• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ବିଜେଡି ଯୁବନେତା ସୁବ୍ରତ ଛାଟୋଇଙ୍କ ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଆୟକର ବିଭାଗ ରେଡ୍ କରିଛି

Proprietor Abhimanyu Maharana by Proprietor Abhimanyu Maharana
April 2, 2024
in Uncategorized, ଅପରାଧ, ଓଡ଼ିଶା, ରାଜନୀତି, ହୋମ୍
0
ବିଜେଡି ଯୁବନେତା ସୁବ୍ରତ ଛାଟୋଇଙ୍କ ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଆୟକର ବିଭାଗ ରେଡ୍ କରିଛି
Share on FacebookShare on TwitterWhatsapp

ବିଜେପି ପକ୍ଷ ଏହାକୁ କଳା ଟଙ୍କା ଉପରେ ପ୍ରହାର ବୋଲି କହୁଥିଲା ବେଳେ ବିଜେଡି ପକ୍ଷ ଏହାକୁ ପ୍ରତିଶୋଧ ରାଜନୀତି କହିଛନ୍ତି ।

୧ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ଯାଜପୁର :-> ଯାଜପୁରସ୍ଥିତ ବ୍ୟବସାୟ ପ୍ରତିଷ୍ଠାନରେ ଏକକାଳୀନ ଚଢ଼ଉ ଚାଲିଛି । ବିଜେଡି ଯୁବନେତା ତଥା ଉଦ୍ୟୋଗୀ ସୁବ୍ରତ ଛାଟୋଇଙ୍କ ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଆୟକର ବିଭାଗ ରେଡ୍ କରିଛି । ଆଜି ବଡ଼ି ସକାଳୁ ଶ୍ରୀ ଛାଟୋଇଙ୍କର ନୟାପଲ୍ଲୀସ୍ଥିତ ବାସଭବନ, ସିଆରପି ଛକରେ ଥିବା ପ୍ରତିଷ୍ଠିତ କୋଚିଂ ଅନୁଷ୍ଠାନ ‘ବଣିକ୍’, ଯାଜପୁର ରୋଡ଼ସ୍ଥିତ ହୋଟେଲ ‘ଯଯାତି କୋଟିୟାର୍ଡ’ ଏବଂ ଯାଜପୁରସ୍ଥିତ ବ୍ୟବସାୟ ପ୍ରତିଷ୍ଠାନରେ ଏକକାଳୀନ ଚଢ଼ଉ ଚାଲିଛି । ତେବେ ଏହି ଚଢ଼ଉର କାରଣ ସମ୍ପର୍କରେ ଆଇଟି ବିଭାଗ ପକ୍ଷରୁ କିଛି କୁହାଯାଇନାହିଁ ।

ରାଜଧାନୀର ପ୍ରମୁଖ କୋଚିଂ ଅନୁଷ୍ଠାନ ହେଉଛି ‘ବଣିକ୍’ । ଯାହାର ମାଲିକ ହେଉଛନ୍ତି ବିଜେଡି ଯୁବନେତା ସୁବ୍ରତ ଛାଟୋଇ । ଗତବର୍ଷ ମାର୍ଚ୍ଚ ୨୮ ରେ କେନ୍ଦ୍ରୀୟ ଜିଏସଟି ପକ୍ଷରୁ ଏହି ଅନୁଷ୍ଠାନ ଉପରେ ଅଚାନକ ଚଢ଼ଉ ହୋଇଥିଲା । ଏହି ଲିଙ୍କ୍ ରେ କୋଲକତାରେ ଥିବା ଅନୁଷ୍ଠାନ ଉପରେ ମଧ୍ୟ ଜିଏସଟି ଚଢ଼ଉ କରିଥିଲା । ଜିଏସଟି ଫାଙ୍କି ଅଭିଯୋଗରେ ଚଢ଼ଉ ହୋଇଥିବା କୁହାଯାଇଥିଲେ ମଧ୍ୟ କାମ ଆଗକୁ ବଢ଼ି ନ ଥିଲା ।

ଏହି କାର‌୍ୟ୍ୟାନୁଷ୍ଠାନକୁ ପ୍ରତିଶୋଧ ରାଜନୀତି ବୋଲି ଅନେକ ଚର୍ଚ୍ଚା କରିଥିଲେ । କିନ୍ତୁ ଆଜି ଆଇଟି ବିଭାଗର ଏକ ଟିମ୍ ଶ୍ରୀ ଛାଟୋଇଙ୍କର ଭୁବନେଶ୍ୱର ନୂଆପଲ୍ଲୀସ୍ଥିତ ବାସଭବନ ଏବଂ ଏମଡି ଥିବା ସିଆରପି ଛକସ୍ଥିତ ‘ବଣିକ୍’ ଶିକ୍ଷାନୁଷ୍ଠାନ, ନିର୍ଦ୍ଦେଶକ ପଦବୀରେ ଥିବା ଯାଜପୁର ରୋଡ଼ସ୍ଥିତ ହୋଟେଲ ‘ଯଯାତି କୋଟିୟାର୍ଡ’ ଏବଂ ଯାଜପୁର ଟାଉନ୍ ରେ ତାଙ୍କର ଅନ୍ୟ ଏକ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢ଼ଉ ଚାଲିଛି ।

ସୁବ୍ରତ ଛାଟୋଇଙ୍କ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢ଼ଉ ପଛରେ ରାଜନୀତି ଥିବା ଚର୍ଚ୍ଚା ଆହୁରି ଜୋର୍ ହୋଇଛି । ବିଜେପି ପକ୍ଷ ଏହାକୁ କଳା ଟଙ୍କା ଉପରେ ପ୍ରହାର ବୋଲି କହୁଥିଲା ବେଳେ ବିଜେଡି ପକ୍ଷ ଏହାକୁ ପ୍ରତିଶୋଧ ରାଜନୀତି କହିଛନ୍ତି । ଅନ୍ୟପକ୍ଷରେ ଚଢ଼ଉ ଜାରି ରହିଥିବାରୁ ଆଇଟି ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଆସିନାହିଁ । ଚଢ଼ଉ ସରିଲେ ସଂଧ୍ୟାବେଳେ ପ୍ରେସ୍ ରିଲିଜ୍ ଆକାରେ ସବୁ ତଥ୍ୟ ଦିଆଯିବ ବୋଲି ଟିମ୍ ରେ ସାମିଲ ଆଇଟି ବିଭାଗର ଜଣେ ଅଧିକାରୀ କହିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମେଳଣ ମଣ୍ଡପାରୁଢ଼ ହେଲେ ପଶ୍ଚିମାସମ୍ଭୁ ଶ୍ରୀ ସୋମନାଥ ଦେବଙ୍କ ସହ ପାଞ୍ଚ ଠାକୁର : ଆତସବାଜି ପ୍ରଦର୍ଶନରେ ଜମିଲା ହରିରାଜପୁର ପଞ୍ଚୁଦୋଳ ମେଳଣ

ଆଜିଠୁ ହରିରାଜପୁର ପଞ୍ଚୁ୍‌ଦୋଳ ଆତସବାଜିରେ କମ୍ପିବ ମେଳଣ ପଡିଆ

March 10, 2026

March 9, 2026
୭ମ ମାଁ ବସ୍ତରେନ୍ କ୍ରିକେଟ ଟୁର୍ନାମେଣ୍ଟ ମ୍ୟାଚ୍ ଉଦଯାପିତ

୭ମ ମାଁ ବସ୍ତରେନ୍ କ୍ରିକେଟ ଟୁର୍ନାମେଣ୍ଟ ମ୍ୟାଚ୍ ଉଦଯାପିତ

March 9, 2026
ଏକାମ୍ର ହାଟରେ “ସପ୍ତାହର କାରିଗର” କାର୍ଯ୍ୟକ୍ରମର ଶୁଭାରମ୍ଭ

Launch of “Craftsperson of the Week” Programme at Ekamra Haat

March 9, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମେଳଣ ମଣ୍ଡପାରୁଢ଼ ହେଲେ ପଶ୍ଚିମାସମ୍ଭୁ ଶ୍ରୀ ସୋମନାଥ ଦେବଙ୍କ ସହ ପାଞ୍ଚ ଠାକୁର : ଆତସବାଜି ପ୍ରଦର୍ଶନରେ ଜମିଲା ହରିରାଜପୁର ପଞ୍ଚୁଦୋଳ ମେଳଣ

ଆଜିଠୁ ହରିରାଜପୁର ପଞ୍ଚୁ୍‌ଦୋଳ ଆତସବାଜିରେ କମ୍ପିବ ମେଳଣ ପଡିଆ

March 10, 2026
ମେଳଣ ମଣ୍ଡପାରୁଢ଼ ହେଲେ ପଶ୍ଚିମାସମ୍ଭୁ ଶ୍ରୀ ସୋମନାଥ ଦେବଙ୍କ ସହ ପାଞ୍ଚ ଠାକୁର : ଆତସବାଜି ପ୍ରଦର୍ଶନରେ ଜମିଲା ହରିରାଜପୁର ପଞ୍ଚୁଦୋଳ ମେଳଣ

ମେଳଣ ମଣ୍ଡପାରୁଢ଼ ହେଲେ ପଶ୍ଚିମାସମ୍ଭୁ ଶ୍ରୀ ସୋମନାଥ ଦେବଙ୍କ ସହ ପାଞ୍ଚ ଠାକୁର : ଆତସବାଜି ପ୍ରଦର୍ଶନରେ ଜମିଲା ହରିରାଜପୁର ପଞ୍ଚୁଦୋଳ ମେଳଣ

March 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version