ବାଙ୍ଗାଲୋର, ପଣା ସଂକ୍ରାନ୍ତି ରେ ପ୍ରାଣ ବଞ୍ଚାଇ ବାର ପ୍ରୟାସ ରେ ଓଡ଼ିଆ ଟ୍ରଷ୍ଟ ସରଜାପୁର ( ଓ ଟି ସ ) ଅତି ପ୍ରସଂଶ ନିୟ

୧୬ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍ଗାଲୋର :-> ପଣା ସଂକ୍ରାନ୍ତି, ବିହୁ, ପୋଙ୍ଗଲ, ଉଗାଡି ଏବଂ ଗୁଡି ପାଦୱା ଆମେ ବିଭିନ୍ନ ନାମରେ ଆମର ନୂତନ ବର୍ଷ ପାଳନ କରିଥାଉ … ଏହା ଆମର ସଂସ୍କୃତି. ସେହି ପରି ଓଡ଼ିଆ ଓଡ଼ିଆ ନବ ବର୍ଷ , ଏପ୍ରିଲ ୧୪ କୁ ପାଳନ କରଯାଏ , ଏହା ପଣା ସଂକ୍ରାନ୍ତି ନାମ ରେ ପରିଚିତ । ଓଡ଼ିଆ ଟ୍ରଷ୍ଟ ସରଜାପୁର ( ଓ ଟି ସ ) ପକ୍ଷ ରୁ ଏହି ବର୍ଷ ବାଙ୍ଗାଲୋର ରେ କିଛି ନୂତନ ଚିନ୍ତା ଧାରା ନେଇ ପାଳନ କର ଯାଇଛି | ଏହି ଦିନ ରେ ଏକ ରକ୍ତ ଦାନ ଶିବିର ର ଆୟୋଜନ କରାଯାଇଥିଲା , ବହୁତ ଓଡ଼ିଆ ଆଉ ବିଭିଦ୍ଧ ଭାଷା ଲୋକ ରକ୍ତ ଦାନ କରିଥିଲେ , କମିଟି ତରଫରୁ ସମସ୍ତ ଙ୍କ ପାଇଁ ଓଡ଼ିଆ ପଣା ର ବ୍ୟାବସ୍ତା କରାଯାଇଥିଲା.ଲାୟନ ରକ୍ତ ଭଣ୍ଡାର ସହଯୋଗ କରିଥଲା ,

ସରଜାପୁର ଭି ସ ସ ସରକାରୀ ସ୍କୁଲ ପରିସରେ କାର୍ଯ୍ୟ କର୍ମ ଆୟୋଜନ କରାଯାଇଥିଲା . ପ୍ରତି ବର୍ଷ କିଛି କିଛି ଏହି ପରି ନୂତନ ପ୍ରୟାସ ପାଇଁ ଓଡ଼ିଆ ଟ୍ରଷ୍ଟ (ଓ ଟି ସ ) ବହୁତ ପ୍ରସଂଶ ନିୟ ହେଇପାରିଛୀ , ଓ ପ୍ରମୁଖ ସମାଜ ସେବା ଅନୁଷ୍ଠାନ ରୁ ଅନ୍ୟତମ . ସମସ୍ତେ ସହଯୋଗ କରିଥିବା ରୁ କମିଟି ତରଫରୁ ଧନ୍ୟବାଦ ଗ୍ୟାମ୍ପନ କରା ଯାଇଛି . କମିଟି ର ସମସ୍ତ ମୂଳ ସଦସ୍ୟ ଦିନ ରାତି ଏହିପରି ମହାନ କର୍ତବ୍ୟ ରେ ଜଡିତ ଥିବାରୁ , ସ୍ଥାନୀୟ ପ୍ରତିନିଧି ବହୁତ ପ୍ରସଂଶା ମଧ୍ୟ କରିଛନ୍ତି | ଆଗକୁ ଏହି ପରି କାର୍ଯ୍ୟ କର୍ମ ଜାରି ରହିବ ବୋଲି କମିଟ ତରଫରୁ ଘୋଷଣା କରାଯଇଛି | କମିଟି ତରଫରୁ ଜୟ ,ତପନ, ଜୀବନ , ବିଭୁ ,ସବ୍ୟ , କାର୍ତିକ ,ରଞ୍ଜନ , ତପସ୍ୱିନୀ ,ଲୋପା, ବିଜୟ , ପ୍ରଦୀପ ,ନିରାକାର , ରଶ୍ମି ରଞ୍ଜନ ,ଲୋକନାଥ , ଦୁର୍ଗା ଶଙ୍କର ପରିଚାଳନା କରିଥିଲେ ଓ ବାଙ୍ଗାଲୋର ର ସ୍ଥାୟୀ ବାସିନ୍ଧା କାବେରପ୍ପା , ମଞ୍ଜୁ, ମୁରଲୀ ଓ ଅନ୍ୟମାନେ ସହଯୋଗ କରିଥିଲେ.