No Result
View All Result
ବର୍ଷା ଓ ଅନୁଭବ ମୁହାଁମୁହିଁ ହୋଇପାରନ୍ତି ।
୧୮ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବିଜେଡିରେ ସାମିଲ ହୋଇଛନ୍ତି । ପୂର୍ବରୁ ପଂଚାୟତ ନିର୍ବାଚନ, ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରୁଥିଲେ । ଏବେ କିନ୍ତୁ ବର୍ଷା ବିଧିବଦ୍ଧ ଭାବେ ଶଂଖ ଭବନରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଏବଂ ଦଳର ଅନ୍ୟତମ ନେତାଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ।
ବର୍ଷା ଫିଲ୍ମ ସହିତ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି ।ଏବେ ଅନୁଭବ ମହାନ୍ତି ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ତେଣୁ ପ୍ରଚାର ବେଳେ ମୈଦାନରେ ବର୍ଷା ଓ ଅନୁଭବ ମୁହାଁମୁହିଁ ହୋଇପାରନ୍ତି ।
No Result
View All Result