No Result
View All Result
୦୬ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିମାପଡ଼ା :-> ବିଜେଡ଼ି ରେ ସମୀର ଙ୍କୁ ନୂଆ ଦାୟୀତ୍ବ ଦେଇ ବୁଝାଇ ଦେଲେ ନବୀନ ପଟ୍ଟନାୟକ ଆଉ ବୁଝିଗଲେ ସମୀର । ନିମାପଡ଼ା ରୁ ପ୍ରାର୍ଥୀ କରାନଗଲେ ନିମାପଡ଼ାରେ ବିଜେଡ଼ି ର ମୂଳପୋଛ ହେବ ବୋଲିି ଖୋଲାଖୋଲି ଭାବେ ଚେତାବନୀ ଦେଉଥିଲେ ସମୀର ରଞ୍ଜନ ଦାଶ । ତା ସହିତ ନିମାପଡ଼ା ର ସମସ୍ତ ବିଜୁଜନତା ଦଳର କାର୍ଯ୍ୟକର୍ତ୍ତା କର୍ମୀମାନେ ସମୂହ ଇସ୍ତଫା ଦେବା ସହ ନିଜେ ସମୀର ରଞ୍ଜନ ଦାଶ ଦଳରୁ ଇସ୍ତଫା ଦେବେ ବୋଲି ବାରମ୍ବାର ଧମକାଉଥିଲେ । ହେଲେ ଆଜି ଦଳ ତାଙ୍କୁ ଢେ଼ଙ୍କାନାଳ ସଂସଦୀୟ କ୍ଷେତ୍ରରେ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛି । କୁହାଯାଉଛି ନିମାପଡ଼ା ପ୍ରାର୍ଥୀ ହେବା ପାଇଁ ଯେଉଁ ଜିଦ୍ କରୁଥିଲେ ଏବେ କୁଆଡେ଼ ଛାଡ଼ିଦେବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
No Result
View All Result