୨ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ଭୁବନେଶ୍ବର :-> ୨୦୨୪ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ । ୮ ଲୋକସଭା ଓ ୪୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ଏହି ୪୯ଟି ବିଧାନସଭା ଆସନରୁ ୨ଟି ଆସନ କଂଗ୍ରେସ ଅନ୍ୟ ଦଳକୁ ଛାଡିଛି ।
ସେହି ୨ଟି ଆସନ ହେଲା :-
୧) ବିରମିତ୍ରପୁର – ଜେଏମଏମ ୨) ବୋଣାଇ – ସିପିଆଇ-ଏମ ତେବେ କିଏ କେଉଁ ଲୋକସଭା ଓ ବିଧାନସଭା ଆସନରୁ ଲଢିବେ ଆସନ୍ତୁ ଜାଣିବାଟ୍ଟ.
ଲୋକସଭା ପ୍ରାର୍ଥୀ :-
୧) ବରଗଡ଼- ସଞ୍ଜୟ ଭୋଇ ୨) ସୁନ୍ଦରଗଡ଼ – ଜନାର୍ଦ୍ଧନ ଦେହୁରୀ ୩) ବଲାଙ୍ଗିର – ମନୋଜ ମିଶ୍ର ୪) କଳାହାଣ୍ଡି – ଦ୍ରୌପଦୀ ମାଝୀ ୫) ନବରଙ୍ଗପୁର – ଭୁଜବଳ ମାଝୀ ୬) କନ୍ଧମାଳ – ଅମିର ଚାନ୍ଦ ନାୟକ ୭) ବ୍ରହ୍ମପୁର – ରଶ୍ମିରଞ୍ଜନ ପଟ୍ଟନାୟକ ୮) କୋରାପୁଟ – ସପ୍ତଗିରି ଉଲ୍ଲାକା
ବିଧାନସଭା ପ୍ରାର୍ଥୀ :->
୧) ନୂଆପଡ଼ା – ଶରତ ପଟ୍ଟନାୟକ ୨) ପଦ୍ମପୁର – ଟଙ୍କଧର ସାହୁ ୩) ବିଜେପୁର – କିଶୋର ଦଫାଦାର ୪) ବରଗଡ଼ – ନିପନ ଦାସ ୫) ଭଟଲୀ – ବ୍ରହ୍ମା ମହାକୁଡ଼ ୬) ବ୍ରଜରାଜନଗର – କିଶୋର ପଟେଲ ୭) ତଳସରା – ପ୍ରବୋଧ ତିର୍କୀ ୮) ସୁନ୍ଦରଗଡ଼ – ସୁଧାରାଣୀ ରାଉଡ଼ିଆ ୯) ରଘୁନାଥପାଲୀ – ଗୋପାଳ ଦାସ ୧୦) ରାଉରକେଲା – ବିରେନ୍ଦ୍ରନାଥ ପଟ୍ଟନାୟକ ୧୧) ରାଜଗାଙ୍ଗପୁର – ରାଜନ ଏକ୍କା ୧୨) ଲୋଇସିଂହା – ଓମ୍ ପ୍ରକାଶ କୁମ୍ଭାର ୧୩) ପାଟଣାଗଡ଼ – ଅନୀଲ ମେହେର ୧୪)ବଲାଙ୍ଗୀର – ସମରେନ୍ଦ୍ର ମିଶ୍ର
୧୫) କଣ୍ଟାବାଞ୍ଜି – ସନ୍ତୋଷ ସିଂହ ସାଲୁଜା ୧୬)ଉମରକୋଟ- ସନରାଜ ଗଣ୍ଡ ୧୭) ଝରିଗାଁ – ହାରାବତୀ ଗଣ୍ଡ ୧୮) ନବରଙ୍ଗପୁର – ଦିଲ୍ଲୀପ ପ୍ରଧାନ ୧୯) ଡାବୁଗାଁ – ଲିପିକା ମାଝୀ ୨୦) ଲାଞ୍ଜିଗଡ଼ – ବଳଭଦ୍ର ମାଝୀ ୨୧) ଗୁନାଗଡ଼ – ତୁଳେଶ୍ୱର ନାଏକ ୨୨) ଧର୍ମଗଡ଼ – ରଶ୍ମୀରେଖା ରାଉତ ୨୩) ଭବାନୀପାଟଣା – ସାଗର ଦାସ ୨୪) ନର୍ଲା- ଭକ୍ତ ଚରଣ ଦାସ ୨୫) ବାଲିଗୁଡ଼ା- ସୁରଦ ପ୍ରଧାନ ୨୬)ଜି. ଉଦୟଗିରି – ପ୍ରଫୁଲ୍ଲ ପ୍ରଧାନ ୨୭) ଫୁଲବାଣୀ – ପ୍ରତିଭା କହଁର ୨୮) କଣ୍ଟାବାଳ- ମନୋଜ ଆଚାର୍ୟ୍ୟ ୨୯) ବୌଦ୍ଧ- ନବ ମିଶ୍ର ୩୦)ଭଞ୍ଜନଗର – ପ୍ରଶାନ୍ତ ବିଶୋଇ ୩୧) ପୋଲସରା – ଅଗସ୍ତୀ ବରଦା
୩୨)କବି ସୂର୍ୟ୍ୟନଗର – ଚିରଞ୍ଜିବ ବିଶୋଇ ୩୩) ସୋରଡ଼ା – ହିରିକ୍ରିଷ୍ଠା ରଥ ୩୪) ସାନଖେବୁଣ୍ଡି – ରମେଶ ଜେନା ୩୫) ଚିକିଔି – ରବିନ୍ଦ୍ର ଦ୍ୟାନସାମନ୍ତରାୟ ୩୬) ମୋହନା – ଦାଶରଥି ଗମାଙ୍ଗ ୩୭) ପାରଳାଖେମୁଣ୍ଡି – ବିଜୟ ପଟ୍ଟନାୟକ ୩୮) ଗୁଣୁପୁର – ସତ୍ୟଜିତ ଗମାଙ୍ଗ ୩୯) ବିଷମକଟକ- ନୀଳମାଧବ ହିକକା ୪୦) ରାୟଗଡ଼ା – ଆପଲସ୍ୱାମୀ କାଡ୍ରାକା ୪୧) ଲକ୍ଷ୍ମୀପୁର – ପବିତ୍ର ସାଉଁନ୍ତା ୪୨) କୋଟପାଡ଼ – ଅନାମ ଦିଆନ ୪୩) ଜୟପୁର – ତାରା ପ୍ରସାଦ ବାହିନୀପତି ୪୪) କୋରାପୁଟ – କୃଷ୍ଣଚନ୍ଦ୍ର କୁଳଦୀପ ୪୫) ପଟାଙ୍ଗୀ – ରାମଚନ୍ଦ୍ର କାଡ଼ାମ ୪୬)ମାଲକାନଗିରି – ମାଲା ମାଢ଼ୀ ୪୭) ଚିତ୍ର କୋଣ୍ଡା – ମଙ୍ଗୁ ଖିଲ.