No Result
View All Result
୩ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ଆର, ଉଦୟଗିରି :-> ମୋହନା ବ୍ଲକର ଲିଲିଗଡ, ୧,୪,୨୦୨୪,ଉକ୍ତଳ ଦିବସ ପାଳନ କରାଯାଇଛି । ଏହି ଅବସରରେ ମୋହନା ଅଗ୍ର ଣୀ ସେଛ୍ହାସେବି ଅନୁଷ୍ଠାନ NRDO, ଦ୍ୱାରା ଲିଲିଗଡ ପ୍ରା ଥନା ଗୃହ ପରିସର ମଧରେ ବୃକ୍ଷ ରୋପଣ କରା ଜାଇଛି। ବୃକ୍ଷ ହୀ ଜୀଵନ ର ଏକ ମହତ୍ୱ ପୁର୍ନିୟ୍ କାଜ୍ୟ,ଜଳବାୟୁ ପରିବର୍ତ୍ତନ ର୍ ମୁଖ୍ୟ ଚାବି କାଠି, ବୃକ୍ଷ, ହୀ ଜୀଵନ ,ଜଳ ହୀ ଜୀଵନ, ନାରା ଦେଇ , ସହଜୋଗର ବନ୍ଧୁ ସେଛ୍ହାସେବି ଅନୁଷ୍ଠାନ ର୍ କରମୀ ବୃନ୍ଦ ମାନେ ସହଯୋଗ କରି ଥିଲେ ।
ଏହି କାଜ୍ୟ ରେ ସମାଜ ସେବୀ ଶ୍ରୀ ଭିକାରୀ ନାୟକ ମୁଖ୍ଯ ଅତିଥି ରୂପେ ଯୋଗଦେଇ ବୃକ୍ଷ କିପରି ଲୋକଙ୍କପରିବେସ କୁ ରକ୍ଷା କରୁଛି ଆଗାମି ଭଵିଷ୍ୟ ତ ରେ ଜଳ ସଙ୍କଟକୁ ନେଇ ବୃକ୍ଷ ହୀ ଜୀଵନ ଅଟେ । ଏହୀ ବିଷୟ କୁ ନେଇ ପ୍ରତେକ ଗ୍ରାମ ଅନୁଷ୍ଠାନ ମାନଙ୍କରେ କିପରି ବୃକ୍ଷ ଲଗା ଯାଇପାରିବ ଏଥିପ୍ରତି ଗୁରୁତ୍ୱ ଦେଇଥିଲେ । ଏହି କାଜ୍ୟ କୁ ପରିଚାଳନା କରି ଥିଲେ ଶ୍ରମିକ ନେତା ଧନୁଜ୍ୟୟ ନାୟକ, ରଜନ ନାୟକ,ସୁଜାତା ସିଙ୍ଗ,
ସଂଗୀତା ନାୟକ,ସବିତା ନାୟକ, ଉରିସିଲା ନାୟକ, ଏବଂ ଲିଲିଗଦ S H ,G, ମହିଳା ସଦ୍ୟସୟ ମାନେ ଯୋଗଦେଇ ଏହାକୁ କିପରିଭାବରେ ବ୍ଲକ ର୍ ସବୁଗ୍ରାମରେ , ସହଜୋଗର ବନ୍ଧୁ ସେଛ୍ହାସେବି ମାନେ ପହଞ୍ଚିବେ ସେଥି ପ୍ରତି ଉପସ୍ଥିତ ସଭ୍ୟ ମାନୁ କୁ ଅନୁରାଧ କରିଥିଲେ । ମନଜ ନାୟକ , ଅହି କଜ୍ୟ୍ କୁ ସ୍ଵଗତ କରି ଥିଲେ ଓ ଗୋଲାପି ସଭା ସୁନ୍ଦର୍ (A W W)କରିମି ସମସ୍ତକୁ ଧନ୍ୟଵାଦ ଦେଇଥିଲେ ।
![](https://odishatazanews.com/wp-content/uploads/2024/03/Odish-Tazanews-Ripotars-51-194x300.jpg)
No Result
View All Result