• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମା ମାନଙ୍କ ଦାନ କ୍ଷୀରରେ : ହଜାର ହଜାର ଶିଶୁ ନୂଆ ଜୀବନ ପାଇଛନ୍ତି – କଟକ ଏସସିବି ମେଡିକାଲ

Proprietor Abhimanyu Maharana by Proprietor Abhimanyu Maharana
April 1, 2024
in ଓଡ଼ିଶା, କଟକ, ମହାନଗର, ହୋମ୍
0
ମା ମାନଙ୍କ ଦାନ କ୍ଷୀରରେ : ହଜାର ହଜାର ଶିଶୁ ନୂଆ ଜୀବନ ପାଇଛନ୍ତି – କଟକ ଏସସିବି ମେଡିକାଲ
Share on FacebookShare on TwitterWhatsapp

ନବଜାତ ଶିଶୁଟି ପାଇଁ ମାର କସ କ୍ଷୀର ଅମୃତ ସମାନ

ବିଶେଷଜ୍ଞଙ୍କ ମତରେ ମା କ୍ଷୀର ଶିଶୁର – ବିକାଶ ତଥା ମାରାତ୍ମକ ରୋଗ ର ସାମ୍ନା ପାଇଁ ରାମବାଣ ସଦୃଶ

୩୧ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) କଟକ :-> ସେଥିପାଇଁ ପିଲାଟି ଜନ୍ମ ହେବା ମାତ୍ରେ ପ୍ରଥମେ ତାକୁ ଏହି କ୍ଷୀର ଦିଆଯାଇ ଥାଏ, ଯାହା ୩ବର୍ଷ ପର୍ଯ୍ୟନ୍ତ ଜାରି ରହେ, କିନ୍ତୁ ପରେ ପ୍ରତ୍ୟେକ ଶିଶୁ କୁ ଏହି ସୁଯୋଗ ମିଳେନା । କିନ୍ତୁ ଭିନ୍ନ ଭିନ୍ନ କାରଣ ପାଇଁ ଅନେକ ମା ମାନଙ୍କ କ୍ଷୀର କ୍ଷରଣରେ ସମସ୍ୟା ହେବା ମା ଛେଉଣ୍ଡ ଶିଶୁ ମାନେ ମଧ୍ୟ ଏହି ସୁଯୋଗରୁ ବଂଚିତ ହୁଅନ୍ତି, ତେବେ ଏ କ୍ଷେତ୍ରରେ ବରଦାନ ସାବ୍ୟସ୍ତ ହୋଇଛି ଏସସିବି ମେଡିକାଲର ପ୍ରସ୍ତୁତି ବିଭାଗର ମିଲ୍କକି ବ୍ୟାଙ୍କ, ସହସ୍ରାଧିକ ମା ମାନଙ୍କ ଦାନ କ୍ଷୀରରେ ଆଜି ହଜାର ହଜାର ଶିଶୁ ନୂଆ ଜୀବନ ପାଇଛନ୍ତି, କଟକ ଏସସିବି ମେଡିକାଲ

ଅସହାୟ ଓ ମା ଛେଉଣ୍ଡ ଶିଶୁ ମାନଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି ମିଲ୍କି ବ୍ୟାଙ୍କ, ନବଜାତକ ମାନଙ୍କ କ୍ଷୁଧା ନିବାରଣ କରୁଛି ବ୍ୟାଙ୍କରେ ସଂଗୃହିତ ଅମୃତ ସମାନ ମା କ୍ଷୀର, ଫଳରେ ଜୀବନର ଆରମ୍ଭରୁ ଜୀବନ ଜିଇଁବା ପାଇଁ ସଂଘର୍ଷ କରୁଥିବା କଅଁଳ ଶିଶୁ ଟି ପାଇଛି ନୂଆ ଜୀବନ, ଆଉ ତାକୁ ଏହି ସୁଯୋଗ ଆଣିଦେଇଛି କଟକ ଏସସିବି ମେଡିକାଲର ପ୍ରସୂତି ବିଭାଗ ଦ୍ଵିତୀୟ ମହଲାରେ ସ୍ଥାପିତ ମିଲ୍କ ବ୍ୟାଙ୍କ।,

ଏସସିବିକୁ ପ୍ରସୂତି ପାଇଁ ଆସୁଥିବା ମହିଳାଙ୍କ ପ୍ରସବ ପରେ କ୍ଷୀର କ୍ଷରଣରେ ସମସ୍ୟା ଦେଖାଯାଉଥିବା ବେଳେ ଏକାଧିକ ମହିଳା ପ୍ରସବ ପରେ ମୃତ୍ୟୁ ବରଣ କରୁଛନ୍ତି, ଏହି କ୍ଷେତ୍ରରେ ପ୍ରସ୍ତୁତି ପାଇଁ ଆସିଥିବା ଅନ୍ୟ ମହିଳା ମାନେ ନିଜର ବଳକା କ୍ଷୀର ଦାନ କରି ନବଜାତକ ଙ୍କ କ୍ଷୁଧା ନିବାରଣ କରୁଛନ୍ତି, ଦାନ କ୍ଷୀର କୁ ୩/୪ ପର୍ଯ୍ୟାୟରେ ସୁଦ୍ଧ ଓ ଆବଶ୍ୟକ ପରୀକ୍ଷା କରାଯାଇ ବ୍ୟାଙ୍କରୁ ଶିଶୁଙ୍କୁ ଦିଆଯାଉଛି, ପ୍ରକୃତ ମାନବିକତା ପରି, ପରିଚୟ ଦେବା ସହ ଏହି କାର୍ଯ୍ୟରେ ଯୋଡି ହୋଇଥିବା ମା ମାନେ ଓ ବ୍ୟାଙ୍କର ସେବିକା ଏନେଇ ନିଜର ଖୁସି ପକାଶ କରିଛନ୍ତି।

ଏସ ସିବି ରେ ନବଜାତକଙ୍କ କ୍ଷେତ୍ରରେ ଏହି ସମସ୍ୟା ସାମ୍ନା କୁ ଆସିବା ପରେ ୟୁନିସେଫ ଓ ସେ ସ୍ଵାସ୍ଥ୍ୟମନ୍ତ୍ରାଳୟ ସ‌ହଯୋଗରେ ରାଜ୍ୟ ସରକାର ଅମୃତ ଯୋଜନା ମଧ୍ୟରେ ଏହି ବ୍ୟାଙ୍କ ଗତ ବର୍ଷ ଅଗଷ୍ଟ ମାସରେ ଆରମ୍ଭ କରିଥିଲେ, ଇତି ମଧ୍ୟରେ ଏକ ହଜାର ରୁ ଅଧିକ ମା ମାନେ କ୍ଷୀର ଦାନ କରିଥିବା ସେ ଏକ ହଜାର ରୁ ଅଧିକ ନବଜାତକଙ୍କ ଏହି କ୍ଷୀର ପାନ ଦ୍ବାରା ଜୀବନ ରକ୍ଷା ହୋଇପାରିଛି,

ଆଗାମୀ ଦି ଏହି ବ୍ୟାଙ୍କ କୁ ସମ୍ପ୍ରସାରଣ କରାଯିବା ସହ ଏସସିବି ବାହାରୁ ଇଛୁକ ମା ମାନଙ୍କ ଦାନ କ୍ଷୀର ରଖାଯିବା ଘରୋଇ ହସ୍ପିଟାଲରେ ନବଜାତକଙ୍କୁ କ୍ଷୀର ଦାନ କରାଯିବ, ବିଶେଷଜ୍ଞଙ୍କ ମତରେ ମା କ୍ଷୀର ଶିଶୁର – ବିକାଶ ତଥା ମାରାତ୍ମକ ରୋଗ ର ସାମ୍ନା ପାଇଁ ରାମବାଣ ସଦୃଶ. ଏଥିରେ ଥିବା ଭିଟାମିନ ଡବା କ୍ଷୀର ପାଉଡର ରୁ ମିଳିବ, ବରଂ ଏହା ଶିଶୁର ଶରୀର ଉପରେ କୁ ପ୍ରଭାବ ପକାଇବ ବୋଲି ସେ ମତ ପ୍ରକାଶ କରିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026
ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

June 21, 2026
ଟିପିଏସ୍ଓଡିଏଲ୍ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ

ଟିପିଏସ୍ଓଡିଏଲ୍ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ

June 21, 2026
ସୃଷ୍ଟି ଏକାଡେମୀରେ ଚତୁର୍ଥ ଆନ୍ତର୍ଜାତୀୟ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ

ସୃଷ୍ଟି ଏକାଡେମୀରେ ଚତୁର୍ଥ ଆନ୍ତର୍ଜାତୀୟ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ

June 21, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026
ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

June 21, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version