• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ତି୍ରଦିବସୀୟ ‘ସର୍‌ଗିଫୁଲ-୨୦୧୯’ ଉତ୍ସବ ଉଦ୍‌ଘାଟିତ

Proprietor Abhimanyu Maharana by Proprietor Abhimanyu Maharana
December 19, 2019
in ଓଡ଼ିଶା, ବାଣିଜ୍ୟ, ହୋମ୍
0
ତି୍ରଦିବସୀୟ ‘ସର୍‌ଗିଫୁଲ-୨୦୧୯’ ଉତ୍ସବ ଉଦ୍‌ଘାଟିତ
Share on FacebookShare on TwitterWhatsapp
  • ସରଗିଫୁଲର ଦଶମ ସଂସ୍କରଣ
  • ବରିଷ୍ଠ ଓ କନିଷ୍ଠ ବର୍ଗ ପାଇଁ ୩୦ଟି କର୍ମଶାଳା
  • ୧୭ଟି ବିଭାଗ ପାଇଁ ପ୍ରତିେ୩⁄୪ାଗିତା
  • ବିଜ୍ଞାନ ମେଳା ଓ ଭଲିବଲ୍‌ ପ୍ରତିେ୩⁄୪ାଗିତା ମହୋତ୍ସବର ଅଂଶ
  • ୧୦୧ ଜଣ ଛାତ୍ରଛାତ୍ରୀ ଓ ୫୦ଟି ହାଇସ୍କୁଲ୍‌ ସଞ୍ଚର୍ଦ୍ଧିତ

ଭୁବନେଶ୍ୱର, (ଓଡିଶା ତାଜା ନିଉଜ୍) – ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀମାନଙ୍କର ଲୁMାୟିତ ପ୍ରତିଭାକୁ ବିକଶିତ କରିବା ଉଦ୍ଦେଶ୍ୟ ନେଇ ‘ସରଗିଫୁଲ’ ମହୋତ୍ସବ, ୨୦୧୦ ମସିହାଠାରୁ ବିଭାଗ ଦ୍ୱାରା ଆୟୋଜିତ ହୋଇ ଆସୁଅଛି । ଚଳିତ ବର୍ଷ ଏହି ଉତ୍ସବ ଦଶମ ଥର ପାଇଁ ଆୟୋଜିତ ହେଉଛି । ଆଜି ପୂର୍ବାହ୍ନରେ ସ୍ଥାନୀୟ ୟୁନିଟ୍‌ ୧ ସ୍ଥିତ ଆଦିବାସୀ ପଡ଼ିଆଠାରେ ‘ସରଗିଫୁଲ-୨୦୧୯’ ଉଦ୍‌ଘାଟନ ଉତ୍ସବରେ େ୩⁄୪ାଗଦେଇ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ପଛୁଆବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା କହିଲେ େ୩⁄୪, ଅନୁସୂଚିତ ଜନଜାତି ପିଲାମାନଙ୍କର ଦକ୍ଷତା କୌଣସି ଗୁଣରେ କମ୍‌ ନୁହେଁ । ଛାତ୍ରଛାତ୍ରୀମାନେ କଠିନ ପରିଶ୍ରମ କରି ବିଦ୍ୟାରୂ ପକ ଜ୍ଞାନକୁ ଆହରଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ସାରକା ପରାମର୍ଶ ଦେଇଥିଲେ । ସରଗିଫୁଲ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର ଲୁMାୟିତ ପ୍ରତିଭା ଲୋକଲୋଚନକୁ ଆସି ପାରିବ । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ଛାତ୍ରଛାତ୍ରୀମାନଙ୍କର ଅନ୍ତର୍ନିହିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଓ ସେମାନଙ୍କର ଦକ୍ଷତାକୁ ଆହୁରି ବିକଶିତ କରିବା, ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ । ଏଥିରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀମାନେ ନିଜ ନିଜ ମଧ୍ୟରେ ଭାବବିନିମୟ କରିବା ସହ ବିଭିନ୍ନ କର୍ମଶାଳା ଓ ପ୍ରତିେ୩⁄୪ାଗିତାରୁ ଶିକ୍ଷା ଲାଭ କରି େ୩⁄୪ଉଁ ଅନୁଭୂତି ଗ୍ରହଣ କରିବେ ତାହାକୁ ସାଙ୍ଗସାଥି ଓ ନିଜ ବିଦ୍ୟାଳୟ ତଥା ଆଖ ପାଖ ବିଦ୍ୟାଳୟକୁ ମଧ୍ୟ ସଂ ପ୍ରସାରିତ କରି ପାରିବ । ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉ ପଦେଷ୍ଟା ସୁଜିତ୍‌ କୁମାର କହିଲେ େ୩⁄୪ ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ବହୁ େ୩⁄୪ାଜନା କା୩⁄୪ର୍୍ୟକାରୀ କରୁଛନ୍ତି । ଆଦିବାସୀ ଜିଲ୍ଲାମାନଙ୍କୁ ନେଇ େ୩⁄୪ଉଁ ଉନ୍ନୟନ ପରିଷଦ ଗଠନ କରା୩⁄୪ାଇଛି, ତାହା ଦେଶରେ ବିରଳ । ସଂଖ୍ୟାଲଘୁ ବ୍ୟା ପାର ଉ ପଦେଷ୍ଟା ମୁନ୍ନା ଖାଁ ଉଦ୍‌ବୋTMନ ଦେଇ କହିଲେ େ୩⁄୪, ସରଗିଫୁଲ ମାଧ୍ୟମରେ ଲୁMାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ । ଆଦିବାସୀ ଭାଷାରେ ଭାଷଣ ଦେଇ ସେ କହିଲେ, ଖାଲି ଓଡ଼ିଶାରେ ନୁହେଁ, ସାରା ଦେଶରେ ଜନଜାତି ଛାତ୍ରଙ୍କ ପ୍ରତିଭା ଲୋକଲୋଚନକୁ ଆସି ପାରିଛି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ରଞ୍ଜନା ଚୋ ପ୍ରା ତାଙ୍କ ଅଭିଭାଷଣରେ କହିଲେ େ୩⁄୪ ବିଭାଗୀୟ ବିଦ୍ୟାଳୟଗୁଡ଼ିକରେ ମାଟି୍ରକ୍‌ ପରୀକ୍ଷା ପାସ ହାର ରାଜ୍ୟ ପାସ୍‌ ହାରଠାରୁ ଅTMିକ । ସରଗିଫୁଲ ମହୋତ୍ସବରେ ଦକ୍ଷତା ବୃଦ୍ଧି ପାଇଁ ୩୦ଟି କର୍ମଶାଳା ଓ ୭୦ଟି ପ୍ରତିେ୩⁄୪ାଗିତା କରା୩⁄୪ାଉଛି । ଏଥର ସରଗିଫୁଲ ୨୦୧୯ରେ ଭାଗ ନେଉଥିବା ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ନିମନ୍ତେ ଶିଶୁ ଅTMିକାର କର୍ମଶାଳା ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଛି । ସରକାର ‘ସୁବିଦ୍ୟା’ ମାଧ୍ୟମରେ ବିଭାଗୀୟ ହଷ୍ଟେଲ୍‌ଗୁଡ଼ିକ ଗୁଣାତ୍ମକ ମାନ ବୃଦ୍ଧି କରିଛନ୍ତି । ବିଭାଗୀୟ ବିଦ୍ୟାଳୟଗୁଡ଼ିକରେ ‘ଗଣିତ କଳିକା’ ଆରମ୍ଭ କରା୩⁄୪ାଉଛି । ସ୍ୱାଗତ ଭାଷଣ ଦେଇ ବିଭାଗୀୟ ନିର୍ଦ୍ଦେଶକ (ଏସ୍‌.ଟି) ସରଗିଫୁଲ ଉତ୍ସବର ଉଦ୍ଦେଶ୍ୟ ସଂ ପର୍କରେ ଆଲୋଚନା କରିଥିଲେ ଓ ଏସ୍‌ସି ଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର ଡ. ଅଖିଳ ବିହାରୀ ଓତା TMନ୍ୟବାଦ ଅ ର୍ପଣ କରିଥିଲେ । ସରଗିଫୁଲ ୨୦୧୯ ମହୋତ୍ସବ, ଡିସେଞ୍ଚର ୧୯ରୁ ୨୧ ତାରିଖ ପ୩⁄୪ର୍୍ୟନ୍ତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆ, ୟୁନିଟ୍‌-୧, ଭୁବନେଶ୍ୱରରେ ତିନିଦିନ TMରି ଅନୁଷ୍ଠିତ ହେଉଛି । ଏହି ଉତ୍ସବରେ ରାଜ୍ୟର ସମସ୍ତ ଜିଲ୍ଲାରୁ ଅନୁସୂଚିତ
ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ ସ୍କୁଲ, ସେବାଶ୍ରମ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ
ମାଧ୍ୟମିକ ବିଦ୍ୟାଳୟ, ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ଓ ଶିକ୍ଷା ପୁଞ୍ଜ ସମୂହରେ ପଞ୍ଚମରୁ ଦଶମ ଶ୍ରେଣୀରେ ପଢ଼ୁଥିବା
୮୬୭ ଜଣ ଛାତ୍ରଛାତ୍ରୀ ଏବଂ ୧୩୮ ଜଣ ଶିକ୍ଷକଶିକ୍ଷୟିତ୍ରୀ େ୩⁄୪ାଗ ଦେଇଛନ୍ତି । ରାଜ୍ୟ ସ୍ତରୀୟ ଉତ୍ସବରେ ଅଂଶଗ୍ରହଣ କରିବା ପାଇଁ ଗତ ନଭେଞ୍ଚର ମାସରେ ଜିଲ୍ଲାସ୍ତରରେ ବିଭିନ୍ନ ପ୍ରତିେ୩⁄୪ାଗିତା ଆୟୋଜନ କରା୩⁄୪ାଇ ଶ୍ରେଷ୍ଠ ବିଜେତାଙ୍କୁ ହିଁ ଚୟନ କରା୩⁄୪ାଇଛି । ‘ସରଗିଫୁଲ’-୨୦୧୯ ଉତ୍ସବରେ ପ୍ରତ୍ୟେକ ଦିନ ସକାଳ ୮.୩୦ରୁ ଦିନ
୧୨.୩୦ ପ୩⁄୪ର୍୍ୟନ୍ତ କି୍ରଏଟିଭ୍‌ ଡ୍ୟାନ୍ସ, ଓ୍ୱାଲ୍‌ େ ପଣ୍ଟିଂ, ଫଟୋଗ୍ରାଫି, ମ୍ୟାଜିକ୍‌, ଓଡ଼ିଶୀ ଡ୍ୟାନ୍ସ, କି୍ରଏଟିଭ୍‌ ରାଇଟିଂ, ବେଷ୍ଟ ଅଫ୍‌ େଓ୍ୱଷ୍ଟସ୍‌, ସାଇନ୍ସ ଗେମ୍‌, ମାଥ୍‌ ଗେମ୍‌, ଲ୍ୟା ̧ ସେଡ୍‌, ଷ୍ଟ୍ର କ୍ରାଫଫ, କାଗଜ ମୁଖା, ପେ ପଟ୍ରି, ସ୍କି୍ରନ୍‌ େ ପଣ୍ଟିଂ ଆଣ୍ଡ ଫାବି୍ରକ୍‌ ପ୍ରିଣ୍ଟିଂ, େ ପାଷ୍ଟର ଡେଭଲ ପ୍‌ମେଣ୍ଟ, ଚାଇଲଡ୍‌ ରିେ ପାଟର୍‌, ଟ୍ରାଇବାଲ୍‌ େ ପଣ୍ଟିଂ, ଟେରାକୋଟା ଜୁଏଲାରୀ, ଇନ୍‌ଷ୍ଟ୍ରୁମେଣ୍ଟାଲ୍‌ ମୁ୍ୟଜିକ୍‌, ଥିଏଟର, ସେଲ® ଡିଫେନ୍ସ, ମିଟ୍‌ ଦି ପର୍ସନାଲିଟି ଆଦି ବିଷୟରେ ବରିଷ୍ଠ ଓ କନିଷ୍ଠ ବର୍ଗ ପାଇଁ ୩୦ଟି କର୍ମଶାଳା ଆୟୋଜନ କରା୩⁄୪ାଇଛି । ଏଥି ସହିତ ୧୯ ଓ ୨୦ ତାରିଖ ଅ ପରାହ@ ୨.୩୦ରୁ ୪.୩୦ ପ୩⁄୪ର୍୍ୟନ୍ତ ଉଭୟ ବରିଷ୍ଠ ଓ କନିଷ୍ଠ ବର୍ଗର ଛାତ୍ରଛାତ୍ରୀଙ୍କ ମଧ୍ୟରେ ୧୭ଟି ବିଭାଗ ପାଇଁ ପ୍ରତିେ୩⁄୪ାଗିତା ଆୟୋଜିତ ହେବ । ପ୍ରତ୍ୟହ ସନ୍ଧ୍ୟାରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଛାତ୍ରଛାତ୍ରୀମାନେ ସାଂସ୍କୃତିକ କା୩⁄୪ର୍୍ୟକ୍ରମ ପରିବେଷଣ କରିବେ । ବିଜ୍ଞାନମେଳା ଓ ଭଲିବଲ୍‌ ପ୍ରତିେ୩⁄୪ାଗିତା ମଧ୍ୟ ଏହି ମହୋତ୍ସବର ଅଂଶବିଶେଷ । ଏହି ଉତ୍ସବରେ ୨୦୧୯ ମସିହା ମାଟି୍ରକ୍‌ ପରୀକ୍ଷାରେ ସର୍ବୋଚ୍ଚ ନଞ୍ଚର ରଖି କୃତିତ୍ୱ ଅର୍ଜନ କରିଥିବା ୧୦୧ ଜଣ ଛାତ୍ରଛାତ୍ରୀ ଏବଂ ଉତ୍ତମ ସେବା ସହ ବିଭିନ୍ନ ଦିଗରୁ ଶ୍ରେଷ୍ଠ ବିବେଚିତ ହୋଇଥିବା ୫୦ଟି ହାଇସ୍କୁଲକୁ ସଞ୍ଚର୍ଦ୍ଧିତ କରା୩⁄୪ାଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଦେବୋତ୍ତର ମ୍ୟାନେଜର୍ କ୍ୱାର୍ଟର୍ ଜବରଦଖଲ ଘଟଣା ୩ ବର୍ଷ ତଳୁ ସରିଛି ଚୁକ୍ତି, ଆଦାୟ ହୋଇନି ଭଡ଼ା

ଦେବୋତ୍ତର ମ୍ୟାନେଜର୍ କ୍ୱାର୍ଟର୍ ଜବରଦଖଲ ଘଟଣା ୩ ବର୍ଷ ତଳୁ ସରିଛି ଚୁକ୍ତି, ଆଦାୟ ହୋଇନି ଭଡ଼ା

July 23, 2026
ଗରିବ ସନାତନଙ୍କ ପାଇଁ ବସୁନ୍ଧରା ଓ ଆବାସ ଯୋଜନା ପାଲଟିଛି ସାତ ସପନ

ଗରିବ ସନାତନଙ୍କ ପାଇଁ ବସୁନ୍ଧରା ଓ ଆବାସ ଯୋଜନା ପାଲଟିଛି ସାତ ସପନ

July 23, 2026
ଜରିପଡା,ପୋଡ଼lପଟଣା ବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ କାଦୁଅ ପାଣି , ହନ୍ତସନ୍ତ ଛାତ୍ରଛାତ୍ରୀ

ଜରିପଡା,ପୋଡ଼lପଟଣା ବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ କାଦୁଅ ପାଣି , ହନ୍ତସନ୍ତ ଛାତ୍ରଛାତ୍ରୀ

July 23, 2026
ନିଟ୍ ପ୍ରଶ୍ନପତ୍ର ଚୋରି ଓ ରାହୁଲ ଗାନ୍ଧୀଙ୍କ ବିରୋଧ ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ନିଟ୍ ପ୍ରଶ୍ନପତ୍ର ଚୋରି ଓ ରାହୁଲ ଗାନ୍ଧୀଙ୍କ ବିରୋଧ ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

July 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଦେବୋତ୍ତର ମ୍ୟାନେଜର୍ କ୍ୱାର୍ଟର୍ ଜବରଦଖଲ ଘଟଣା ୩ ବର୍ଷ ତଳୁ ସରିଛି ଚୁକ୍ତି, ଆଦାୟ ହୋଇନି ଭଡ଼ା

ଦେବୋତ୍ତର ମ୍ୟାନେଜର୍ କ୍ୱାର୍ଟର୍ ଜବରଦଖଲ ଘଟଣା ୩ ବର୍ଷ ତଳୁ ସରିଛି ଚୁକ୍ତି, ଆଦାୟ ହୋଇନି ଭଡ଼ା

July 23, 2026
ଗରିବ ସନାତନଙ୍କ ପାଇଁ ବସୁନ୍ଧରା ଓ ଆବାସ ଯୋଜନା ପାଲଟିଛି ସାତ ସପନ

ଗରିବ ସନାତନଙ୍କ ପାଇଁ ବସୁନ୍ଧରା ଓ ଆବାସ ଯୋଜନା ପାଲଟିଛି ସାତ ସପନ

July 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version