• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବାଲିକୁଦା-ଏରସମା ରେ ସତ୍ୟ ସାରଥୀ ଙ୍କ ସପକ୍ଷରେ ସମର୍ଥନ ଓ ସମବେଦନାର ସ୍ରୋତ

Proprietor Abhimanyu Maharana by Proprietor Abhimanyu Maharana
May 6, 2024
in ଓଡ଼ିଶା, ଜଗତସିଂହପୁର, ରାଜନୀତି, ହୋମ୍
0
ବାଲିକୁଦା-ଏରସମା ରେ ସତ୍ୟ ସାରଥୀ ଙ୍କ ସପକ୍ଷରେ ସମର୍ଥନ ଓ ସମବେଦନାର ସ୍ରୋତ
Share on FacebookShare on TwitterWhatsapp

୦୬ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର/ବାଲିକୁଦା :-> ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ସତ୍ୟ ସାରଥୀ ମହାନ୍ତିଙ୍କ ସପକ୍ଷରେ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ବିପୁଳ ସମର୍ଥନ ଓ ବ୍ୟାପକ ସମବେଦନାର ସୁଅ ଛୁଟୁଥିବା ଲକ୍ଷ୍ୟ କରାଯାଉଛି। ନିର୍ବାଚନୀ ରାଜନୀତିରେ ନୂତନ ଚେହେରା, ସତେଜ ବ୍ୟକ୍ତିତ୍ୱ, ସ୍ୱଚ୍ଛ ଭାବମୂର୍ତ୍ତି ବହନ କରିବା ସାଙ୍ଗକୁ ଜଣେ ଯଶସ୍ଵୀ ଭୂମିପୁତ୍ର ଭାବରେ ସତ୍ୟ, ଜାତୀୟ ରାଜଧାନୀ କ୍ଷେତ୍ର ଗୁରୁଗ୍ରାମ ଠାରେ ଶିଳ୍ପଦ୍ୟୋଗୀ ଭାବରେ ଗଗନଚୁମ୍ବି ସଫଳତା ହାସଲ କରିବା ବିଷୟକୁ ସ୍ଥାନୀୟ ବାସୀନ୍ଦା ମାନେ ବେଶ ପସନ୍ଦ କରୁଛନ୍ତି।ଜଣେ ସୁଦକ୍ଷ, ସକ୍ରୀୟ ଓ ସଶକ୍ତ ଯୁବନେତା ଭାବରେ ତୃଣମୂଳ ସ୍ତରରେ ସଂସ୍କାର ମାଧ୍ୟମରେ କୌଶଳ ବିକାଶ, ଆତ୍ମନିଯୁକ୍ତି ଏଵଂ ନେତୃତ୍ୱ ସହିତ ସହଭାଗୀତା ଦ୍ୱାରା ଉଦ୍ୟୋଗୀକରଣ କୁ କାର୍ଯ୍ୟାନ୍ୱୟନ କରି ସମନ୍ବିତ ସାମାଜିକ ଓ ଅର୍ଥନୈତିକ ଉନ୍ନତିକୁ ସମ୍ଭବପର କରିବା ପାଇଁ ଶ୍ରୀ ମହାନ୍ତିଙ୍କ ଦ୍ୱାରା ପ୍ରସ୍ତୁତ ପାରଦର୍ଶୀ ଯୋଜନା ଭୋଟଦାତାମାନଙ୍କ ଦ୍ୱାରା ବେଶ ଆଦୃତ ହେଉଛି।ମାତ୍ର ୬ ମାସ ମଧ୍ୟରେ ବାଲିକୁଦା-ଏରସମା ଅଞ୍ଚଳର କାୟାକଳ୍ପକୁ ବଦଳାଇ ଦେଇଥିବା ସତ୍ୟ ସାରଥୀ ଏବେ ବିକାଶର ସାରଥୀ ସାଜିଥିବା ଦେଖାଯାଉଛି।ଭୋଟ ଦାତାମାନଙ୍କ ସହିତ ବ୍ୟକ୍ତିଗତ ସ୍ତରରେ ସିଧାସଳଖ ସମ୍ପର୍କ ରକ୍ଷା କରିବା, ପାର୍ଟିର ସାଙ୍ଗଠନିକ ଢାଞ୍ଚାକୁ ମଜବୂତ କରିବା, ହଜାର ହଜାର ଯୁବକ ଓ ମହିଳା କର୍ମୀ ଙ୍କୁ ସାମିଲ କରାଇ ଦଳର ଭିତ୍ତିକୁ ପରିବ୍ୟାପ୍ତ କରିବା ଏବଂ “ମୋ ମାଟି-ମୋ ଗାଁ : ଜନମତ” ନାମକ ଏକ ପ୍ରଯୁକ୍ତି ଆଧାରିତ ସର୍ଭେ କରି ଲୋକ ମାନଙ୍କର ପ୍ରକୃତ ସମସ୍ୟା ଏବଂ ସେଗୁଡିକର ସମାଧାନର ସୁତ୍ରକୁ ଚିହ୍ନଟ କରିବାରେ ଶ୍ରୀ ମହାନ୍ତି ସଫଳକାମ ହୋଇଛନ୍ତି।ସତ୍ୟଙ୍କର ଗବେଷଣା ଭିତ୍ତିକ ରାଜନୀତି ଏବଂ ପ୍ରଯୁକ୍ତି ବିଦ୍ୟା ଆଧାରିତ ଅଭିନବ ଜନକଲ୍ୟାଣ କାର୍ଯ୍ୟକ୍ରମ ଖସଡ଼ା ଆବାଳ ବୃଦ୍ଧବନିତାଙ୍କ ମନକୁ ଛୁଇଁ ପାରିଛି।ବ୍ୟାପକ ମାତ୍ରାରେ ଦୁର୍ନୀତି ବାଲିକୁଦା-ଏରସମାର ଉନ୍ନୟନ କ୍ଷେତ୍ରରେ ସବୁଠାରୁ ବଡ଼ ବ୍ୟାଧକ ସାଜିଥିବା ଶ୍ରୀ ମହାନ୍ତି ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି। ଏଠାକାର ଅନ୍ୟାନ୍ୟ ଗୁରୁତର ସମସ୍ୟା ଗୁଡିକ ମଧ୍ୟରେ ସ୍ଥାନୀୟ ଯୁବକ ଯୁବତୀ ମାନେ ଉତ୍କଟ ବେକାରୀ ପରିସ୍ଥିତିର ଶୀକାର ହେବା,ଅତ୍ୟାଧୁନିକ ଚାଷ ଯନ୍ତ୍ରପାତି, ବଜାରଗତ ସୁବିଧା,ଆବଶ୍ୟକୀୟ ଜଳସେଚନ ବ୍ୟବସ୍ଥା, ଶୀତଳ ଭଣ୍ଡାରର ମହଜୁଦି ,ବିକଳ୍ପ କୃଷି ନେଇ ସଚେତନତା ଆଦିର ଘୋର ଅଭାବ ଯୋଗୁଁ ଚାଷୀମାନେ ଉତ୍ପୀଡ଼ିତ ହେବା ଏବଂ କୁଶଳୀ ପାଠ୍ୟକ୍ରମ ବିହୁନେ ବିପର୍ଯ୍ୟସ୍ତ ହୋଇ ପଡିଥିବା ଶିକ୍ଷା ବ୍ୟବସ୍ଥା ଆଦି ଅନ୍ତର୍ଭୁକ୍ତ ବୋଲି ସେ ଦର୍ଶାଇଛନ୍ତି।ଥରେ ବିଧାୟକ ଭାବେ ନିର୍ବାଚିତ ହେଲେ ଏହି ସମସ୍ୟା ଗୁଡିକର ସମଧାନକୁ ସେ ସର୍ବାଧିକ ଅଗ୍ରାଧିକାର ଦେବେ ବୋଲି ସତ୍ୟ ପ୍ରକାଶ କରିଛନ୍ତି। ଲୋକ ମାନଙ୍କର ଆଶା ଓ ଆକାଂକ୍ଷାକୁ ପୂରଣ କରିବା ଦିଗରେ ସେ ନିଶ୍ଚିତ ଭାବରେ ସକ୍ଷମ ହେବେ ବୋଲି ଦମ୍ଭ ପ୍ରକାଶ କରି ଶ୍ରୀ ମହାନ୍ତି, ବାଲିକୁଦା-ଏରସମା ବାସୀଙ୍କ ପାଇଁ ଦିନରାତି ତାଙ୍କର ଦ୍ୱାର ସବୁବେଳେ ଖୋଲା ରହିବ ବୋଲି ଘୋଷଣା କରିଛନ୍ତି।ଏବେ ନିଜ ନିର୍ବାଚନ ମଣ୍ଡଳୀର କୋଣ ଅନୁକୋଣରେ ବଢି ଭୋରରୁ ରାତ୍ରିର ବିଳମ୍ବିତ ପ୍ରହର ପର୍ଯ୍ୟନ୍ତ ଘମାଘୋଟ ପ୍ରଚାର କାର୍ଯ୍ୟ ରେ ବ୍ୟସ୍ତ ଥିବା ଶ୍ରୀ ମହାନ୍ତିଙ୍କର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଥିବା ଦେଖାଯାଉଛି। ରାଜନୈତିକ ସମୀକ୍ଷକ ମାନଙ୍କର ସଦ୍ୟତମ ଆକଳନ ଅନୁଯାୟୀ ଦୀର୍ଘ ଦିନ ଧରି ବାଲିକୁଦା-ଏରସମା ବିଜୁ ଜନତା ଦଳର ଅଭେଦ୍ୟ ଦୁର୍ଗ ଭାବରେ ପରିଗଣିତ ହୋଇ ଆସୁଥିଲେ ହେଁ,ସତ୍ୟଙ୍କର ଲୋକାଭିମୁଖୀ ଆକର୍ଷକ ବ୍ୟକ୍ତିତ୍ବ, ଦେଶ ସାରା ସୃଷ୍ଟି ହୋଇଥିବା ଅଦ୍ଭୂତପୂର୍ବ ମୋଦୀ ଲହରୀ ଏବଂ ” ଡବଲ ଇଞ୍ଜିନ “ ସରକାର ପ୍ରତି ଜନସାଧାରଣଙ୍କର ଅତ୍ୟଧିକ ଆଗ୍ରହ ପରିପ୍ରେକ୍ଷୀରେ ଠାକୁର ମହାବୀରଙ୍କର ଏହି ପବିତ୍ର କ୍ଷେତ୍ରରେ ପରିବର୍ତ୍ତିତ ରାଜନୈତିକ ସମୀକରଣକୁ ଆଧାର କରି ବିଜେପି ଯଦି ଦୀର୍ଘ ପ୍ରତୀକ୍ଷିତ ଜୀତାପଟ ହାସଲ କରେ, ତେବେ ଏହା କିଛି ଆଶ୍ଚର୍ଯ୍ୟ ଜନକ କଥା ହେବ ନାହିଁ ବୋଲି ଧରାଯାଉଛି।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବିରିଡିରେ ରଜ ଉଚ୍ଛବ ପାଳିତ

ବିରିଡିରେ ରଜ ଉଚ୍ଛବ ପାଳିତ

June 13, 2026
Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

June 13, 2026
ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା 

समाज के आर्थिक रूप से कमजोर परिवारों को आर्थिक सहायता

June 13, 2026
ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା 

ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା 

June 13, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବିରିଡିରେ ରଜ ଉଚ୍ଛବ ପାଳିତ

ବିରିଡିରେ ରଜ ଉଚ୍ଛବ ପାଳିତ

June 13, 2026
Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

June 13, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version