• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବିକଶିତ ଓଡ଼ିଶା ଗଠନ ପାଇଁ ଓଡ଼ିଶାକୁ ଦରକାର “ଡବଲ ଇଞ୍ଜିନ ସରକାର” : ତପନ କୁମାର ଚାନ୍ଦ 

Proprietor Abhimanyu Maharana by Proprietor Abhimanyu Maharana
April 4, 2024
in ଓଡ଼ିଶା, ମହାନଗର, ରାଜନୀତି, ହୋମ୍
0
ବିକଶିତ ଓଡ଼ିଶା ଗଠନ ପାଇଁ ଓଡ଼ିଶାକୁ ଦରକାର “ଡବଲ ଇଞ୍ଜିନ ସରକାର” : ତପନ କୁମାର ଚାନ୍ଦ 
Share on FacebookShare on TwitterWhatsapp

 ରାଜ୍ୟ ସରକାରଙ୍କ ଦୂରଦୃଷ୍ଟି ଅଭାବ ଓ ପ୍ରତିବଦ୍ଧତାର ଅଭାବ ଆଜି ଓଡ଼ିଶାର ଶିଳ୍ପାୟନରେ ବାଧା ସୃଷ୍ଟି କରିଛି

 ଦେଶରେ ଯେଉଁ ୧୦ଟି ରାଜ୍ୟରେ ସର୍ବାଧିକ ଏମଏସ୍‌ଏମଇ ଶିଳ୍ପ ଅନୁଷ୍ଠାନ ଅଛି ସେହି ତାଲିକାରେ ଓଡ଼ିଶାର ସ୍ଥାନ ନାହିଁ

 ମୋଦି ସରକାର ଏମ୍‌ଏସଏମଇମାନଙ୍କର ବିକାଶ ପାଇଁ ଆର୍ôଥକ ପ୍ରୋତ୍ସାହନରୁ ନେଇ ଟିକସ ରିହାତି, ଋଣ ସୁବିଧା, ତାଲିମ ସୁବିଧା ଆଦି ପାଇଁ ଯଥେଷ୍ଟ ଅନୁଦାନ ଦେଉଛନ୍ତି

୩ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ଦେଶର ଉନ୍ନତିରେ ଶିଳ୍ପ କ୍ଷେତ୍ରର ବଡ ଭୂମିକା ରହିଛି । କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ର ଦେଶରେ ନିଯୁକ୍ତି ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକାବହନ କରେ । ଆଜି ଦେଶରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ରରୁ ନେଇ ନୂତନ ଯୁଗର ଶିଳ୍ପ ଯଥା- ସୂଚନାପ୍ରଯୁକ୍ତି, କୃତିମବୁଦ୍ଧିମତା ଆଦି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ସରକାରରେ ବିକାଶର ଶିଖରକୁ ଛୁଂଇଛି । ସାରା ଦେଶରେ ଯୁବବର୍ଗମାନଙ୍କ ମଧ୍ୟରେ ଶିଳ୍ପ ପ୍ରତିଷ୍ଠାକୁ ନେଇ ନୂଆ ଉତ୍ସାହ ଦେଖାଦେଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିବଦ୍ଧତା ବିକଶିତ ଭାରତ ଗଠନକୁ ଆଗେଇ ନେଉଛି । କିନ୍ତୁ ଦେଶର ଅନ୍ୟ ରାଜ୍ୟ ମାନଙ୍କରେ ଯେଉଁଭଳି ଭାବରେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠା କରାଯାଇ ନିଯୁକ୍ତି ସୃଷ୍ଟି ହୋଇପାରୁଛି ଓଡ଼ିଶାରେ ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ତାହା ସଫଳ ହୋଇପାରୁନାହିଁ ।

ଓଡିଶା ସରକାରଙ୍କ ଦୂରଦୃଷ୍ଟି ଅଭାବ ଓ ପ୍ରତିବଦ୍ଧତାର ଅଭାବ ଆଜି ଓଡ଼ିଶାର ଶିଳ୍ପାୟନରେ ବାଧା ସୃଷ୍ଟି କରିଛି ବୋଲି ବରିଷ୍ଠ ନେତା ତଥା ନାଲକୋର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ତପନ କୁମାର ଚାନ୍ଦ କହିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ଚାନ୍ଦ କହିଛନ୍ତି ଯେ, ଦେଶରେ ଯେଉଁ ୧୦ଟି ରାଜ୍ୟରେ ସର୍ବାଧିକ ଏମଏସ୍‌ଏମଇ ଶିଳ୍ପ ଅନୁଷ୍ଠାନ ଅଛି ସେହି ତାଲିକାରେ ଓଡ଼ିଶାର ସ୍ଥାନ ନାହିଁ । ଓଡ଼ିଶାରେ ଯଥେଷ୍ଟ ପ୍ରାକୃତିକ ସମ୍ପଦ, ସ୍ଥିର ସରକାର, ମାନବ ସମ୍ବଳ ଥିବା ସତ୍ୱେ କାହିଁକି ନୂଆ ଶିଳ୍ପ ପ୍ରତିଷ୍ଠା ହେଉନାହିଁ ତାହା ଏକ ବଡ ପ୍ରଶ୍ନ? ରାଜ୍ୟରେ ଯେଉଁ ୧୯ଲକ୍ଷ ଏମଏସ୍‌ଏମଇ ଅଛି ବୋଲି ସରକାର କହୁଛନ୍ତି ସେଥିରୁ ମାତ୍ର ୫ଲକ୍ଷ କାର୍ଯ୍ୟକ୍ଷମ ହେଉଛି, ଯାହାକି ରାଜ୍ୟ ସରକାରଙ୍କ ବିଫଳତାକୁ ଦର୍ଶାଉଛି ।

ମାତ୍ର ୨୫ପ୍ରତିଶତ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବାସ୍ତବରେ ଉତ୍ପାଦନକ୍ଷମ ହୋଇପାରିଛନ୍ତି । ରାଜ୍ୟରେ ଥିବା ବଡ ବଡ ଆଲୁମିନିୟମ ପାର୍କ ଅଚଳ ହୋଇ ପଡିଥିବା କାରଣରୁ ଏମଏସଏମଇଗୁଡିକ ବିକାଶ ହୋଇପାରୁନାହିଁ । ୫-ଟି ଶାସନରେ ସରକାରଙ୍କର ସମସ୍ତ ନୀତି ନିୟମ କେବଳ ଅଣଓଡ଼ିଆ ବ୍ୟବସାୟୀମାନଙ୍କୁ ଥଇଥାନ କରିବା ପାଇଁ । ଏପରିକି ରାଜ୍ୟରେ ସରକାର ଯେଉଁ ଟେଣ୍ଡର କାଢ଼ନ୍ତି ସେଥିରେ ଓଡ଼ିଆ ଉଦ୍ୟଗୀମାନଙ୍କୁ ସୁଯୋଗ ନଦେଇ ଅଣଓଡ଼ିଆ ବ୍ୟବସାୟୀ ମାନଙ୍କୁ ସୁଯୋଗ ମିଳେ ବୋଲି ଶ୍ରୀ ଚାନ୍ଦ କହିଛନ୍ତି । ମୋଦି ସରକାର ଏମ୍‌ଏସଏମଇମାନଙ୍କର ବିକାଶ ପାଇଁ ଅନେକ ସୁବିଧା କରିଛନ୍ତି । ଆର୍ôଥକ ପ୍ରୋତ୍ସାହନରୁ ନେଇ ଟିକସ ରିହାତି, ଋଣ ସୁବିଧା, ତାଲିମ ସୁବିଧା ଆଦି ପାଇଁ କେନ୍ଦ୍ର ସରକାର ଯଥେଷ୍ଟ ଅନୁଦାନ ଦେଉଛନ୍ତି ।

କିନ୍ତୁ ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବ କାରଣରୁ ମୋଦିଙ୍କ ସ୍ୱପ୍ନ ଓଡ଼ିଶାରେ ଶାକାର ହୋଇପାରୁନାହିଁ । ମୋଦିଙ୍କ ସ୍ୱପ୍ନ ପୂର୍ବୋଦୟରୁ ହେବ ଦେଶର ବିକାଶ । ଓଡିଶାକୁ ଆଧୁନିକ ଭାରତ ମ୍ୟାନୁଫ୍ୟାକଚର ହବ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଯେଉଁ ସ୍ୱପ୍ନ ଦେଇଛନ୍ତି ତାକୁ ରାଜ୍ୟ ସରକାର ସଫଳ କରାଇ ଦେଉନାହିଁ । ଓଡିଶାରେ ଡବଲ ଇଞ୍ଜିନ ସରକାର ହେଲେ ମୋଦିଜୀଙ୍କ ବିକଶିତ ଭାରତ ସହିତ ଏକ ବିକଶିତ ଓଡ଼ିଶାର ଲକ୍ଷ୍ୟ ପୂରଣ ହୋଇବାରିବ ବୋଲି ଶ୍ରୀ ଚାନ୍ଦ କହିଛନ୍ତି । ଏହି ସାମ୍ବାଦିକ ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ଅନିଲ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Taneira celebrates Savitri Vrata with the Inaya collection and exclusive festive offers

Taneira celebrates Savitri Vrata with the Inaya collection and exclusive festive offers

May 7, 2026
ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

May 7, 2026
ପାରଳାଖମୁଣ୍ଡିଠାରେ ବାଇପାସ୍ ରାସ୍ତା ନିର୍ମାଣ ନେଇ ସାମାଜିକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖମୁଣ୍ଡିଠାରେ ବାଇପାସ୍ ରାସ୍ତା ନିର୍ମାଣ ନେଇ ସାମାଜିକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

May 7, 2026
ଗଜପତି ଜିଲ୍ଲାରେ ରେ ଦଶମ ପରୀକ୍ଷାରେ 99.31 ପ୍ରତିଶତ ପାସହାର : ଓଡିଶାର ପ୍ରଥମ

ଗଜପତି ଜିଲ୍ଲାରେ ରେ ଦଶମ ପରୀକ୍ଷାରେ 99.31 ପ୍ରତିଶତ ପାସହାର : ଓଡିଶାର ପ୍ରଥମ

May 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Taneira celebrates Savitri Vrata with the Inaya collection and exclusive festive offers

Taneira celebrates Savitri Vrata with the Inaya collection and exclusive festive offers

May 7, 2026
ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

ରଣପୁରରେ ମାଟ୍ରିକ୍ ସଫଳତାର ଗୌରବ : ୫୪୨ ମାର୍କ ରଖି ଚର୍ଚ୍ଚାରେ – ସାଗରିକା

May 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version