ରାଜ୍ୟ ଶିକ୍ଷକ ପ୍ରକୋଷ୍ଠ ସଂଯୋଜକ ଲକ୍ଷ୍ମୀକାନ୍ତ ମିଶ୍ର,ଯୁବ ନେତା ତଥା ଅଭିନେତା ଅଖିଳ ପଟନାୟକ, ନିର୍ବାଚନମଣ୍ଡଳୀ ସଂଯୋଜକ କିଶୋର ଚନ୍ଦ୍ର ବରାଳ,ବଡ଼ପୋଖରିଆ ମଣ୍ଡଳ ସଭାପତି ଶ୍ରୀଯୁକ୍ତ ବିପିନି ପାଲଟାସିଂହ,ନିରାକାରପୁର ମଣ୍ଡଳ ସଭାପତି ଆଲୋକ ରଞ୍ଜନ ଛୋଟରାୟ,ସୂର୍ଯ୍ୟ ନାରାୟଣ ଦାଶ,
୩ନଂ ଯୋନ ର ପୁର୍ବତନ ଜିଲ୍ଳା ପରିଷଦ ପ୍ରଦ୍ୟୁମ୍ନ ଜଗଦେବ,ନକୁଳ ହରିଚନ୍ଦନ,ନଗର ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁଚିସ୍ମିତା ମିଶ୍ର ବଡ଼ଜେନା,ସତ୍ୟରଞ୍ଜନ ପରିଡ଼ା, ନଗର ସାଧାରଣ ସମ୍ପାଦକ ତ୍ରିଲୋଚନ ଦାସ,ଅଭିମନ୍ୟୁ ଘଟୁଆଳ,ଜିତେନ୍ଦ୍ର ବେହେରା,ରଜତ ରଞ୍ଜନ ଶର୍ମା ପ୍ରମୁଖ ସମସ୍ତ ଆଗଧାଡ଼ିର କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ ।

© 2023 Odisha Taza News.