ଵିଜୁ ଜନତା ଦଳ ହିଁ ଏକମାତ୍ର ଦଳ ଯିଏ ଆମ ସମ୍ବଲପୁରର ଭାଗ୍ୟ ଵଦଳାଇ ଦେଵ ।


୦୮ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ଦେବଗଡ଼ :-> ଦେବଗଡ଼ର ବାଇକ୍ ରାଲିରେ ମିଳିଥିବା ଏ ଜନସମର୍ଥନ ଦେବଗଡ଼ର ବିକାଶ ପାଇଁ । ନୂଆ ବସଷ୍ଟାଣ୍ଡରୁ ପ୍ରଧାନପାଟ ଛକ ଯାଏଁ ସବୁଠି ଲୋକମାନଙ୍କର ଭଲପାଇବା ଓ ଉତ୍ସାହ, ନବୀନ ଓଡ଼ିଶାର ସଂକଳ୍ପକୁ ଆହୁରି ମଜଭୁତ କରିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଦୃଢ଼ ନେତୃତ୍ୱରେ ଏଠାରେ ବିକାଶର ସୂର୍ଯ୍ୟ ଉଇଁଛି। ଦେବଗଡ଼ବାସୀଙ୍କ ଆଶୀର୍ବାଦରେ ଆଗକୁ ଏହା ଆହୁରି ପ୍ରଖର ହେବ।
ବାଇକ୍ ରାଲିରେ ମିଳିଥିବା ଏ ଜନସମର୍ଥନ ଦେବଗଡ଼ର ବିକାଶ ପାଇଁ । ନବୀନ ଓଡ଼ିଶାର ସଂକଳ୍ପକୁ ଆହୁରି ମଜଭୁତ କରିଛନ୍ତି, ପ୍ରଣବ ଙ୍କ କାର୍ଯ୍ୟଧାରା ସବୁବେଳେ ସ୍ଵତନ୍ତ୍ର , ଯାଜପୁର ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ ଙ୍କ ନେତୃତ୍ୱ ଓ ଦୁରଦୃଷ୍ଟି ସମ୍ପନ୍ନ ବିଚାର ଅତୁଳନୀୟ ଐ ନୂଆ ବସଷ୍ଟାଣ୍ଡରୁ ପ୍ରଧାନପାଟ ଛକ ଯାଏଁ ସବୁଠି ଲୋକମାନଙ୍କର ଭଲପାଇବା ଓ ଉତ୍ସାହ ପ୍ରଣବ ପ୍ରକାଶ ଦାସ ଙ୍କ ପ୍ରତି ଅଛି ।
ରାଜନୀତି ର ଊର୍ଧ୍ୱରେ ବ୍ୟକ୍ତିଗତ ଭାବେ ସମସ୍ତଙ୍କ ସହ ଭାଇ ଭାଇ ଭଳି ସମ୍ପର୍କରେ ବନ୍ଧା I ଜଣେ ଦୂରଦ୍ରଷ୍ଟା ରାଜନେତା I ସାଧାରଣ କର୍ମୀ ଟିଏ ଭଳି ତାଙ୍କ ଆଚରଣ ଏବଂ ବ୍ୟବହାର I ତାଙ୍କ ଦିଗଦର୍ଶନ ଓ ପ୍ରେରଣା ଯୁବ ବର୍ଗ କୁ ସମାଜ ଅନୁରାଗୀ ହେବା ସହ ପରୋପକାରୀ ଏବଂ ସଂଯମୀ ଓ ନୀତିନିଷ୍ଠ କରାଇଥାଏ I
ତୃଣମୂଳ ସ୍ତର ରୁ ସଂଗଠନ କୁ ସଶକ୍ତ କରିବାରେ ସର୍ବଦା ଚେଷ୍ଟିତ ଏବଂ ସଫଳ I ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ (ବବି ଭାଇ) ରାଜନୀତି ର ଊର୍ଧ୍ୱରେ ମାଟିର ମଣିଷ . ଜଣେ ସ୍ବାଭିମାନୀ ଦକ୍ଷ ରାଜନେତା ସରଳ ବ୍ୟକ୍ତି ବବି ଭାଇ . ମଣିଷ ପଣିଆ ଓ ସମସ୍ତଙ୍କୁ ଭଲ ପାଇବା ଓ ଆଦରି ନେବାର ଆପଣାପଣ ନିଆରା I
ତାଙ୍କ ବ୍ୟକ୍ତିତ୍ୱ ଆମ ମାନଙ୍କ ତାଙ୍କ ପରିଶ୍ରମ-ତ୍ୟାଗ ଓ ସଂଘର୍ଷ ଆମ ପାଇଁ ସଫଳତା ର ମାର୍ଗଦର୍ଶିକା I ସମାଜ ସେବା କୁ ଜୀବନ ର ବ୍ରତ ଭାବେ ପାଳନ କରୁଥିବା ଅସଂଖ୍ୟ ଯୁବକ ଓ ଯୁବତୀ ଙ୍କ ପାଇଁ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ (ବବି ଭାଇ) ପାଲଟିଛନ୍ତି ଆଦର୍ଶ I
କିଏ ତାଙ୍କୁ ଓଡିଶା ରାଜନୀତି ର ଚାଣକ୍ୟ କହିପାରେ କିଏ କହେ ସ୍ୱାଭିମାନୀ ଅଶୋକ ଦାସ ଙ୍କ ସୁପୁତ୍ର ଅବା କିଏ କହେ ଯାଜପୁର ର ସ୍ୱାଭିମାନ ମୁଁ କିନ୍ତୁ କହିବି ସେ ହେଉଛନ୍ତି ସଂଗଠନ ର ମୁକୁଟ ବିହୀନ ସମ୍ରାଟ ଆମ ସମସ୍ତଙ୍କ ର ପ୍ରିୟ ବବି ଭାଇ I ସମସ୍ତ ଆଗଧାଡ଼ିର କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ ।

© 2023 Odisha Taza News.