନ ଆଇଚ, ପ୍ରଜ୍ଞାସ୍ମିତା ଦାଶ, ସୁନୀତା ବସ୍ତିଆ, ସ୍ମୃତି ସାହୁ, ଗଣମାଧ୍ୟମର ପ୍ରତିନିଧି ପ୍ରଦୀପ୍ତ କୁମାର ଦାସ ଓ ପ୍ରଣବ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ।

No Result
View All Result