୩ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ମାହାଙ୍ଗୀ :-> ଦୀର୍ଘ ଦିନର ସପେନ୍ସର ଅଳ୍ପ ଘଟାଇ ପୂର୍ନବାର ମାହାଙ୍ଗାରେ ବିଜେଡି ପକ୍ଷରୁ ଟିକେଟ ହାଡେଇବାରେ ସକ୍ଷମ ହୋଇଷି ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରଚାପ ଜେନାଙ୍କ ପୁତ୍ର ଅଙ୍କିତ ପ୍ରତାପ ଜେନା I ମାହାଙ୍ଗାରେ ଯେଉଁ ଗୁଜବ ପ୍ରଚାର ହେଇଥୁଲା ତାହାର ପୂର୍ଣଚ୍ଛେଦ ପକାଇଛତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏକ ପ୍ରକାର ପରୋକ୍ଷ ଭାବରେ ପୂର୍ବ ପରି ପ୍ରତାପଙ୍କ ଉପରେ ଆସ୍ଥା ପ୍ରକଟ କରି ପୁତ୍ର ଅଙ୍କିତଙ୍କ ଟିକେଟ ଦେଇଛପି ନବୀନ । ଯାହାକୁ ନେଇ ମାହାଙ୍ଗା ବିଜେଡି ମହଲରେ ଆନନ୍ଦର ଲହରୀ ଖେଳିଯାଇଛି ।
ଅନ୍ୟ ପଟରେ ମାହାଙ୍ଗାରେ ଧର୍ମର ଜୟ ହୋଇଛି ବୋଲି ବିଜେଡି ଜର୍ମାମାନେ କହି ଦୁଲୁଛନ୍ତି । ଯେଉଁ କୂଚନ୍ତି ଗୋଷ୍ପ ପ୍ରଚାପ ଜେନାଙ୍କୁ ବଦନାମ କରି ଆଇନ ଅଦାଲକ ଭିତରକୁ ଟାଣି ନେଇ ତାଙ୍କ ରାଜନୈତିକ କ୍ୟାରିୟରରେ ପୂର୍ଣଛେଦ ପକାଇବା ପାଇଁ ଯୋଜନା କରିଥିଲେ ନଦୀନ ଦାଙ୍କ ତାଙ୍କ ପୁତ୍ରଭୂ ଟିକେଟ ଦେଇ ଏହାର ଉଚିତ ଜବାବ ଦେଇଥିବା ସାଧାରଣରେ ଚର୍ଚ୍ଚା ହୋଇଛି । ଅପର ପକ୍ଷରେ ବିଜେପି ପକ୍ଷରୁ ନୂଆ ମୁହଁ ଯୁବ ପ୍ରାର୍ଥୀ ସୁମତ୍ତ ଘତେଲକୁ ଦଳ ଟିକେଟ ଦେଇଥିବାରୁ ବିଜେଡି ଏହାର ଜବାଦରେ ଯୁବ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନାଙ୍କୁ ଟିକେଟ ଦେଇଛନ୍ତି ।
ଯାହା ଫଳରେ ମାହାଙ୍ଗାରେ ଆଘଷା ବିଧାନସଭା ନିର୍ବାଚନ ଦୁଇ ଯୁବ ପ୍ରାର୍ଥୀଙ୍କ ମଧ୍ୟରେ ଲହେଇ ହେବ I ଯେଉଁ ବିଜେମାନେ ପ୍ରଦୀପଙ୍କ ରାଜନୀତିରୁ ଦୂରେଇ ରଖୁବା ପାଇଁ ତଦ୍ୟୁନ୍ଦ ରହିଥିଲେ ବିଜେଡି ଦଳ ଅଙ୍ଗଚକୁ ପ୍ରାର୍ଥୀ କରି ଏହାର ମୁହଁତୋଡ ଜବାବ ଦେଉଛି । ଯାହା ଦ୍ୱାରା ମାହାଙ୍ଗା ବିଜେଡି ଗତରେ ଏକ ପ୍ରକାର ଏକପାଖୁଆ ନିର୍ବାଚନ ହେବାର ଘଷ୍ଟ ବାରି ହୋଇପରୁଛି ।
ଅଙ୍କିତକୁ ବିଜେଡି ଦଳ ମାହାଙ୍ଗାରେ ପାର୍ଥ କରିଥିବାରୁ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରଚାପ ଜେନା ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା,ବ୍ଲକ ଅଧ୍ୟକ୍ଷା ଦୀପା ମଲିକ, ଉପାଧ୍ୟକ୍ଷ ସତ୍ୟନାରାୟଣ ମହାପି ଯୁବ ବିଜେଡି ସଭାପତି ଶରତ ମହାପାତ୍ର ଛାତ୍ର ବିଜେଡି ସଭାପତି ବିତେଶ ଭାରତ ଛାତ୍ରନେତା ତ୍ରିନାଥ ଜେନାଙ୍କ ସମେତ ବହୁ କାର୍ଯ୍ୟକର୍ତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୂଚନା ଜଣାଇଛନ୍ତି ।

© 2023 Odisha Taza News.