No Result
View All Result
୨୫ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ବେଗୁନିଆ ଅବକାରୀ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରି ୪୮ ଲିଟର ଦେଶୀ ଓ ୭ ଲିଟରରୁ ଊର୍ଦ୍ଧ୍ବ ବିଦେଶୀ ମଦ ସହ ବାଇକ ଜବତ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ବେଗୁନିଆ ଅବକାରୀ ଥାନା ଉପନୀରିକ୍ଷକ ଏନ ଜାଗିନ ରାଓ ସୂଚନା ଅନୁଯାୟୀ ରାସୋଳ ଅଜୟ କୁମାର ସୁବୁଦ୍ଧି,
ହୀରାପୁର ଗ୍ରାମର କୃପାସିନ୍ଧୁ ରଥଙ୍କ ବେଗୁନିଆ ଲଳିତା ସାହୁ, ଗୌଡ ନୂଆଗାଁ ଗ୍ରାମର ଅଖିଳ କୁମାର ପଣ୍ଡାଙ୍କ ଠାରୁ ମୋଟ ୬୮ ଲିଟର ଦେଶୀ ମଦ ଓ ୭ଲିଟର ରୁ ଉର୍ଦ୍ଧ୍ବ ବିଦେଶୀ ମଦ ଓ ମୋଟର ସାଇକେଲ ଜବତ କରିଛି। ଏଥିରେ ସହକାରୀ ଉପନୀରିକ୍ଷକ ବିରଂଚି ନାରାୟଣ ମହାନ୍ତି,ସିପାହୀ ବିକାଶ କୁମାର ରାଉତ,ମନୋଜ କୁମାର ଜୟସିଂହ ଓ ଚିନ୍ମୟୀ ସେଠୀ ପ୍ରମୁଖ ଚଢ଼ାଉରେ ସାମିଲ ଥିଲେ।
No Result
View All Result