ସମ୍ବଲପୁରରେ ଅନୁଷ୍ଠିତ ‘ଉତ୍କର୍ଷ’ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ସାମିଲ ପ୍ରଣବ ପ୍ରକାଶ ଦାସ

୦୮ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ସମ୍ବଲପୁର :-> ସମ୍ବଲପୁରରେ ଅନୁଷ୍ଠିତ ‘ଉତ୍କର୍ଷ’ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ସାମିଲ ପ୍ରଣବ ପ୍ରକାଶ ଦାସ । ସମ୍ବଲପୁରର ଯୁବକ ଏବେ ଆଗକୁ ବଢ଼ୁଛନ୍ତି । ସେମାନଙ୍କ ପ୍ରତିଭାର ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱପ୍ନର ଓଡିଶା ନିର୍ମାଣରେ ନିଜକୁ ଶତ-ପ୍ରତିଶତ ନିୟୋଜିତ କରିଛନ୍ତି,

ବିଜେଡି ସଂଗଠନ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ (ବବି ଭାଇ) ଙ୍କ ଉପସ୍ଥିତି କର୍ମୀଙ୍କ ମନରେ ଜୋଶ ଭରିଥାଏ ଏବଂ ସଙ୍ଗଠନକୁ ଆଗକୁ ନେବାର ସଂକଳ୍ପ କୁ ଦୋହରାଇ ଥାଏ I ବ୍ୟାପକ ସୁଯୋଗ ସୃଷ୍ଟି କରିଛନ୍ତି । ଆମେ ସମସ୍ତେ ମିଶି ନିଶ୍ଚୟ ଏହାକୁ ସଫଳ କରିବା, ‘ସମୃଦ୍ଧ ସମ୍ବଲପୁର’ ଗଢ଼ିବା ।

ମୂଲ୍ୟବୋଧ ଭିତ୍ତିକ ରାଜନୀତି ର ପ୍ରତିଛବି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉଚ୍ଚ ଗଣତାନ୍ତ୍ରିକ ମୂଲ୍ୟବୋଧ ସହ ନବୀନ ଓଡିଶା ନିର୍ମାଣ ର ସଙ୍କଳ୍ପବଦ୍ଧତା ପାଇଁ ସଦାସର୍ବଦା ପ୍ରୟାସରତ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନିଷ୍ଠାର ସହ କାମ କରି ଯୁବ ପିଢ଼ିଙ୍କ ପାଇଁ ଆଦର୍ଶ ହୋଇଛନ୍ତି ଆମ ବବି ଭାଇ ।