• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମଧୁବାବୁଙ୍କ ୧୭୬ତମ ଜନ୍ମ ଜୟନ୍ତୀ:ଓକିଲ ଦିବସ ସମାରୋହ ସହକାରେ ପାଳିତ

Proprietor Abhimanyu Maharana by Proprietor Abhimanyu Maharana
April 29, 2024
in ଓଡ଼ିଶା, ଖୋର୍ଦ୍ଧା, ହୋମ୍
0
ମଧୁବାବୁଙ୍କ ୧୭୬ତମ ଜନ୍ମ ଜୟନ୍ତୀ:ଓକିଲ ଦିବସ ସମାରୋହ ସହକାରେ ପାଳିତ
Share on FacebookShare on TwitterWhatsapp

୨୯ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ଖୋର୍ଦ୍ଧା-ଜଟଣୀ  :->  ଜଟଣୀ ବାର୍ ଆସୋସିଏସନ୍ ଆନୁକୁଲ୍ୟରେ ସ୍ଥାନୀୟ ଜେ.ଏମ.ଏଫ.ସି କୋର୍ଟ ପରିସରରେ ଅନୁଷ୍ଠିତ ଏହି ବର୍ଣ୍ଣାଢ଼୍ୟ ଉତ୍ସବରେ ମଧୁବାବୁ ଜୟନ୍ତୀ ତଥା ଓକିଲ ଦିବସ ଅତି ଯାକଜମକରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଓଡ଼ିଶା ମାନବ ଅଧିକାର କମିଶନ ସଦସ୍ୟ ଚିତ୍ତ ରଞ୍ଜନ ମହାପାତ୍ର ମୁଖ୍ୟ ଅତିଥି, ଗାନ୍ଧୀ ସ୍ମାରକୀ ନିଧି ସଚିବ ପ୍ରହଲ୍ଲାଦ ସିନ୍ହା ମୁଖ୍ୟବକ୍ତା ଓ ଜଟଣୀ ଜେ.ଏମ.ଏଫ.ସି ବିଚାରପତି ସମ୍ମାନୀୟା ହିତାଶ୍ରି ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ନିଜର ସାର ଗର୍ଭକ ବକ୍ତବ୍ୟ ରଖିଥିଲେ।

ଅତିଥି ଗଣ ନିଜନିଜର ବକ୍ତବ୍ୟରେ କହିଥିଲେ ଯେ ଗୋପବନ୍ଧୁ ଜୀବିତ ଅବସ୍ଥାରେ ପାଲଟିଥିଲେ କିମ୍ବଦନ୍ତୀ ପୁରୁଷ। କଟକ ଜିଲ୍ଲା ସତ୍ୟଭାମାପୁ୍ର ରେ ୧୮୪୮ମସିହା ଏପ୍ରିଲ ୨୮ତାରିଖରେ ଜନ୍ମ ଗ୍ରହଣ କରିଥିଲେ। କଲିକତା ବିଶ୍ଵବିଦ୍ୟାଳୟ ରୁ ଏମ.ଏ.ଏଲ୍.ଏଲ.ବି. କରି କଲିକତାରେ କିଛିବର୍ଷ ଓକିଲାତି କରି ୧୮୮୧ମସିହାରେ କଟକରେ ଓକିଲାତି କରିଥିଲେ। ଉତ୍କଳ ଗୌରବ ମଧୁସୁଦନଙ୍କ ଓକିଲାତି ଜୀବନ ଏକ ସୁଦୀର୍ଘ ଇତିହାସ। ଆଇନ ଶାସ୍ତ୍ରରେ ତାଙ୍କର ଗଭୀର ପାଣ୍ଡିତ୍ୟ ଥିଲା।

ମଧୁବାବୁ ନିଜ ଓକିଲାତି ବୃତ୍ତିରେ ବହୁ ଗୁରୁତ୍ଵପୂର୍ଣ୍ଣ ମକଦ୍ଦମା ପରିଚାଳନା କରି ସଫଳତା ଅର୍ଜନ କରିଥିଲେ।ସେ ଖଣ୍ଡପଡ଼ା ରାଜା, କେନ୍ଦୁଝର ରାଜା,ଶ୍ରୀ ମନ୍ଦିର ପରିଚାଳନା ବିବାଦ ସମ୍ପର୍କିତ ଜଟିଳ ମକଦ୍ଦମାରେ ନିଜର ଦକ୍ଷତାର ପ୍ରମାଣ ଦେଇ ଶ୍ରେଷ୍ଠ ଏବଂ ଅଦ୍ୱିତୀୟ ପ୍ରମାଣିତ କରିପାରିଥିଲେ। ସର୍ବପରୀ ଓଡ଼ିଶା ହାଇକୋର୍ଟ ପ୍ରତିଷ୍ଠା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ। ଏହି କାର୍ଯ୍ୟକ୍ରମରେ ଜଟଣୀ ବାର୍ ଆସୋସିଏସନ୍ ସଭାପତି ଶରତ ଚନ୍ଦ୍ର ପାଇକରାୟ ସଭାପତିତ୍ବ କରିଥିଲାବେଳେ ସମ୍ପାଦକ ବ୍ରଜ ବନ୍ଧୁ ପ୍ରଧାନ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ।

ଏହି ଅବସରରେ ଶ୍ରୀଯୁକ୍ତ ବିପିନ ବିହାରୀ ମହାନ୍ତିଙ୍କୁ “ଜଟଣୀ ରତ୍ନ” ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଜଟଣୀ ଲୟର୍ସ ଆସୋସିଏସନ୍ ସଭାପତି, ସମ୍ପାଦକଙ୍କ ସମେତ ବହୁ ଆଇନଜୀବୀ, ସମାଜସେବୀ, ପୋଲିସ ଅଧିକାରୀ ମାନେ ଯୋଗଦେଇଥିଲେ। ବାର୍ ଆସୋସିଏସନ ର ଉପ ସଭାପତି ମିହିର କାନ୍ତ କୋଠାରୀ ଧନ୍ୟବାଦ୍ ଅର୍ପଣ କରିଥିବାବେଳେ ସହ ସମ୍ପାଦକ ହର ପ୍ରସାଦ ବରାଳ,

କୋଷାଧ୍ୟକ୍ଷ ମାନସ କୁମାର ସୁବୁଦ୍ଧି,ମିଡ଼ିଆ ସେଲ୍ ଇନଚାର୍ଜ ଅକ୍ଷାଂଶୁ ନାୟକ,ବରିଷ୍ଠ ଆଇନଜୀବୀ ସାନୂଜ ମିଶ୍ର, ଅମର ମିଶ୍ର, ଅମୀୟ ରଞ୍ଜନ ବେହେରା,ବି ମଧୁସ୍ମିତା, ରଘୁନାଥ ନାୟକ, ଋଷିକୂଲ୍ୟା ସାମନ୍ତରାୟ, ଶୁଭେନ୍ଦୁ ପଟ୍ଟନାୟକ ଓ ସୁଶିଲ ରଥ ପ୍ରମୁଖ କାର୍ଯ୍ୟକ୍ରମକୁ ସଂଯୋଜନା ଓ ପରିଚାଳନା କରିଥିଲେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରଣପୁର ଜୁନିୟର କଲେଜ ନିର୍ବାଚନ : କଂଗ୍ରେସ ସାଥିରେ ଘୋଡା ବେପାର ଯିଏ କରିବ, ବିଜୟୀ ତାହର ହେବ

ରଣପୁର ଜୁନିୟର କଲେଜ ନିର୍ବାଚନ : କଂଗ୍ରେସ ସାଥିରେ ଘୋଡା ବେପାର ଯିଏ କରିବ, ବିଜୟୀ ତାହର ହେବ

October 11, 2026
“Industry Must Lead Skill Development and Innovation to Drive Economic Growth”: Bhupendra Singh Poonia

ଅର୍ଥନୈତିକ ବିକାଶ ପାଇଁ ଶିଳ୍ପସଂସ୍ଥାଗୁଡ଼ିକ ଦକ୍ଷତା ବିକାଶ ଏବଂ ନବସୃଜନର ନେତୃତ୍ୱ ନେବା ଜରୁରୀ : ଭୂପେନ୍ଦ୍ର ସିଂହ ପୁନିଆ

ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ

ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ

October 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରଣପୁର ଜୁନିୟର କଲେଜ ନିର୍ବାଚନ : କଂଗ୍ରେସ ସାଥିରେ ଘୋଡା ବେପାର ଯିଏ କରିବ, ବିଜୟୀ ତାହର ହେବ

ରଣପୁର ଜୁନିୟର କଲେଜ ନିର୍ବାଚନ : କଂଗ୍ରେସ ସାଥିରେ ଘୋଡା ବେପାର ଯିଏ କରିବ, ବିଜୟୀ ତାହର ହେବ

October 11, 2026
“Industry Must Lead Skill Development and Innovation to Drive Economic Growth”: Bhupendra Singh Poonia

ଅର୍ଥନୈତିକ ବିକାଶ ପାଇଁ ଶିଳ୍ପସଂସ୍ଥାଗୁଡ଼ିକ ଦକ୍ଷତା ବିକାଶ ଏବଂ ନବସୃଜନର ନେତୃତ୍ୱ ନେବା ଜରୁରୀ : ଭୂପେନ୍ଦ୍ର ସିଂହ ପୁନିଆ

October 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version