No Result
View All Result
୧୮୦ କିଲୋମିଟର ଦୂର ରୁ ଆଣିବା ସମୟରେ ତାଙ୍କୁ ପିଇବା ପାଇଁ ପାଣି ଟୋପାଏ ଦେଇନଥିଲେ
୨୧ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ/ସିଡିଏ :-> ସୁଶାନ୍ତ ଧଳ ସାମନ୍ତ ଏବଂ ସୁଶୁଲ୍ ଧଳ ସାମନ୍ତ ଙ୍କ ର ପିତା ସରୋଜ କୁମାର ଧଳ ସାମନ୍ତ ୮୮ ବର୍ଷ ହୋଇଥିବା ସମୟରେ ସିଡିଏ ସ୍ଥିତ ବାସଭବନରେ ଶନିବାର ଭୋର୍ ୫ଟାରେ ପରଲୋକ ହୋଇଯାଇଛି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ ତାଙ୍କର ଦୁଇ ପୁଅ ଏକ ଝିଅ ମଧ୍ୟ ଅଛନ୍ତି ଦୁଇ ପୁଅ ଜେଲ୍ ରୁ ଆସିବା ପରେ ସତୀଚୋଉରା ଶ୍ମଶାନ ରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ହେଲେ ବଡ଼ ଦୁଃଖ ର ବିଷୟ ଯେତେବେଳେ ତାଙ୍କର ଦୁଇ ପୁଅ ଏ ଘଟଣା ଜାଣିଲେ ତାଙ୍କର ମାନସିକ ଯନ୍ତ୍ରଣା କିପରି ଥିବ ସେ ସମୟରେ ଆମ୍ଭେମାନେ ଠିକ୍ ରେ ବୁଝିପାରୁ ଥିବା ହେଲେ ପୋଲିସ୍ ବାବୁ ମାନେ କିପରି ବୁଝି ପାରୁ ନାହାଁନ୍ତି .
ଶୁଶାନ୍ତ ଧଳ ସାମନ୍ତ ବଲାଙ୍ଗୀର ଜେଲ୍ ରୁ ଆସିଥିଲେ ସିଏ କହିବା କଥା ତାଙ୍କର କୋୖଣସି ଅସୁବିଧା ହୋଇ ନଥିଲା ପୋଲିସ ବାବୁ ମାନେ ତାଙ୍କ ର ଭଲମନ୍ଦ ବୁଝାସୁଝା କରି ଆରାମ୍ ରେ ଆଣିଥିବା ସମୟରେ କିପରି ଅନ୍ୟ ଏକ ଭାଇଙ୍କ ପାଇଁ ଏତେ ଅଡ଼ୁଆ ପୋଲିସ ବାଲା ତାଙ୍କ ପ୍ରତି ଅତ୍ୟାଚାର କରୁଥିଲେ ସୁଶିଲ ଙ୍କ ର କହିବା କଥା ତାଙ୍କର ହାତ ଏବଂ ଗୋଡ଼ରେ ହାତ କଡ଼ି ପ୍ରକାଇ ୧୮୦ କିଲୋମିଟର ଦୂର ରୁ ଆଣିବା ସମୟରେ ତାଙ୍କୁ ପିଇବା ପାଇଁ ପାଣି ଟୋପାଏ ଦେଇନଥିଲେ, ପ୍ରରିସା ଯିବାକୁ ମଧ୍ୟ ବାହାରକୁ ଛାଡିନଥିଲେ, ବହୁତ ମାନସିକ ନିର୍ଯ୍ୟାତନା ପାଇଲା ପରେ ଯେତେବେଳେ ଆଣିକି ଆସୁଥିବା ପୋଲିସ ବାବାଙ୍କୁ ଶୁସିଲ୍ ଧଳ ସାମନ୍ତ ପ୍ରଶ୍ନ କଲେ
ମୋ’ର ତ କୋର୍ଟ ଅର୍ଡର ଅଛି ବାପାଙ୍କ ର ଶେଷ ଦର୍ଶନ ପାଇଁ ଯିବାକୁ ଆପଣ ମାନେ କାହିଁକି ମୋତେ ଏତେ ଅତ୍ୟାଚାର କରି ନୋଉଛନ୍ତି ସେଥିରେ ଉକ୍ତ ପୋଲିସ ତତ୍ବାବଧାନରେ ଥିବା ଅଫିସର ତାଙ୍କର ରାଗ ଅଧିକ ହୋଇ ଗଲା ଏବଂ ସୁଶୁଲ୍ ଧଳ ସାମନ୍ତ ଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରିବା କୁ ପଛାଇଲେ ନାହିଁ ଏହି ଭାବରେ ତାଙ୍କୁ ଅଣାଯାଇଥିଲା ଏଥିରେ ତାଙ୍କର ପୋଲିସ ଉପରେ ଭରସା ବିଶ୍ଵାସ ତୁଟିଯିବା ଅତ୍ୟନ୍ତ ଦୁଃଖର ଘଟଣା ଥିଲା ତାଙ୍କର ବଡ଼ ପୁଅ ଶୁଶାନ୍ତ ଧଳ ସାମନ୍ତ ମୁଖାଗ୍ରିନ ଦୋଇ ଥିଲେ ଏବେ ଦୁଇ ଭାଇ କୋର୍ଟ କୁ ଅନୁରୋଧ ଓକିଲ ଙ୍କ ଦ୍ଵାରା କରିଛନ୍ତି ତାଙ୍କ ବାପାଙ୍କର ସୁଦିକିୟା ରେ ଯୋଗଦାନ ଦେବା ପାଇଁ ଯଦି ଶୁସିଲ୍ ଧଳ ସାମନ୍ତ ଙ୍କ ଉପରେ ଏ ପ୍ରରି ଅତ୍ୟାଚାର ମାନସିକ ଯନ୍ତ୍ରଣା ର ସମୁଖୀନ ହୋଇଛନ୍ତି ତାହାଲେ ଏହାର ସଠିକ୍ ଭାବରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିହାତି ଦରକାର ଅଛି ବୋଲି କିଛି ଲୋକଙ୍କର କହିବା କଥା .
No Result
View All Result