No Result
View All Result
୦୯ ଏପ୍ରିଲ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ବିଜେଡ଼ି ଦଳ ପକ୍ଷରୁ ଭୁବନେଶ୍ବର ସାଂସଦ ପ୍ରାର୍ଥି କ୍ୟାପଟେନ ମନ୍ମଥ ରାଉତରାୟ ଓ ବେଗୁନିଆ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥି ପ୍ରଦୀପ କୁମାର ସାହୁ ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନରେ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ଏଥିରେ ଶଗଡ଼ଭଙ୍ଗା ପଂଚାୟତର ଅଶୋକ କୁମାର ସେନାପତି ଓ ବିଚିତ୍ର କୁମାର ସୁବୁଦ୍ଧିଙ୍କ ସମେତ ଗ୍ରାମବାସୀମାନକ ପକ୍ଷରୁ ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ସିରୁଳି ସ୍ଥିତ ଶ୍ରୀ ମହାବୀରଙ୍କ ନିକଟରେ ପ୍ରାର୍ଥି ଦ୍ଵୟ ବିଜୟ ହାସଲ କରିବା ପାଇଁ ଦୀପ ଜାଳି ଶୁଭ କାମନା କରିଛନ୍ତି।
No Result
View All Result