୧୯ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନେଶ୍ୱର :-> ଭୁବନେଶ୍ୱର ୟୁନିଟ 4 ଠାରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ମହୋଦୟାଙ୍କ କାରକେଡ଼ରେ ଥିବା ଗାଡିକୁ କିଛି ଅସାମାଜିକ ବ୍ୟକ୍ତି ଆକ୍ରମଣ କରିବା ସହ ଗାଡିର ବନେଟ ଉପରେ ଛିଡା ହୋଇ ଅସଭ୍ୟ ଗାଳି ଗୁଲଜ ସହ ଗଣ୍ଡଗୋଳ କରିଥିଲେ l

ଉକ୍ତ ବ୍ୟକ୍ତିଙ୍କ ଫୋଟୋ ପ୍ରାମାଣିକ ଭାବେ ଦିଆ ଯାଇଛି l ଉଲ୍ଲେଖଯୋଗ୍ୟ ସାଂସଦ ମହୋଦୟାଙ୍କ କାର୍ଯ୍ୟକ୍ରମ ଗତକାଲି ଠାରୁ ପ୍ରଶାସନକୁ ଲିଖିତ ଭାବେ ଜଣାଯାଇଥିଲା l ଆଜିର ଅଘଟଣ ବିଷୟରେ ମଧ୍ୟ ପ୍ରଶାସନକୁ ଅବଗତ କରାଯାଇଛି l














