No Result
View All Result
୧୫ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାହାଙ୍ଗା :-> ମାନ୍ୟବର ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ସ୍ଵସ୍କ ଶାସନ ଓ ପୂର୍ବତନ ମନ୍ତ୍ରୀ ତଥା ଆମ ମାହାଙ୍ଗା ର ଜନ ପ୍ରିୟ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ମହୋଦୟ ଙ୍କ ସୂ ସଂଗଠନ ଓ ଦୃଢ ନେତୃତ୍ୱ ରେ ଅନୁପ୍ରାଣିତ ଓ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ
ଉନ୍ନତୀ ମୂଳକ କାର୍ଯ୍ୟ କ୍ରମ ରେ ଅନୁପ୍ରାଣିତ ହୋଇ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଓସଙ୍ଗ ଗ୍ରାମ ପଞ୍ଚାୟତ ର ବି ଜେ ପି ସଭାପତି ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପାତ୍ର ( କପିଳ ) ଙ୍କ ସମେତ ଶହେ ରୁ ଦେଢ଼ଶହ କର୍ମୀ ଆସି ଆଜି ମାନ୍ୟବର ଜନପ୍ରିୟ ବିଧାୟକ ଙ୍କ ମାହାଙ୍ଗା ବାସଭବନ ସ୍ଥିତ ଅଳିଯୋଡ଼ା ଠାରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗ ଦାନ କରି ଥିଲେ ।
No Result
View All Result