No Result
View All Result
୨୩ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାହାଙ୍ଗା :-> ମାହାଙ୍ଗା ବ୍ଲକ ଅନ୍ତର୍ଗତ ନୃତାଙ୍ଗ ଗ୍ରାମ ପଞ୍ଚାୟତ ର ନାରାୟଣ ଦାଶ ଓ ଅଶୋକ ଦାଶ ଙ୍କ ଘର କାଲି ବିଳମ୍ବିତ ରାତି ରେ କୌଣସି କାରଣ ହେତୁ ଦୁଇ ବଖରା ଘର ନିଆଁ ଲାଗି ଘର ର ସମସ୍ତ ଆସଭାବ ପତ୍ର ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା ।
ଏହି ଦୁଃଖଦ ଖବର ପାଇ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ମହୋଦୟ ଦାଶ ପରିବାର ଙ୍କ ପାଈଁ ପାଲ , ମସୁରି ଓ ଆର୍ଥିକ ସହାୟତା ସେହି ନୃତାଂଗ ପଂଚାୟତ ର ସରପଞ୍ଚ , ସଭାପତି ଓ ପଞ୍ଚାୟତ ର ସମସ୍ତ ବି ଜେ ଡି କର୍ମୀ ମାନଙ୍କ ଉପସ୍ଥିତି ରେ ଦେଇଥିଲେ । ଏହି ଦୁଃଖଦ ଖବର ପାଇ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ବହୁତ ଦୁଃଖ ପ୍ରକାଶ କରିଥଲେ ।
No Result
View All Result