• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଅସହ୍ୟ ଗରମ ରେ ବିଦ୍ୟୁତ କାଟ : ଦୈନିକ 5ଘଣ୍ଟା ହେଉଛି କଟ….ହିତାଧିକାରୀ ହନ୍ତସନ୍ତ

Proprietor Abhimanyu Maharana by Proprietor Abhimanyu Maharana
April 28, 2024
in ଓଡ଼ିଶା, ଗଜପତି, ହୋମ୍
0
ଅସହ୍ୟ ଗରମ ରେ ବିଦ୍ୟୁତ କାଟ : ଦୈନିକ 5ଘଣ୍ଟା ହେଉଛି କଟ….ହିତାଧିକାରୀ ହନ୍ତସନ୍ତ
Share on FacebookShare on TwitterWhatsapp

୨୭ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି  :->  ଗଜପତି ଜିଲ୍ଲା ଆର, ଉଦୟଗିରି , ଛେଳିଗଡ, ମହେନ୍ଦ୍ରଗଡ, ରାମଗିରି, ଛେଳାଗଡ, ସିଆଲିଲଟି, ତବାରସିଙ୍ଗ୍, ମଙ୍ଗରାଜପୁର, ଅବାରସିଂ, ଶଵପୋଲି ଗଜପତି ଜିଲ୍ଲାର ୨ଗୋଟି ବ୍ଲକ ଯଥା ମୋହନା ଅଡବା, ଚନ୍ଦ୍ରଗିରି, ଚାନ୍ଦିପୁଟ, ନୂଆଗଡ ଖଜୁରିପଦା, ବଡପଦା, କେରେଡାଙ୍ଗ, ତିତିସିଂ, ଏନ, ଝାଲରସିଂ, ତାବରଡା ,ପରିମଳ, ସମଲପୁର ଅନୁଗୁର, ଉଦୟପୁର , ସୁନ୍ଦରଡାଙ୍ଗ, କିରାମା ଆଦି ଅଞ୍ଚଳରେ ଗ୍ରୀଷ୍ମ ଋତୁ ଆରମ୍ଭରୁ ହିଁ ଅଘୋଷିତ ଭାବେ ବାରମ୍ବାର ବିଦୁତ କାଟ ହେବାରେ ଲାଗିଛି. ଉତ୍ତାପ ବୃଦ୍ଧି ସାଙ୍ଗକୁ ଅଘୋଷିତ ବିଦ୍ୟୁତ କାଟ ଲୋକଙ୍କୁ ଅତିଷ୍ଠ କରିଛି. ଲୋକେ ଆମ ପ୍ରତିନିଧି ଙ୍କୁ ସୂଚନା ଦେଇ କହିଛନ୍ତି ଯେ ଗତ କିଛିଦିନ ହେଲା ପ୍ରତି ଦିନ ୨ରୁ ୫ଘଣ୍ଟା ବିଦ୍ୟୁତ କାଟ ହେଉଛି। ସନ୍ଧ୍ୟାରେ ବିଦ୍ୟୁତ କାଟ ଯୋଗୁ ପାଠପଢ଼ା ସମ୍ପୂର୍ଣ୍ଣ ବ୍ୟାଘାତ ଘଟୁଛି। ଏହି ପରମ୍ପରା ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଦେଖିବାକୁ ମିଳୁଛି। ଗ୍ରୀଷ୍ମ ଦିନେ ୨୪ଘଣ୍ଟିଆ ବିଦ୍ୟୁତ ସେବା ଯୋଗାଇ ଦିଆଯିବ ବୋଲି କୁହାଯାଉଛି। ଏହା ଏଠାରେ କେବଳ ବାକ୍ୟରେ ସୀମିତ ରହିଲା ଭଳି ଲାଗୁଛି। ବଜ୍ରପାତ କିମ୍ବା ପବନ ବର୍ଷା ହେଲେ ବିଦ୍ୟୁତ କାଟ ସ୍ଵାଭାବିକ କଥା।

କିନ୍ତୁ ଏଠାରେ ସାମାନ୍ୟ ବର୍ଷା ପବନ ହେଲେ ବିଦ୍ୟୁତ କାଟର ଭୟ ରହିଥାଏ। ଅନ୍ୟପକ୍ଷରେ ପରିଚାଳନା ଗତ କାରଣ ବା ମେଣ୍ଟେନଂସ୍ ନାମରେ ଡ଼ାକବାଜି ଯନ୍ତ୍ରରେ ଘୋଷଣା କରାଯାଇ ପ୍ରତିମାସରେ ୬ରୁ ୭ଘଣ୍ଟା ବିଦ୍ୟୁତ କାଟ କରାଯାଏ। ଏହି ନିକଟ ଅତୀତରେ ଲଗାତାର ଭାବେ ଏପରି ହେଇଚି। ଏଠାରେ ପ୍ରଶ୍ନ ଉଠେ ଘୋଷିତ ଭାବେ ବିଦ୍ୟୁତ କାଟ କରି କିପରି କାର୍ଯ୍ୟ ହୁଏ ଯେ ଅଘଷିତ କାଟ କରିବାକୁ ପଡେ ଯାହା ଦ୍ଵାରା ସାଧାରଣ ଲୋକେ ଅସୁବିଧାର ସମ୍ମୁଖିନ ହୁଅନ୍ତି। କିଛି ସାଧାରଣ ଲୋକଙ୍କ କହିବା କଥା ହେଲା ବିଦ୍ୟୁତ ଵିଲ ସଠିକ ଆଦାୟ ହେଉଛି କି ନାହିଁ ତାହା ନିରୀକ୍ଷଣ କରିବାକୁ ଅଧିକାରୀ ତଥା ଯନ୍ତ୍ରୀ ମାନେ ଯେତିକି ତତ୍ପରତା ଦେଖନ୍ତି ସଠିକ ବିଦ୍ୟୁତ ସେବା ଲୋକଙ୍କ ପାଖରେ କିପରି ପହଞ୍ଚିବ ସେ ଦିଗରେ ଏତେଟା ଆଗ୍ରହ ଦେଖିବାକୁ ମିଳେ ନାହିଁ।

ଏହି ଅଘୋଷିତ ବିଦ୍ୟୁତ କାଟ ସାଧାରଣ ଲୋକଙ୍କ ମନରେ ଅସନ୍ତୋଷ ବଢ଼ାଉଛି। ଏହା ତେଜିବା ପୂର୍ବରୁ ଏହି ସମସ୍ୟାର ସମାଧାନ କରିବାକୁ ବୁଦ୍ଧିଜୀବୀ ଏଵଂ ସାଧାରଣ ଲୋକେ ପ୍ରଶାସନକୁ ନିବେଦନ କରିଛନ୍ତି। ଆର, ଉଦୟଗିରି ସେଶନରେ ସକାଳ ୮ଟା ବିଦ୍ୟୁତ କଟି ୧୦ଟା ସମୟରେ ଆସିଥିଲା, ତାପରେ ଉଦୁଉଦିଆ ଖରା ୧୨ଟା ଯାଇ ୧ ଘଣ୍ଟ ସମୟରେ ଆସିଥିଲା ପୃଣି ଅପରାନ ୪ଟା ରୁ ବିଦ୍ୟୁତ କଟି ରାତ୍ର ୧୯ ଟା ପର୍ଯ୍ୟନ୍ତ ବିଦ୍ୟୁତ ଆସିନଥିଲା । ଏହି ବିସୟ ନେଇ ବିଦ୍ୟୁତ ବିଭାଗର ଏସଡିପିଓ ପଚାରିବାରୁ ସେକହିଥିଲେ ଆମେର ଏଠୁ କଟିନି ମୋହନା ଗିଡିକୋରୁ କଟିଛି । ବିଦ୍ୟୁତ ଚାଲିଯିବା ପରେ ନେଟଓ୍ବର୍କ ମଧ୍ୟ ଚାଲିଯିବା ଅଞ୍ଚଳର ଲୋକେ ହଟହଟା ହେବାକୁ ପଡୁଛି । ବିଦ୍ୟୁତ ବିଭାଗ ସାମାନ୍ୟ ବର୍ଷ କିମ୍ବା ପବନ ଆରମ୍ଭ ହେଉ ହେଉ ବିଦ୍ୟୁତ୍ କଟିଯାଇ ପବନ, ବର୍ଷା ବନ୍ଧ ହୋଇଯାଇଥିଲେ ବିଦ୍ୟୁତ ଆସିବା ନା ଧରନି ଯାହାଫଳରେ ଅଞ୍ଚଳ ଲୋକେ ହଟହଟା ହେଉଛନ୍ତି । ଶନିବାର ଫୋର ବିଦ୍ୟୁତ କଟି ୪.୩୦ ଯାଇ ୫.୩୦ ଆସିଥିଲା । ପୁଣି ସକାଳ ୧୦ ବିଦ୍ୟୁତ କଟି ଖବର ପଠାଇବା ପର୍ଯ୍ୟନ୍ତ ବିଦ୍ୟୁତ ଗ୍ରାମକୁ ଆସିନଥିଲା । ବିଦ୍ୟୁତ ବାରମ୍ବାର କଟିବା ଯୋଗୁଁ ପଞ୍ଚାୟତ ଦ୍ବାରା ଗ୍ରାମକୁ ଯୋଗାଯାଉଥିବା ପାଣି ମଧ୍ୟ ଲୋକେ ପାଇପାରୁନାହିଁନ୍ତି । ତାହାର କିଛି ସମୟ ମଧ୍ୟରେ ନେଟଓ୍ବର୍କ ମଧ୍ୟ କଟିଯାଉଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଉଦ୍ୟାନ କୃଷି ରେ ଅଭିମନ୍ୟୁ ସୃଷ୍ଟି କରିଛନ୍ତି ନୂଆ ପରିଚୟ

ଉଦ୍ୟାନ କୃଷି ରେ ଅଭିମନ୍ୟୁ ସୃଷ୍ଟି କରିଛନ୍ତି ନୂଆ ପରିଚୟ

October 4, 2026
ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ

ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ

October 4, 2026
ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ

ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ

October 4, 2026
Kandhamal Gram Sabhas Strengthen Community Commitment to End Child Marriage

କନ୍ଧମାଳ ଗ୍ରାମ ସଭାଗୁଡିକ ବାଲ୍ୟ ବିବାହରେ ପରିସମାପ୍ତି ଘଟାଇବାକୁ ଗୋଷ୍ଠୀ ପ୍ରତିବଦ୍ଧତା ସୁଦୃଢ କଲା

October 4, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଉଦ୍ୟାନ କୃଷି ରେ ଅଭିମନ୍ୟୁ ସୃଷ୍ଟି କରିଛନ୍ତି ନୂଆ ପରିଚୟ

ଉଦ୍ୟାନ କୃଷି ରେ ଅଭିମନ୍ୟୁ ସୃଷ୍ଟି କରିଛନ୍ତି ନୂଆ ପରିଚୟ

October 4, 2026
ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ

ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ

October 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version