• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପୁରୀ ରାଜନିତୀ ଉଷ୍ମ ହେଉଛି : ଫଟୋ ଓ ସୋସିଆଲ ମିଡିଆରେ ପ୍ରଚାର ଯୋର – ଭୋଟରଙ୍କ ନିରବତା

Proprietor Abhimanyu Maharana by Proprietor Abhimanyu Maharana
April 14, 2024
in ଓଡ଼ିଶା, ପୁରୀ, ରାଜନୀତି, ହୋମ୍
0
ପୁରୀ ରାଜନିତୀ ଉଷ୍ମ ହେଉଛି : ଫଟୋ ଓ ସୋସିଆଲ ମିଡିଆରେ ପ୍ରଚାର ଯୋର – ଭୋଟରଙ୍କ ନିରବତା
Share on FacebookShare on TwitterWhatsapp

୧୪ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଓଡିଶାର ପ୍ରମୁଖ ନିର୍ବାଚନ ମଣ୍ଡଳୀ ଭାବେ ପୁରୀ ସଦର ନିର୍ବାଚନ ମଣ୍ଡଳୀର ଗୁରୁତ୍ବ ରହିଛି । ଏଠାରୁ ନିର୍ବାଚିତ ହୋଇଥିବା ଅଧିକାଂଶ ବିଧାୟକଙ୍କ ପ୍ରଭାବ ରାଜ୍ଯରେ ରହିଥିଲା । ୧୯୫୧ ମସିହାରେ ପ୍ରଥମ ବିଧାୟକ ଭାବେ ସୋସିଆଲିଷ୍ଟ ପାର୍ଟିର ଫକୀର ଚରଣ ଦାସ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୫୭ରେ ପ୍ରଜା ସୋସିଆଲିଷ୍ଟ ପାର୍ଟିରୁ ହରିହର ବାହିନିପତି, ୧୯୬୧ରେ ଜାତୀୟ କଂଗ୍ରେସର ଭଗବାନ ପ୍ରତିହାରୀ,୧୯୬୭ରେ ପୁଣି ହରିହର ବାହିନିପତି ନିର୍ବାଚିତ ହୋଇଥିଲେ ।

୧୯୭୧ ଓ ୧୯୭୪ରେ ଜାତୀୟ କଂଗ୍ରେସର ବ୍ରଜମୋହନ ମହାନ୍ତି,୧୯୭୭,୧୯୮୫,୧୯୯୦ରେ ଜନତା ପାର୍ଟି ଓ ପରେ ଜନତା ଦଳରୁ ବ୍ରଜକିଶୋର ତ୍ରିପାଠୀ ବିଜୟ ଲାଭ କରିଥିଲେ । ୧୯୮୦ରେ ଜାତୀୟ କଂଗ୍ରେସର ଗଦାଧର ମିଶ୍ର ଓ ୧୯୯୧ ଉପନିର୍ବାଚନରେ ଜନତା ଦଳରୁ ଉମାବଲ୍ଲଭ ରଥ ନିର୍ବାଚିତ ହୋଇଥିଲେ । ୧୯୯୫, ୨୦୦୦,୨୦୦୪,୨୦୦୯ ଓ ୨୦୧୪ରେ ଜନତା ଦଳ ଓ ବିଜୁ ଜନତା ଦଳରୁ ୫ଥର ମହେଶ୍ୱର ମହାନ୍ତି ଏହି ଆସନକୁ ତାଙ୍କ ଦଖଲରେ ରଖିଥିଲେ ।

୨୦୧୯ ରେ ବିଜେପିର ଜୟନ୍ତ କୁମାର ଷଡଙ୍ଗୀ ବିଧାୟକ ଭାବେ ବିଜୟ ଲାଭ କରିଥିବା ବେଳେ ୨୦୨୪ରେ ପୁଣି ସେହି ଦଳରୁ ପ୍ରାର୍ଥୀ ହେବା ପାଇଁ ବିଜେପି ଦଳ ଘୋଷଣା କରିଛି । ତିନିମାସ ତଳେ ବିଜେଡିର ଅନେକ ଆଶାୟୀ ପ୍ରାର୍ଥୀ ରହିଥିଲେ । ରାଜ୍ଯ କମିଟି ଓ ଜିଲ୍ଲା କମିଟି ପରାମର୍ଶ କ୍ରମେ ଅତି ଚତୁରତାର ସହ ସୁକ୍ଷ୍ମ ବୁଦ୍ଧି ପ୍ରୟୋଗ କରି ସ୍ବର୍ଗତ ମହେଶ୍ୱର ମହାନ୍ତିଙ୍କ ପୁତ୍ର ସୁନିଲ ମହାନ୍ତି ଦଳୀୟ ପ୍ରାର୍ଥୀ ପାଇଁ ବାଟ ଫିଟିଥିଲା । ଅନ୍ଯପକ୍ଷରେ ବିଜେଡିର ହାଇକମାଣ୍ଡ ପୁରୀରୁ ଆଶାୟୀ ପ୍ରାର୍ଥୀ ଶୁଭାଶିଷ ଖୁଣ୍ଟିଆଙ୍କୁ ରାଜ୍ଯ ସଭା ପଠାଇ ସଦରବ୍ଲକ ଚେୟାରମ୍ଯାନ ଦିବାକର ପାତ୍ରଙ୍କୁ ଜିଲ୍ଲା ସଭାପତି ଭାବେ ଘୋଷଣା କରାଯାଇଥିଲା ।

ସମସ୍ତ ଘଟଣା କ୍ରମକୁ ସଚେତନ ଭୋଟର ତୀକ୍ଷ୍ଣ ନଜର ରଖିଥିବା ଆଲୋଚନା ହେଉଛି ।ଏବେ କିଛି ଦିନ ହେଲାଣି ସୋସିଆଲ ମିଡିଆ ଓ ଦଳୀୟ ବୈଠକ ଚା ଖଟିରେ ନେତାଙ୍କ ଆର୍ବିଭାବ ଦେଖିବାକୁ ମିଳୁଛି । ଅନ୍ଯପକ୍ଷରେ ଗତ ନିର୍ବାଚନରେ ବିଜେଡିରୁ ଯାଇ ବିଜେପିରେ ମିଶିବା ପରେ ମାସକ ଭିତରେ ଜୟନ୍ତ ଷଡଙ୍ଗୀ ବିଧାୟକ ଆସନ ଅକ୍ତିଆର କରିଥିଲେ । ଅତି ଚତୁରତାର ସହ ଜୟନ୍ତ ତାଙ୍କ ଚିରା ଚରିତ ଢଙ୍ଗରେ ଭୋଟରଙ୍କ ପାଖକୁ ଯାଉଛନ୍ତି । ଅନ୍ଯ ଦଳର କର୍ମୀ ବିଜେଡିରେ ମିଶୁଥିବା ବେଳେ ବିଜେପି ମଧ୍ଯ ଅନ୍ଯଦଳର ନେତା ଓ କର୍ମୀଙ୍କୁ ମିଶାଉଛି ।

ମିଶ୍ରଣ ପର୍ବ ଯୋରଦାର ଚାଲିଥିବା ବେଳେ ଫେଡାଣ ପର୍ବର ଗୁରୁତ୍ବ ଦିଆଯାଉନାହିଁ । ଉମାବଲ୍ଲଭ ରଥ, ହରେକୃଷ୍ଣ ସିଂହାରୀ,ପ୍ରସନ୍ନ ମିଶ୍ର, ପିକୁ ପଟ୍ଟନାୟକ ଓ ଜଣେ ମହିଳା ପ୍ରାର୍ଥୀ ଭାବେ ଆଶାୟୀ ଅଛନ୍ତି । ଭୋଟର ଏବେ କଣ ନିଷ୍ପତ୍ତି ନେବେ, କାହାକୁ ବିପୁଳ ସଂଖ୍ୟାରେ ଭୋଟ ଦେବେ କାହାର ପଲା ଭାରି ହେବ, କାହାକୁ ବାଛିଲେ ଲୋକଙ୍କ କାମ ହେବ ତାକୁ ନେଇ ଏବେ ସାହି ଗଳିକନ୍ଦି ସମେତ ଛକ ଓ ବଡଦାଣ୍ଡରେ ସରଗରମ ଚର୍ଚ୍ଚା ହେଉଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଦ୍ୱିତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ସେବତୀ ବେଶରେ ଦର୍ଶନ ଦେଲେ ମା ‘ପାଟଖଣ୍ଡା

ଦ୍ୱିତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ସେବତୀ ବେଶରେ ଦର୍ଶନ ଦେଲେ ମା ‘ପାଟଖଣ୍ଡା

March 18, 2026
ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟା, ନାଟକ ‘ଏକ ନାୟକର ମୃତ୍ୟୁ’ : ବ୍ୟବସ୍ଥା ଓ ଦୁର୍ନୀତି ବିରୋଧରେ ଏକ ଶାଣିତ ସ୍ୱର

ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟା, ନାଟକ ‘ଏକ ନାୟକର ମୃତ୍ୟୁ’ : ବ୍ୟବସ୍ଥା ଓ ଦୁର୍ନୀତି ବିରୋଧରେ ଏକ ଶାଣିତ ସ୍ୱର

March 18, 2026
ବାଲିପାଟଣାରେ ବ୍ଲକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ

ବାଲିପାଟଣାରେ ବ୍ଲକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ

March 18, 2026
କଟକ ଜିଲ୍ଲା ଅବକାରୀ ବିଭାଗର ଚଢାଉ : ଜବତ ହେଲା ବିପୁଳ ପରିମାଣର ଅଫିମ, ଗଞ୍ଜେଇ

କଟକ ଜିଲ୍ଲା ଅବକାରୀ ବିଭାଗର ଚଢାଉ : ଜବତ ହେଲା ବିପୁଳ ପରିମାଣର ଅଫିମ, ଗଞ୍ଜେଇ

March 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଦ୍ୱିତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ସେବତୀ ବେଶରେ ଦର୍ଶନ ଦେଲେ ମା ‘ପାଟଖଣ୍ଡା

ଦ୍ୱିତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ସେବତୀ ବେଶରେ ଦର୍ଶନ ଦେଲେ ମା ‘ପାଟଖଣ୍ଡା

March 18, 2026
ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟା, ନାଟକ ‘ଏକ ନାୟକର ମୃତ୍ୟୁ’ : ବ୍ୟବସ୍ଥା ଓ ଦୁର୍ନୀତି ବିରୋଧରେ ଏକ ଶାଣିତ ସ୍ୱର

ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟା, ନାଟକ ‘ଏକ ନାୟକର ମୃତ୍ୟୁ’ : ବ୍ୟବସ୍ଥା ଓ ଦୁର୍ନୀତି ବିରୋଧରେ ଏକ ଶାଣିତ ସ୍ୱର

March 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version