ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା ୧୧୨ ବିଧାନସଭା ଆସନ ପାଇଁ BJPର ପ୍ରାର୍ଥୀ ଘୋଷଣା – ରଣପୁର ପ୍ରାର୍ଥୀ – ତାପସ ମାର୍ଥା
୨ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ବ୍ରଜରାଜନଗରରୁ ସୁରେଶ ପୂଜାରୀ ପ୍ରାର୍ଥୀ ସମ୍ବଲପୁରରୁ ପୁଣି ଲଢ଼ିବେ ଜୟନାରାୟଣ ମିଶ୍ର ଧାମନଗରରୁ ସୂର୍ଯ୍ୟବଂଶୀ ସୂରଜ ପ୍ରାର୍ଥୀ ସୁନ୍ଦରଗଡ଼-କୁସୁମ ଟେଟେ, ଜୟଦେବ- ଅରବିନ୍ଦ ଢାଲି ବାରିପଦା-ପ୍ରକାଶ ସୋରେନ, ନୟାଗଡ଼- ପ୍ରତ୍ୟୁଷା ପ୍ରିୟଦର୍ଶୀ, ଦିଗପହଣ୍ଡିରୁ ସିଦ୍ଧାନ୍ତ ମହାପାତ୍ର, କୋରେଇ- ଆକାଶ ଦାସ ନିମାପଡ଼ା- ପ୍ରଭାତୀ ପରିଡ଼ା, ଉମରକୋଟ- ନିତ୍ୟାନନ୍ଦ ଗଣ୍ଡ ଝାରସୁଗୁଡ଼ା- ଟଙ୍କଧର ତ୍ରିପାଠୀ, କେନ୍ଦୁଝର-ମୋହନ ମାଝୀ ଜୟଦେବ- ଅରବିନ୍ଦ ଢାଲି,
ପିପିଲି- ଆଶ୍ରିତ ପଟ୍ଟନାୟକ ପାରଳାଖେମୁଣ୍ଡି- କେ. ନାରାୟଣ ରାଓ, ହିଞ୍ଜିଳି- ଶିଶିର ମିଶ୍ର ଚିଲିକାରୁ ଲଢ଼ିବେ ପୃଥ୍ବୀରାଜ ହରିଚନ୍ଦନ ରେଙ୍ଗାଳି- ନାଉରୀ ନାୟକ, ଭଟଲି- ଇରାଶିଷ ଆଚାର୍ଯ୍ୟ ପୁରୀ-ଜୟନ୍ତ ଷଡ଼ଙ୍ଗୀ, ମୋରଡ଼ା-କୃଷ୍ଣଚନ୍ଦ୍ର ମହାପାତ୍ର ପଦ୍ମପୁର-ଗୋବର୍ଦ୍ଧନ ଭୋଏ, ବିଜେପୁର-ସନତ ଗର୍ତିଆ ପୋଲସରା- ଗୋକୁଳାନନ୍ଦ ମଲ୍ଲିକ, କବିସୂର୍ଯ୍ୟନଗର- ପ୍ରତାପ ନାୟକ ଖଲ୍ଲିକୋଟ- ପୂର୍ଣ୍ଣଚନ୍ଦ୍ର ସେଠୀ,
ଛତ୍ରପୁର- କୃଷ୍ଣଚନ୍ଦ୍ର ନାୟକ ଆସିକା- ସରୋଜ ପାଢ଼ୀ, ସୋରଡ଼ା- ନୀଳମଣି ବିଷୋୟୀ ଭୁବନେଶ୍ବର ମଧ୍ୟ- ଜଗନ୍ନାଥ ପ୍ରଧାନ, ଭୁବନେଶ୍ବର ଉତ୍ତର- ପ୍ରିୟଦର୍ଶୀ ମିଶ୍ର ଏକାମ୍ର- ବାବୁ ସିଂହ, ଜଟଣୀ- ବିଶ୍ବରଂଜନ ବଡ଼ଜେନା ଚିଲିକା- ପୃଥ୍ବୀରାଜ ହରିଚନ୍ଦନ, ରଣପୁର- ତାପସ ମାର୍ଥା ଖଣ୍ଡପଡ଼ା- ଦୁଷ୍ମନ୍ତ ସ୍ବାଇଁ, ଦଶପଲ୍ଲା- ରାଘବ ମଲ୍ଲିକ ନିମାପଡ଼ା- ପ୍ରଭାତି ପରିଡ଼ା, ପୁରୀ- ଜୟନ୍ତ ଷଡ଼ଙ୍ଗୀ ବ୍ରହ୍ମଗିରି- ଉପାସନା ମହାପାତ୍ର, ସତ୍ୟବାଦୀ- ଓମ୍ ପ୍ରକାଶ ମିଶ୍ର ପିପିଲି- ଆଶ୍ରିତ ପଟ୍ଟନାୟକ, ଜୟଦେବ- ଅରବିନ୍ଦ ଢ଼ାଲି